Posted inଜାତୀୟ

ଧାରା ୩୭୦: ଯେ କୌଣସି ଭାରତୀୟ କଶ୍ମୀରରେ କିଣି ପାରିବେ ଜମି

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରେ ଏବେ ଧାରା ୩୭୦ ଓ ୩୫ଏ ହଟାଯିବାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି। ଏହି ଧାରା ସମାପ୍ତ ହେବା ପରେ ଯେକୌଣସି ଭାରତୀୟ ଜମ୍ମୁ-କଶ୍ମୀର ଓ ଲଦାଖରେ ଜମି କିଣିପାରିବେ ବୋଲି କୁହାଯାଉଛି। ଏହାସହ ଯେ କୌଣସି ଭାରତୀୟ ରାଜ୍ୟ ସରକାରଙ୍କର ବିଭିନ୍ନ ପଦବୀରେ ରହିପାରିବେ। ଏବେ ଯେ କୌଣସି ଭାରତୀୟ ସେଠାରେ ଘର, ଫ୍ଲାଟ୍‌, ଜମି, ଦୋକାନ କ୍ରୟ କରିବାରେ କୌଣସି ଅସୁବିଧା ନାହିଁ। ସୂଚନାଯୋଗ୍ୟ, ପୂର୍ବରୁ ଏଠାରେ ଏସବୁ ସମ୍ପତ୍ତି କିଣିବାରେ ଅନୁମତି ନ ଥିଲା।


All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ବଢ଼ିଲା: ପ୍ରସ୍ତାବ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୨ା୭(ପି.ଟି.): ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବା ପ୍ରସ୍ତାବ ସୋମବାର ରାଜ୍ୟସଭାରେ ଗୃହୀତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଉକ୍ତ...

ଜଳିଗଲା ୧୧୭ ବର୍ଷ ପୁରୁଣା ଚର୍ଚ୍ଚ

ଗୁଆହାଟୀ,୧୮ା୧୧(ପି.ଟି.): ମେଘାଳୟ ରାଜଧାନୀ ସିଲଂରେ ଥିବା ୧୧୭ ବର୍ଷର ପୁରୁଣା ଚର୍ଚ୍ଚରେ ରବିବାର ଅଗ୍ନିକାଣ୍ଡ ଘଟି ବୃଦ୍ଧ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କ୍ୱାଲପାଟିଠାରେ ଥିବା...

ପାଠ ପୂର୍ବରୁ ସମାଚାର

ଖଣ୍ଡଓ୍ବା: ନମସ୍କାର, ଆଜିର ମୁଖ୍ୟ ସମାଚାର, ‘ଅଯୋଧ୍ୟା ନିଷ୍ପତ୍ତି ପରେ ସହରରେ ଶାନ୍ତି, ସୌହାର୍ଦ୍ଦ୍ୟ ଜାରି’।….‘ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ ଦ୍ୱନ୍ଦ୍ୱରେ...

ବ୍ୟାଙ୍କ ଦୁର୍ନୀତି ମାମଲା: ଶରଦ ପାଓ୍ବାରଙ୍କୁ ହାଜର ହେବାକୁ ମନାକଲା ଇଡି

ନୂଆଦିଲ୍ଲୀ,୨୭ା୯: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ (ଏମଏସ୍‌ସିବି) ଦୁର୍ନୀତି ମାମଲାରେ ଫସିଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାର ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବାର ଥିଲା।...

ଫ୍ରାନ୍ସ୍‌ର ନୂଆ ରାଷ୍ଟ୍ରଦୂତ ହେଲେ ଜାଓ୍ବେଦ ଅଶରଫ୍‌

ନୂଆଦିଲ୍ଲୀ,୨୬।୨: ଫ୍ରାନ୍ସ୍‌ର ନୂଆ ରାଷ୍ଟ୍ରଦୂତ ଭାବେ ଜାଓ୍ବେଦ ଅଶରଫ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୧୯୯୧ ବ୍ୟାଚ୍‌...

ସରୋଗେସୀ ବିଲ୍‌ ଆଗତ

ନୂଆଦିଲ୍ଲୀ,୧୬ା୭(ପି.ଟି.): ବ୍ୟବସାୟିକ ସରୋଗେସୀକୁ ନିଷିଦ୍ଧ କରିବା ଲାଗି ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ନିଃସନ୍ତାନ ଦମ୍ପତିଙ୍କ...

କେନ୍ଦ୍ର ସରକାରଙ୍କ ଆଡ଼କୁ ଢଳିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୯।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ କେନ୍ଦ୍ରର ଭାଜପା ସରକାରଙ୍କ ଆଡକୁ ଢଲିଥିବା ଲକ୍ଷ୍ୟ କରାଯାଇଛି। ଦିଲ୍ଲୀର ଉନ୍ନତି ପାଇଁ ସେ କେନ୍ଦ୍ର ସରକାରଙ୍କ...

ଭାରତୀୟ ନୌସେନାର ୨୧ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସ ସବୁଠି ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତୀୟ ନୌସେନା ବି ଏଥିରୁ ବର୍ତ୍ତି ପାରିନାହିଁ। ସୂଚନା ଅନୁଯାୟୀ, ଭାରତୀୟ...

Leave a comment

Your email address will not be published. Required fields are marked *