Posted inଜାତୀୟ

ମଞ୍ଚରେ ଦର୍ଶକଙ୍କ ମନ ମୋହିଲେ ଭାଜପା ଏମ୍‌ପି ହେମା

ମଥୁରା,୩।୮: ଛୁଲଣ ଉତ୍ସବ ଅବସରରେ ବୃନ୍ଦାବନର ଶ୍ରୀ ରାଧା ରମଣ ମନ୍ଦିରରେ ଭାଜପା ଏମ୍‌ପି ତଥା ବଲିଉଡ ନାୟିକା ହେମାମାଳିନୀଙ୍କ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକେ। ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଶାସ୍ତ୍ରୀୟ ନୃତ୍ୟରେ ପାରଙ୍ଗମ ଥିବା ହେମାଙ୍କ ନୃତ୍ୟାଭିନୟ ବେଶ୍‌ ଚିତାକର୍ଷକ ଥିଲା। ଭାରତନାଟ୍ୟମ୍‌ ପୋଷାକ ପରିଧାନ କରି ଏହି ନୃତ୍ୟାଙ୍ଗନା ବେଶ୍‌ ଆକର୍ଷଣୀୟ ଢଙ୍ଗରେ ନୃତ୍ୟ ପରିବେଷଣ କରିଥିଲେ।


All Right Reserved By Dharitri.Com

ଝାଡଖଣ୍ଡ ବିଧାନସଭା ପାଇଁ ଆଜି ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ,୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ଅପରାହ୍ନ ୪ଟା ୩୦ରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏହି...

ହିନ୍ଦୁ-ମୁସଲମାନ୍‌ କଲେ କିଡ୍‌ନୀ ଅଦଳବଦଳ

ନୂଆଦିଲ୍ଲୀ,୫।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ଜାରି ରହିଥିବା ବେଳେ କଶ୍ମୀରର ଜଣେ ମୁସଲମାନ୍‌ ଝିଅ ଏବଂ ହରିୟାଣାର ଜଣେ ହିନ୍ଦୁ ଝିଅ ପରସ୍ପର...

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ...

ମେଡିକାଲ ଶିକ୍ଷାର୍ଥୀଙ୍କ ଫିଟନେସ୍‌ ପାଇଁ ପିଡୋମିଟର ସଫ୍ଟଓ୍ବେରରେ ହେବ ମନିଟରିଂ

ଜୟପୁର,୬।୬: ମେଡିକାଲ ଶିକ୍ଷାର୍ଥୀଙ୍କ ଫିଟନେସ୍‌ ପାଇଁ ରାଜସ୍ଥାନର କେତେକ ମେଡିକାଲ କଲେଜ୍‌ରେ ଶିକ୍ଷାର୍ଥୀଙ୍କ ମନିଟରିଂ ପିଡୋମିଟର ସଫ୍ଟଓ୍ବେର ଦ୍ୱାରା ସମ୍ପନ୍ନ ହେବ। ଏଥିରେ ଅଜମେର, ଯୋଧପୁର,...

ରେକର୍ଡ କଲା ପିଆଜ

ମଦୁରାଇ,୮।୧୨: ଦେଶର ବିଭିନ୍ନ ଭାଗରେ ପିଆଜ ସେଞ୍ଚୁରି ମାରିଥିବା ବେଳେ ତାମିଲନାଡୁର ମଦୁରାଇରେ କିନ୍ତୁ ଏହା ରେକର୍ଡ କରିଛି। ରବିବାର ଏଠାରେ ପିଆଜର କିଲୋଗ୍ରାମ୍‌ ପ୍ରତି...

ଫିଲ୍ମ ଥ୍ରୀ ଇଡିଅଟ୍ସ ଦେଖି ମିରର ରାଇଟିଂ କରୁଛନ୍ତି ସପ୍ତମ ଶ୍ରେଶୀ ଛାତ୍ରୀ

ରାଇପୁର,୧୬।୯: ଭାରତ ଭଳି ଦେଶରେ ପ୍ରତିଭାଙ୍କର ଅଭାବ ନାହିଁ ବୋଲି କୁହାଯାଏ। ତେବେ ବଲିଉଡ୍‌ର ବ୍ଲକ୍‌ ବୁଷ୍ଟର ମୁଭି ‘ଥ୍ରୀ ଇଡିଅଟ୍ସ’ରୁ ଏବେ ପ୍ରେରଣା ପାଇ...

ମଙ୍ଗଳବାର କଶ୍ମୀର ଗସ୍ତରେ ଆସିବେ ୨୮ଜଣିଆ ୟୁରୋପିଆନ୍‌ ପ୍ରତିନିଧି ଦଳ: ମୋଦି-ଡୋଭାଲ୍‌ଙ୍କୁ କଲେ ସାକ୍ଷାତ୍‌

ଶ୍ରୀନଗର,୨୮।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ମଙ୍ଗଳବାର ସ୍ଥିତି ଅନୁଧ୍ୟାନ ପାଇଁ ୨୮ ଜଣିଆ ୟୁରୋପିଆନ୍‌ ପ୍ରତିନିଧି ଦଳ ଆସିବେ। ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି

ପାଟିକୁ କଡା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍‌ ଉକାରୀ ମେଥି। ଆୟୁର୍ବେଦ ଔଷଧ ପ୍ରସ୍ତୁତିରେ ମେଥିର ଆବଶ୍ୟକତା ଢେର୍‌ ଅଧିକ। ମେଥିରେ ମ୍ୟାଗ୍ନେସିୟମ, ଆଇରନ,...

Leave a comment

Your email address will not be published. Required fields are marked *