ନିଜ ପର୍ସନାଲିଟି ଅନୁଯାୟୀ କିପରି ଚୟନ କରିବେ ଡ୍ରେସ୍‌

ଫ୍ୟାସନେବୁଲ ଏବଂ ଷ୍ଟାଇଲିଶ ହେବାକୁ କାହାର ବା ଇଚ୍ଛା ନ ଥାଏ ? ଆଜିକାଲିର ଆଧୁନିକ ଯୁଗରେ ଯୁବତୀ ହୁଅନ୍ତୁ ଅବା  ଗୃହିଣୀ ନିଜର ପର୍ସନାଲିଟି ବଢ଼ାଇବାକୁ ନିଜ ଡ୍ରେସ୍‌କୁ ଅଗ୍ରାଧିକାର ଦେଉଛନ୍ତି। ତେବେ ଏହି ସମୟରେ କେତୋଟି ବିଷୟ  ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ..

କମ୍‌ ହାଇଟ୍‌ ଓ ଫ୍ୟାଟି ଯୁବତୀ ଥିବା ମହିଳା ବଡି ହ୍ୟାଙ୍ଗିଙ୍ଗ ଡ୍ରେସ ଚୟନ କରନ୍ତୁ। ଏହାଦ୍ୱାରା ସେମାନେ ଅନେକାଂଶରେ ସ୍ଲିମ୍‌ ଏବଂ ସୁନ୍ଦର ଦେଖାଯାଇଥାଆନ୍ତି।

ଡେଙ୍ଗା ଓ ପତଳା ଯୁବତୀ ଯଦି ଟାଇଟ୍‌ କପଡା କିମ୍ବା ପ୍ରିଣ୍ଟସ୍‌ ପିନ୍ଧିବେ ତେବେ ସେ ଆହୁରି ପତଳା ଦେଖାଯିବ। ଗାଢ଼ ରଙ୍ଗ କେବଳ ଗୋରା ଝିଅଙ୍କୁ ମାନି ନ ଥାଏ ଏହା ଶ୍ୱାମଳ ବର୍ଣ୍ଣ ଝିଅଙ୍କୁ ମଧ୍ୟ ଭଲ ମାନିଥାଏ।

ପତଳା ଝିଅଙ୍କୁ ସବୁ ଜିନିଷ ସୁଟ୍‌ କରିବ ଏମିତି କିଛି ମାନେ ନାହିଁ। କାହିଁକି ନା ଏମିତି ଯୁବତୀଙ୍କୁ ହଟ୍‌ ପ୍ୟାଣ୍ଟ ଜମା ବି ମାନି ନ ଥାଏ। ଏହା ବ୍ୟତୀତ ଶଟର୍‌ସ ମାଇକ୍ରୋ ସ୍କର୍ଟସ ବି ପିନ୍ଧିବା ଉଚିତ୍‌ ନୁହେଁ। ଏହାଦ୍ୱାରା ସେମାନଙ୍କ ଗୋଡ ଆହୁରି ପତଳା ଲାଗିବ ।

କମ୍‌ ହାଇଟ୍‌ ଥିବା ଯୁବତୀ ଯଦି ଲଙ୍ଗ ସ୍କର୍ଟ ଓ ଲଙ୍ଗ ଟପ୍‌ ପିନ୍ଧିବେ ତେବେ ସେ ଡେଙ୍ଗା ଦେଖାଯିବେ।

ଲୋ ଓ୍ବେଷ୍ଟ ପ୍ୟାଣ୍ଟ ଏବେ ଫ୍ୟାଶନ୍‌ରେ ଚାଲିଛି। ଏହି ପ୍ୟାଣ୍ଟ ସ୍ଲିମ୍‌ ଝିଅଙ୍କୁ ଭଲ ମାନିଥାଏ। କିନ୍ତୁ ଏହାକୁ ଠିକ୍‌ ସେ ପିନ୍ଧିବା ମଧ୍ୟ ଜରୁରୀ।


