ଏଇ ଭାରତରେ

ଭାରତରେ ଏମିତି କିଛି ପରମ୍ପରା ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଦେବୀଙ୍କ ଉପରେ ବିଶ୍ୱାସ ରଖି ପତିଙ୍କ ମଙ୍ଗଳ ଲାଗି ମହିଳାମାନେ ସେମାନଙ୍କ ସାମାଜିକ ସ୍ବୀକୃତିକୁ ଯେ ବନ୍ଧା ରଖୁଛନ୍ତି ତାହା ଘଟୁଛି ଆମ ଦେଶରେ। ପତିଙ୍କ ମଙ୍ଗଳ ଲାଗି ବିଧବା ବେଶରେ ରହିବା ପ୍ରଥା ଏବେ ବି ଉତ୍ତରପ୍ରଦେଶର ଗୋରଖପୁର, ଦେବରିଆ ଓ ଏହା ପାଖରେ ଥିବା ବିହାରର କିଛି ଅଞ୍ଚଳରେ ରହୁଥିବା ଗଛବାହ ସମ୍ପ୍ରଦାୟରେ ପ୍ରଚଳିତ। ଗଛବାହ ସମ୍ପ୍ରଦାୟର ମହିଳାମାନେ ସେମାନଙ୍କ ପତିଙ୍କ ମଙ୍ଗଳ ଲାଗି ବିଧବା ଜୀବନ ଜିଁଅନ୍ତି। ଏହି ସମ୍ପ୍ରଦାୟର ଲୋକମାନଙ୍କର ମୁଖ୍ୟ ଜୀବିକା ହେଉଛି ତାଡି ସଂଗ୍ରହ କରିବା। ପୁରୁଷମାନେ ୫୦ ଫୁଟ୍‌ ଚିକ୍କଣ ତାଳଗଛରେ ଚଢି ବିପଜ୍ଜନକ ପରିସ୍ଥିତିରେ ତାଡି ସଂଗ୍ରହ କରନ୍ତି। ଚୈତ୍ରମାସଠାରୁ ଶ୍ରାବଣମାସ ଯାଏ ସେମାନେ ଏହି କାର୍ଯ୍ୟରେ ଲିପ୍ତ ରହନ୍ତି। ଏହି ୪ ମାସ ଯାକ ଗଛବାହ ସମ୍ପ୍ରଦାୟର ମହିଳାମାନେ ମଥାରେ ସିନ୍ଦୂର ପିନ୍ଧନ୍ତିିନି। ସେମାନଙ୍କ ବିବାହର ସବୁ ସନ୍ତକ ସମ୍ପ୍ରଦାୟର ଆରାଧ୍ୟା ଦେବୀ ମାତା ତରକୁଲ୍ଲାଙ୍କ ପାଖରେ ବନ୍ଧାରଖି ପତିଙ୍କ ମଙ୍ଗଳ କାମନା କରନ୍ତି। ଦେବୀଙ୍କ ଉପରେ ଏମିତି ବିଶ୍ୱାସ କରୁଥିବାରୁ ଏହି ସମ୍ପ୍ରଦାୟର ମହିଳାଙ୍କୁ ତର୍‌କୁଲ୍ଲାରିଷ୍ଟ୍‌ ବି କୁହାଯାଏ।


All Right Reserved By Dharitri.Com

ଝିଅର ନଖ ଓ ଦାନ୍ତ

ସୌମ୍ୟା ସାରସ୍ବତା ପଣ୍ଡା ଝିଅଟା ଏତେ ବେଳ ଯାଏ ଆସିନି! କହୁଥିଲି, ତାକୁ ଜୁଡୋ-କରାଟେ ଶିଖେଇବା। ଦରକାର ବେଳେ କାମରେ ଆସିବ। ବ୍ୟସ୍ତ ହୋଇ ସୁମତି...

ସ୍ଥିତାବସ୍ଥାରେ ପରିବର୍ତ୍ତନ

ଆକାର ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଛଅ ବର୍ଷ ହେଲା ଶାସନ କଲେଣି। ନିଜ ଆଦର୍ଶର ପ୍ରତିଷ୍ଠା ପାଇଁ ସେ ଯେଉଁସବୁ ଖେଳ ଖେଳିଚାଲିଛନ୍ତି,...

ନ୍ୟାୟ ଉଭାନ

ଭାରତରେ ଆଇନ ପ୍ରଣୟନ ଓ ବିଶେଷକରି ପୋଲିସ ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ ହୋଇପଡ଼ିଛି, ତାହାର ଜ୍ୱଳନ୍ତ ଉଦାହରଣ ପେହଲୁ ଖାନ୍‌ ହତ୍ୟା ପରବର୍ତ୍ତୀ ଅଭିଯୋଗଫର୍ଦ୍ଦ ଘଟଣାକୁ...

ଶହୀଦ ଭଗତ୍‌ ସିଂଙ୍କ ବିଚାରର ପ୍ରାସଙ୍ଗିକତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ଭାରତର ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭଗତ୍‌ ସିଂ ଓ ତାଙ୍କର ଦୁଇ ସାଥୀ...

ନାରୀ ସ୍ବାଧୀନତା ଓ ସୁରକ୍ଷା

ପ୍ରଦୀପ୍ତ ନାୟକ ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ ଉପରେ ହେଉଥିବା ହିଂସାକୁ ତର୍ଜମା କଲେ ନାରୀ ସୁରକ୍ଷା ତଥା ସ୍ବାଧୀନତା ଆମ ଦେଶ...

ଏଇ ଭାରତରେ

ଭାରତର ଅନେକ ସ୍ଥାନରେ ପରମ୍ପରା ଓ ଲିଙ୍ଗଗତ ଅସମାନତାର ବେଡ଼ିରେ ବାନ୍ଧିହୋଇ ମହିଳାମାନେ ଅଣନିଃଶ୍ୱାସୀ ହୋଇପଡୁଥିବା ବେଳେ ବାରାଣସୀର ଏକ ଗାଁରେ ମହିଳାମାନେ ଯେପରି ସଂସ୍କାରୀ...

କ୍ୱାରାଣ୍ଟାଇନକୁ ଲୁଚିଲେ ବାବୁ

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌ ଅନେକ ବାବୁ ଭାବନ୍ତି ଯେ,ନିୟମ ସେମାନଙ୍କ ପାଇଁ ନୁହେଁ , ତାହା କେବଳ ଅନ୍ୟମାନଙ୍କ ପାଇଁ କରାଯାଇଛି । କେରଳରେ...

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ...

Leave a comment

Your email address will not be published. Required fields are marked *