Posted inଜାତୀୟ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକିସ୍ତାନୀ ସେନା ନିହତ

ସୁନ୍ଦରବନି,୩୦।୭: ଜମ୍ମୁ-କଶ୍ମୀରର ସୁନ୍ଦରବନି ସେକ୍ଟରରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଏହାସହ ପାକିସ୍ତାନ ତାଙ୍ଗଧାର-କେରନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସମୟରେ ଭାରତୀୟ ସେନା ପକ୍ଷରୁ କଡା ଯବାବ ଦିଆଯାଇଛି। ଏଥିରେ ପାକିସ୍ତାନର ୨ ସେନା ନିହତ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି। ।


All Right Reserved By Dharitri.Com

ଦିଲ୍ଲୀର ପ୍ରଦୂଷଣକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନନ୍ଦ କିଶୋର

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ବେଳକୁ ବେଳ ବଢିଯାଉଥିବା ବେଳେ ଏବେ ଏହାକୁ ନେଇ ସମସ୍ତେ ଚିନ୍ତାରେ। ତେବେ ଗାଜିଆବାଦ ଲୋନିର ଭାଜପା...

ଜମ୍ମୁ-କଶ୍ମୀର ଗସ୍ତରେ ମୋଦିଙ୍କ ୩୬ ମନ୍ତ୍ରୀ: ସପ୍ତାହରେ ବୁଲିବେ ୬୦ ଅଞ୍ଚଳ

ଶ୍ରୀନଗର,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୬ ଜଣ ମନ୍ତ୍ରୀଙ୍କର ଶନିବାରଠାରୁ ଏକ ସପ୍ତାହ ବ୍ୟାପି ଜମ୍ମୁ-କଶ୍ମୀର ଗସ୍ତ ଆରମ୍ଭ ହୋଇଛି। ମନ୍ତ୍ରୀମାନେ ଜମ୍ମୁ-କଶ୍ମୀରରେ ମୋଦିଙ୍କ ବିକାଶ...

ମେଲାନିଆଙ୍କ ପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ୨ ଦିନିଆ ଭାରତ...

ବର୍ଷା ପାଇଁ ଯଜ୍ଞର ଆୟୋଜନ କଲା ଏଆଇଏଡିଏମ୍‌କେ

ଚେନ୍ନାଇ,୨୨।୬: ତାମିଲନାଡୁର ଅରୁଲମିଗୁ ଗଙ୍ଗାଦିସ୍ବରର ମନ୍ଦିରରେ ବର୍ଷା ଲାଗି ଏଆଇଏଡିଏମ୍‌କେ ପକ୍ଷରୁ ଏକ ଯଜ୍ଞର ଆୟୋଜନ କରାଯାଇଛି। ରାଜ୍ୟମନ୍ତ୍ରୀ ଜେ. ଜୟକୁମାର କହିଛନ୍ତି ରାଜ୍ୟରେ ମରୁଡି...

ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟିଲା ଗୁଳି

ନୂଆଦିଲ୍ଲୀ,୩୦।୧: କିଛିଦିନ ହେବ ଆଶନ୍ତ ଥିବା ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ପରିସର ପୁଣିଥରେ ଅଶାନ୍ତ ହୋଇ ପଡିଛି। ଗୁରୁବାର ଏଠାରେ ଜଣେ ଯୁବକ ଗୁଳି...

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଅନେକ ନିଖୋଜ

ଡେରାଡୁନ୍‌,୧୮।୮: ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ। ବାଦଲ ଫଟା ବର୍ଷା ଯୋଗୁ ଉତ୍ତରକାଶୀ ଜିଲାରେ ପାଣିରେ ଜଣେ ତିନି ବର୍ଷର ଶିଶୁ ସହ ଅନେକ ଲୋକ...

‘ବାୟୁ’ ଯୋଗୁ ବିଳମ୍ବ ହେବ ମୌସୁମୀ

ନୂଆଦିଲ୍ଲୀ,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ମୌସୁମୀ ଉପରେ ପଡିଛି। ମୌସୁମୀ...

ମମତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଲୋଚନା କରି ଡାକ୍ତର ଆନ୍ଦୋଳନ ମାମଲା ସମାଧାନ କର

କୋଲକତା, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ...

Leave a comment

Your email address will not be published. Required fields are marked *