All Right Reserved By Dharitri.Com

ସର୍ଭିକାଲ ସ୍ପଣ୍ଡିଲୋସିସ୍‌

”ହାଡ଼କୁ ହାଡ଼ ଘସିହୋଇ ବ୍ୟଥା ହୁଏ ଓ ବେକର ଘୂର୍ଣ୍ଣନଶକ୍ତିି ନଷ୍ଟ ହୋଇଯାଏ। ହାଡ଼ ପରସ୍ପର ଘସିହେବା ଦ୍ୱାରା ନୂଆ ଛୋଟ ହାଡ଼ ସୃଷ୍ଟି ହୋଇ...

ଏସବୁ ରୋଗରୁ ଦୂରେଇ ରହିବା ପାଇଁ, ସକାଳେ ପିଅନ୍ତୁ ଅଧାକପ ନାଲି ଚା’…

ନାଲି ଚା’ ପିଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଜାପାନର ଯୁବପିଢି ଓ ବୟସ୍କ ଲୋକ ନିୟମିତ ଭାବେ ନାଲି ଚା’ ପିଉଥିବାରୁ ସେମାନଙ୍କ...

ଶୀତଦିନେ କରନ୍ତୁ ସୂର୍ଯ୍ୟମୁଦ୍ରା

ସାଧାରଣତଃ ଯୋଗ କଲେ ଶରୀର ସୁସ୍ଥ ରହିଥାଏ ବୋଲି ସମସ୍ତଙ୍କୁ ଜଣା। ହେଲେ କେଉଁ ସମୟରେ କେଉଁ ଯୋଗ କରିବା ଉଚିତ୍‌ ତାହା ଯୋଗଗୁରୁଙ୍କ ପରାମର୍ଶରେ...

ଡାଇବେଟିସ୍‌ ଦୂର କରିବ ଏହି ଜୁସ୍‌

ଆଜିକାଲି ଅଧିକାଂଶ ବ୍ୟକ୍ତି ଡାଇବେଟିସରେ ପୀଡ଼ିତ। ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ...

ତମାଖୁ ସେବନଓ ଫୁସ୍‌ଫୁସ୍‌ ଧୂଆଁ

ଆମ ଶରୀରରେ ଫୁସ୍‌ଫୁସ୍‌ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହା ରକ୍ତରେ ଥିବା ହିମୋଗ୍ଲୋବିନକୁ ଅମ୍ଳଜାନ ସଂଯୁକ୍ତ କରିଥାଏ- ଅର୍ଥାତ୍‌ ହୃଦ୍‌ଯନ୍ତ୍ରରୁ ଆସୁଥିବା ଅପରିଷ୍କାର ରକ୍ତ...

ଲୁଣ ପାଣିରେ ସ୍ନାନ କଲେ ମିଳିବ ଅନେକ ଫାଇଦା

ଖାଦ୍ୟରେ ଲୁଣ ରହିବା ଜରୁରୀ। ଲୁଣ ବିନା ଖାଦ୍ୟରେ ସ୍ବାଦ ଆସି ନ ଥାଏ। ଜାଣିଛନ୍ତି କେବଳ ଖାଦ୍ୟ ନୁହେଁ ଏହା ଆପଣଙ୍କର ସୌନ୍ଦର୍ଯ୍ୟକୁ ମଧ୍ୟ...

ପନିର ଲେଟ୍‌ମିକାଏ

ପନିର ଲେଟ୍‌ମିକାଏ ସ୍ନାକ୍ସ ଆଇଟମ୍‌ ଭେଜିଟେରିଆନଙ୍କର ଅଧିକ ପସନ୍ଦ। କ୍ରିସ୍‌ପି ଲାଗୁଥିବା ଏହି ପକୋଡାଟି ଚିଲି ଓ ଟମାଟୋ ଦୁଇଟି ଯାକ ସସ୍‌ରେ ଖାଇହେବ। ସଫ୍ଟ...

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ...

Leave a comment

Your email address will not be published. Required fields are marked *