Posted inUncategorized

ଛତିଶଗଡ଼ ଏନ୍‌କାଉଣ୍ଟର:୨ ମାଓବାଦୀ ମୃତ

ସୁକମା,୨୯।୭: ଛତିଶଗଡ଼ ସୁକମା ଜିଲା କୋଣ୍ଟା ଅଞ୍ଚଳରେ ଥିବା ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି) ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ୨ ମାଓବାଦୀଙ୍କ ମୃତଦେହ ସୁରକ୍ଷାକର୍ମୀଙ୍କ ହସ୍ତଗତ ହୋଇଥିବା କହିଛନ୍ତି ସୁକ୍‌ମା ଏସ୍‌ପି ଶଲାଭ ସିହ୍ନା।


All Right Reserved By Dharitri.Com

Posted inUncategorized View All

ବୀମା ଯୋଜନା ଅର୍ଥ ପୈଠ କରୁନାହାନ୍ତି ସରକାର: ସେବା ନ ଯୋଗାଇବାକୁ ଘରୋଇ ହସ୍ପିଟାଲ ସଂଘର ଚେତାବନୀ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ଏବଂ ଓଡ଼ିଶା ଷ୍ଟେଟ୍‌ ଟ୍ରିଟ୍‌ମେଣ୍ଟ୍‌ ଫଣ୍ଡ୍‌ ଆଦି ଯୋଜନା ଦ୍ୱାରା...

୧୩ଟି ