Posted inଖେଳ

ରୋହିତଙ୍କ ଛକା ରେକର୍ଡ

ଲଡରହିଲ, ୫ା୮- ଏକ ଚୌକା ସହ ଭାରତ ଇନିଂସ ଆରମ୍ଭ କରିଥିବା ରୋହିତ ଶର୍ମା ସମ୍ପୂର୍ଣ୍ଣ ଷ୍ଟାଇଲରେ ଇନିଂସ ଆରମ୍ଭ କରିଥିଲେ। ଏହି ମ୍ୟାଚ୍‌ରେ କ୍ୟାରିୟରର ୧୭ତମ ଟି୨୦ ଅର୍ଦ୍ଧଶତକ ହାସଲ କରିବା ଅବସରରେ ସେ ଟି୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିବା ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ଏ କ୍ଷେତ୍ରରେ ସେ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଗେଲ୍‌ ୧୦୫ ଛକା ମାରିଥିବାବେଳେ ରୋହିତ ଏଠାରେ ନିଜର ଛକା ସଂଖ୍ୟାକୁ ୧୦୭ରେ ପହଞ୍ଚାଇ ଦେଇଛନ୍ତି। ଏହି ତାଲିକାରେ ମାର୍ଟିନ ଗୁପଟିଲ (୧୦୩), କଲିନ ମୁନ୍‌ରୋ (୯୨) ଓ ବ୍ରେଣ୍ଡନ ମ୍ୟାକକୁଲମ (୯୧) ରହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ବାସନ୍ଦ ସତ୍ତ୍ୱେ ବାଂଲାଦେଶ ତ୍ରି-ରାଷ୍ଟ୍ରୀୟ ସିରିଜରେ ଜିମ୍ବାଓ୍ବେ ସାମିଲ

ଢାକା, ୮।୮ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ବାସନ୍ଦ ସତ୍ତ୍ୱେ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେକୁ ନେଇ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆୟୋଜନ କରିବ ବାଂଲାଦେଶ...

ଜାପାନ ଓପନ୍‌: ସିନ୍ଧୁ, ସାଇ ପ୍ରଣୀଥ୍‌ କ୍ୱାର୍ଟରରେ

ଟୋକିଓ, ୨୫।୭ (ପି.ଟି.)- ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଷ୍ଟାର୍‌ ଭାରତୀୟ ମହିଳା ଶଟ୍‌ଲର ପି.ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା...

ଡୁରାଣ୍ଡ କପ୍‌ ଫାଇନାଲରେ ଗୋକୁଳମ କେରଳ

କୋଲକାତା, ୨୧।୮ (ପି.ଟି.): ସପ୍ତଦଶଥର ପାଇଁ ସମ୍ମାନଜନକ ଡୁରାଣ୍ଡ କପ୍‌ ଟାଇଟଲ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ଇଷ୍ଟ ବେଙ୍ଗଲକୁ ଶେଷରେ ନିରାଶ ହେବାକୁ ପଡ଼ିଛି। ବୁଧବାର...

ଭାରତ ଏ’କୁ ଜିତାଇଲେ ଆୟାର, ଖଲିଲ

ନୂଆଦିଲ୍ଲୀ,୧୨।୭- ଭାରତ ଏ’ ଦଳ ଶ୍ରେୟାସ ଆୟାର ଓ ଖଲିଲ ଅହମ୍ମଦଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୬୫ ରନ୍‌ର ବିଜୟ ସହ ତା’ର ଓ୍ବେଷ୍ଟଇଣ୍ଡିଜ ଅଭିଯାନ...

ନିମପୁର କୋଚିଂ କ୍ଲିନିକ୍‌ ୨୫ରୁ

କଟକ ଅଫିସ,୧୬ା୫:  ଏମଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଦେଶର ୨୦ଟି ସହରରେ କ୍ରିକେଟ କୋଚିଂ କ୍ଲିନିକ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୫ରୁ...

ଦ ହଣ୍ଡରେଡ୍‌: ସ୍ମିଥ, ଓ୍ବାର୍ନର ସବୁଠୁ ଦାମୀ ଖେଳାଳି

ଲଣ୍ଡନ,୧୬।୧୦(ପି.ଟି.)- ଆସନ୍ତା ବର୍ଷ ଜୁଲାଇରେ ହେବାକୁ ଥିବା ଭିନ୍ନ କ୍ରିକେଟ ଲିଗ୍‌ ‘ଦ ହଣ୍ଡରେଡ୍‌’ର ଖେଳାଳିଙ୍କ ଡ୍ରାଫ୍ଟରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଓ ଡେଭିଡ ଓ୍ବାର୍ନର...

ଜର୍ସି ଯୋଗୁ ଭାରତ ହାରିଲା: ମେହବୁବା ମୁଫତି

ଶ୍ରୀନଗର, ୧।୭:ଆଇସିସି ବିଶ୍ୱକପରେ ଭାରତର ବିଜୟ ରଥକୁ ରୋକିବାରେ ସମର୍ଥ ହୋଇଛି ଆୟୋଜକ ଇଂଲଣ୍ଡ। ରବିବାର ବର୍ମିଂହାମରେ ଖେଳାଯାଇଥିବା ଏକ ମ୍ୟାଚ୍‌ ଭାରତକୁ ୩୧ରନରେ ପରାସ୍ତ...

‘ଫିଟ୍‌ ରହିଲେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି’

ଲଣ୍ଡନ,୧୬ା୬(ପିଟି): ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପ୍‌ରେ ୫ ମ୍ୟାଚ୍‌ରୁ ୪ ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଅର୍ଜନ କରି ଶୀର୍ଷରେ ରହିଛି। ଏଭଳି ସ୍ଥିତିରେ...

Leave a comment

Your email address will not be published. Required fields are marked *