Posted inଜାତୀୟ

ପାକିସ୍ତାନକୁ ଆର୍‌ଏସ୍‌ଏସ୍‌ର ଚେତାବନୀ: ଦାଦାଗିରି କଲେ ପିଓକେ ବି ଛଡ଼ାଇ ଅଣାଯିବ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଆର୍‌ଏସ୍‌ଏସ୍‌ ସଦସ୍ୟ ଇନ୍ଦ୍ରେଶ୍‌ କୁମାର କହିଛନ୍ତି ଯେ, ଭାରତ ସରକାରଙ୍କ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ନିଷ୍ପତିକୁ ଜାତିସଂଘ ମଧ୍ୟ ସମର୍ଥନ କରିବ । ଏହି ପ୍ରସଙ୍ଗରେ ପାକିସ୍ତାନ ନିଜର ଦାଦାଗିରି ଛାଡ଼ିଦେଉ। ନଚେତ୍‌ ସମୟ ପଡ଼ିଲେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ମଧ୍ୟ ଛଡ଼ାଇ ଅଣାଯିବ ବୋଲି ଚେତାବନୀ ଦେଇଛନ୍ତି। ଇନ୍ଦ୍ରେଶ୍‌ଙ୍କ ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ମମତା-ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଭୋପାଳ,୧୨।୧: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ମଧ୍ୟପ୍ରଦେଶର ଜବଲପୁରରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୂର୍ବତନ...

ଅନ୍‌ଲାଇନ୍‌ରେ ବର୍ଜ୍ୟବସ୍ତୁ କାରବାର ଆରମ୍ଭ

ଚେନ୍ନାଇ,୨୮।୧୨: ବଜର୍ର୍‌ୟବସ୍ତୁ ପରିଚାଳନା ନେଇ ଚେନ୍ନାଇରେ ଅନ୍‌ଲାଇନ୍‌ କାରବାର ଆରମ୍ଭ ହୋଇଛି। ଏଥିରେ ୯ ଶହରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି। ଗ୍ରେଟର ଚେନ୍ନାଇ କର୍ପୋରେଶନ...

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ମୃତି ସର୍ବ କନିଷ୍ଠା

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ମୋଦିଙ୍କୁ ପଦ ଓ...

ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ ‘ସୁଧର୍ମା’

ମହୀଶୂର: ଦେବ ଭାଷା ସଂସ୍କୃତ। ଏହି ଭାଷାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏବେ ମହୀଶୂରରୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଏସ୍‌ପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ନେତାଙ୍କ ଉପରକୁ ଆକ୍ରମଣ ହୋଇଛି। ବଦରପୁର ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା...

ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ବାଘେଲା

ନୂଆଦିଲ୍ଲୀ,୩।୧୦: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଏକ ବିବାଦୀୟ ଟିପ୍ପଣୀ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ବିନାୟକ ଦାମୋଦର ସାଭରକର ମାହାତ୍ମା ଗାନ୍ଧୀଙ୍କ ହତ୍ୟା...

ଗୋଆ ମନ୍ତ୍ରିମଣ୍ଡଳରୁ ଉପମୁଖ୍ୟମନ୍ତ୍ରୀ ବିଦା: କଂଗ୍ରେସ ଛାଡ଼ିଥିବା ୩ ବିଧାୟକ ସାମିଲ

ପଣଜୀ,୧୪ା୭(ପି.ଟି.): ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଶନିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। କ୍ୟାବିନେଟରୁ ଉପମୁଖ୍ୟମନ୍ତ୍ରୀ ବିଜୟୀ ସରଦେଶାଇଙ୍କ ସମେତ ୪ ଜଣଙ୍କୁ ବାଦ୍‌ ଦିଆଯାଇ...

ଯୁବତୀଙ୍କୁ ପୋଲିସର ଗଣବଳାତ୍କାର

ଗୋରଖପୁର,୧୭ା୨ (ପି.ଟି.): ଉତ୍ତରପ୍ରଦେଶର ଗୋରଖପୁର ରେଳଷ୍ଟେଶନ ନିକଟ ଏକ ହଷ୍ଟେଲ ଭିତରେ ୨ ପୋଲିସ ଜଣେ ଯୁବତୀ(୨୦)ଙ୍କୁ ମାଡ଼ମାରିବା ସହ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।...

Leave a comment

Your email address will not be published. Required fields are marked *