Posted inଜାତୀୟ

‘ମୋତେ ହରାଇବା ବ୍ୟକ୍ତି ଜନ୍ମ ହୋଇନାହାନ୍ତି, ଭଗବାନଙ୍କ ଲେଖାକୁ ବି ହଟେଇଦେବି’

ନୂଆଦିଲ୍ଲୀ, ୧୫।୫: ଭୋଜପୁରୀ ଅଭିନେତା ତଥା ଆଜମଗଡ ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଦିନେଶ ଲାଲ ଯାଦବ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋତେ ନିର୍ବାଚନରେ ହରାଇବା ବ୍ୟକ୍ତି ଏଯାଏ ଜନ୍ମ ନେଇନାହାନ୍ତି। ଇଶ୍ୱରଙ୍କ ଲେଖାକୁ ମୁଁ ହଟେଇଦେବି ବୋଲି ସେ କହିଛନ୍ତି। ମୋତେ କେହି ପରାସ୍ତ କରିପାରିବେ ନାହିଁ ବୋଲି ଦିନେଶ ଲାଲ ଦମ୍ଭୋକ୍ତିର ସହ କହିଛନ୍ତି। ମୋ ବିଚାରଧାରା ସ୍ବତନ୍ତ୍ର, ମୁଁ କାହାର ଚାକର ନୁହେଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦିନେଶ ଲାଲ ପ୍ରଥମଥର ପାଇଁ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି।


All Right Reserved By

ଜମ୍ମୁ ପୋଲିସର ଆଡ୍‌ଭାଇଜରି: ସନ୍ଦିଗ୍ଧଙ୍କ ସମ୍ପର୍କରେ ତୁରନ୍ତ ଜଣାଅ

ଜମ୍ମୁ,୧୩ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ଦୁଇଭାଗ ହେବା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଥିବା ପାକିସ୍ତାନ...

କାଉଡିଆଙ୍କ ସେବା କଲେ ବିଦେଶୀ ମହିଳା

ମିରଟ,୨୯।୭: ଉତ୍ତର ପ୍ରଦେଶର ମିରଟରେ ଜଣେ ବିଦେଶୀ ମହିଳା ତାଙ୍କ ଶ୍ୱଶୁରଙ୍କ ସହ ମିଶି କାଉଡି ଯାତ୍ରାରେ ଯାଉଥିବା ଶିବ ଭକ୍ତଙ୍କର ସେବା କରିଛନ୍ତି। ଚେକୋସ୍ଲୋଭାକିଆର...

ହରତାଳରେ ବସିଲେ ୩ ଲକ୍ଷ ଡାକ୍ତର

ନୂଆଦିଲ୍ଲୀ, ୩୧।୭: ନ୍ୟାଶ୍‌ନାଲ ମେଡିକାଲ କାଉଂସିଲ୍‌ ବିଲ୍‌ ୨୦୧୯କୁ ବିରୋଧ କରି ବୁଧବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌(ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ହଡତାଳ ଘୋଷଣା କରାଯାଇଛି। ଏଥିରେ...

ଝିଅର ବ୍ରତୋପନୟନ କଲେ ଇନ୍ଦୋରର ଦମ୍ପତି

ଇନ୍ଦୋର,୧୫।୭: ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ମହାରାଷ୍ଟ୍ରିଆନ୍‌ ବା ମରାଠି ଦମ୍ପତି ବେଶ୍‌ କିଛି ବର୍ଷ ହେବ ଆବୁ ଧାବି(ଦୁବଇ)ରେ ରହି ଆସୁଛନ୍ତି। ଯୋଗେଶ ଆବୁଧାବିରେ ସପ୍ଟ...

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ନୂଆଦିଲ୍ଲୀ,୨୫।୪: ଅଯୋଧ୍ୟାରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଶେଷ ଜୀବନ ବିତାଇଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ବୋଷ ଥିଲେ। ଏନେଇ ଏକ ପୁସ୍ତକରେ ଦର୍ଶାଯାଇଛି।...

୩୭୦ ଉପରେ ପାର୍ଲାମେଣ୍ଟରେ ଭାଷଣ ଦେଇ ରାତାରାତି ହିରୋ ହେଲେ ଏମ୍‌ପି, ଏବେ ଫେସବୁକକୁ ନେଇ ଚିନ୍ତିତ

ନୂଆଦିଲ୍ଲୀ, ୮।୮:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ଏବଂ ରାଜ୍ୟକୁ ଦୁଇଭାଗ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି...

ଅନୁପ୍ରବେଶ ରୋକିବ ଅପରେଶନ ସୁଦର୍ଶନ

ନୂଆଦିଲ୍ଲୀ, ୮ା୭(ପି.ଟି.): ପଞ୍ଜାବ ଓ ଜମ୍ମୁସ୍ଥିତ ପାକିସ୍ତାନ ସୀମାରେ ଅନୁପ୍ରବେଶ ନିରୋଧୀ ଗ୍ରୀଡ୍‌କୁ ଅଧିକ ମଜଭୁତ କରିବା ଲାଗି ବିଏସ୍‌ଏଫ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି।...

ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ

ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *