Posted inଜାତୀୟ

ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ମୋଦି

ନୁଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବେତାର କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସାମ୍ବୋଧିତ କରିବେ। ଏଥିରେ ମୋଦି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବାକୁ ନେଇ ସରକାରଙ୍କ ପକ୍ଷ ରଖିବେ ବୋଲି ଅନୁମାନ କରାଯାଉଛି। ତେବେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ମୋଦି ପ୍ରଥମଥର ଲାଗି ଦେଶକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ଆକାଶବାଣୀରୁ ଆସିଥିବା ଖବର ଅନୁଯାୟୀ ମୋଦି ସନ୍ଧ୍ୟା ୪ଟା ବେଳେ ଏହି କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିବାର ଯୋଜନା ରହିଥିଲା। ହେଲେ ପରେ ଏହି ସମୟରେ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଇଛି। ସନ୍ଧ୍ୟା ୮ରେ ମୋଦି ଦେଶକୁ ସମ୍ବୋଧିତ କରିବେ ବୋଲି ଶେଷରେ ସ୍ପଷ୍ଟ କରାଯାଇଛି।


All Right Reserved By Dharitri.Com

ବାଣ କାରଖାନାରେ ବିସ୍ଫୋରଣ

କୋଲକାତା,୩।୧: ପଶ୍ଚିମବଙ୍ଗ ନର୍ଥ ୨୪ ପ୍ରାଙ୍ଗଣା ଜିଲାର ନୌହାଟିରେ ଶୁକ୍ରବାର ଏକ ବାଣ କାରଖାନାରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୫ଜଣଙ୍କର ମୃତ୍ୟୁ ହୋଇଥିବା...

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଥମଥର ପ୍ରଚାର ମଇଦାନରେ ମୋଦି

ନୂଆଦିଲ୍ଲୀ,୩।୨: ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିରେ ପୂର୍ବରୁ ହେଭି ଓ୍ବେଟ୍‌ ରାଜନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ସୋମବାର ପ୍ରଥମକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପଶ୍ଚିମବଙ୍ଗ ନାମ ହେବନି ବାଂଲା: ଦାବିକୁ ମୋଦି ସରକାର କଲେ ଅଗ୍ରାହ୍ୟ

ନୂଆଦିଲ୍ଲୀ,୩।୭: ପଶ୍ଚିମବଙ୍ଗ ନାମକୁ ବାଂଲା କରିବା ପାଇଁ କରାଯାଇଥିବା ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଗ୍ରାହ୍ୟ କରିଛନ୍ତି। ବୁଧବାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ...

ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି...

ଟେଲିଫୋନ୍‌ କମ୍ପାନୀଙ୍କୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଡଟ୍‌ ଆବେଦନକୁ ମଞ୍ଜୁରୀ; ଦେବାକୁ ପଡ଼ିବ ୯୨ ହଜାର କୋଟିରୁ ଅଧିକ ବକେୟା

ନୂଆଦିଲ୍ଲୀ,୨୪।୧୦: ଦେଶର ବିଭିନ୍ନ ଟେଲିଫୋନ୍‌ କମ୍ପାନୀଗୁଡ଼ିକୁ ସୁପ୍ରିମ୍‌କୋର୍ଟରେ ବଡ଼ ଝଟ୍‌କା ମିଳିଛି। ଡିପାର୍ଟମେଣ୍ଟ୍‌ ଅଫ୍‌ ଟେଲିକମ୍ୟୁନିକେଶନ (ଡଟ୍‌) ପକ୍ଷରୁ ବକେୟା ଆଦାୟ ପାଇଁ ଏକ ଆବେଦନ...

୧୭ ଯାଏ ବଢ଼ିଲା ଚିଦାମ୍ବରମଙ୍କ ହାଜତ ମିଆଦ

ନୂଆଦିଲ୍ଲୀ,୪-୧୦(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଅକ୍ଟୋବର ୧୭...

ସ୍ପାଇସ୍‌ ଜେଟ୍‌ ବିମାନରୁ କରୋନା ସନ୍ଦେହରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୧୩।୨: ସ୍ପାଇସ୍‌ ଜେଟ୍‌ ବିମାନରୁ କରେନା ସନ୍ଦେହରେ ଜଣେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ବ୍ୟାଙ୍କକରୁ ଦିଲ୍ଲୀ ଆସୁଥିବା ଏସ୍ଜି-୮୮ ବିମାନରେ ଯାତ୍ରୀ ଜଣକ ଥିଲେ। ତାଙ୍କୁ...

ମୁମ୍ବାଇ, ପୁଣେ, ନାଗପୁର ସମେତ ମହାରାଷ୍ଟ୍ରର ୪ ସହର ଲକ୍‌ଡାଉନ୍‌

ମୁମ୍ବାଇ.୨୦।୩: ମହାରାଷ୍ଟ୍ରରେ କରୋନା ପୀଡ଼ିତଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିବାରୁ ଏବେ ଏହାକୁ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶୁକ୍ରବାର ମୁମ୍ବାଇ,...

Leave a comment

Your email address will not be published. Required fields are marked *