Posted inଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ୮୦ ଲକ୍ଷ ଲୋକଙ୍କୁ କରାଯାଇଛି ବନ୍ଦୀ: ଶାହ ଫୈସଲ୍‌

ଶ୍ରୀନଗର,୮।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ଜମ୍ମୁ-କଶ୍ମୀରର ୮୦ ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିବା ଅଭିଯୋଗ କରିଛନ୍ତି ଶାହ ଫୈସଲ୍‌। ଫୈସଲ୍‌ ପୂର୍ବରୁ ଆଇଏଏସ୍‌ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଜଣେ ରାଜନେତା ଅଛନ୍ତି। କେନ୍ଦ୍ର ସରକାର ଏଠାକାର ସ୍ଥିିତି ସମ୍ପର୍କରେ ବାହାରେ ଭୁଲ୍‌ ତଥ୍ୟ ପ୍ରଦାନ କରୁଛନ୍ତି। ପ୍ରକୃତପକ୍ଷେ ଏଠାରେ ଲୋକେ ଭୟଭୀତ ହୋଇ ରହିଥିବା ଫୈସଲ ଅଭିଯୋଗ କରିଛନ୍ତି।


All Right Reserved By

ଶପଥ ନେଲେ ବିହାର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ସଦସ୍ୟ

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ରବିବାର କରାଯାଇଛି। ଏଥିରେ ୮ ଜେଡିୟୁ ନେତା ସାମିଲ ହେବା ସହ ରାଜଭବନରେ ଶପଥ ନେଇଛନ୍ତି।...

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ ଲଗାଇଲେ ଛାତ୍ର

ଇମ୍ଫାଲ୍‌,୨୭।୪: ମଣିପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୬ ଜଣ ଛାତ୍ର ସ୍ଥାନୀୟ କାଥଲିକ୍‌ ସ୍କୁଲର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ...

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ଆସିପାରେ ବଡ଼ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି...

ବନ୍ୟା ପରେ ଏବେ ଭୂକମ୍ପରେ ଥରିଲା ମହାରାଷ୍ଟ୍ର

ମୁମ୍ବାଇ,୧୩।୮: ବନ୍ୟାର ବିଭିଷିକା ପରେ ଏବେ ମହାରାଷ୍ଟ୍ରରେ ଭୂକମ୍ପ ଦେଖାଦେଇଛି। ମଙ୍ଗଳବାର ମହାରାଷ୍ଟ୍ରର ପାଲଘର ଜିଲାରେ ୩.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ...

ବାୟୁସେନାକୁ ମିଳିଲା ସ୍ପାଇସ୍‌-୨୦୦୦ ବୋମା

ନୂଆଦିଲ୍ଲୀ,୧୬ା୯: ଭାରତୀୟ ବାୟୁସେନାକୁ ଅଟ୍ଟାଳିକା ଧ୍ୱଂସକାରୀ ସ୍ପାଇସ୍‌-୨୦୦୦ ବୋମା ମିଳିଛି। ଏହା ବାୟୁସେନାର ଆକ୍ରମଣ କ୍ଷମତା ବୃଦ୍ଧିରେ ସହାୟକ ହେବ। ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ...

ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ସ୍ବୀକାର କଲେ ରାହୁଲ: କହିଲେ, ସ୍ବତନ୍ତ୍ର ବିମାନ ବଦଳରେ ଲୋକଙ୍କୁ ଭେଟିବାକୁ ମିଳୁ ଅନୁମତି

ନୂଆଦିଲ୍ଲୀ,୧୩।୮: ଜମ୍ମୁ-କଶ୍ମୀରର ପ୍ରକୃତ ପରିସ୍ଥିତି ଜାଣିବା ପାଇଁ ରାଜ୍ୟପାଳ ସତ୍ୟପାଲ ମଲିକ ଦେଇଥିବା ନିମନ୍ତ୍ରଣକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ବୀକାର କରିଛନ୍ତି। ଏଥିସହ ସେ...

ଖୋଲିବ ୪୬୨ ଏକଲବ୍ୟ ସ୍କୁଲ

ରାଞ୍ଚି,୧୦ା୯(ଆଇଏଏନ୍‌ଏସ୍‌): ଦେଶର ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ତାରିଖରେ ଏକଲବ୍ୟ ସ୍କୁଲ ଶୁଭାରମ୍ଭ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ...

ଆଇଏଏଫ୍‌ ସ୍କ୍ବାଡ୍ରନ ଲିଡର ମିଣ୍ଟିଙ୍କୁ ଯୁଦ୍ଧ ସେବା ସମ୍ମାନ

ନୂଆଦିଲ୍ଲୀ,୧୫।୮- ଭାରତୀୟ ବାୟୁ ସେନା (ଆଇଏଏଫ୍‌) ସ୍କ୍ବଡ୍ରନ ଲିଡର ମିଣ୍ଟି ଅଗ୍ରଓ୍ବାଲଙ୍କୁ ଗୁରୁବାର ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଛି। ଏଭଳି ସମ୍ମାନ ପାଇବାରେ ସେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *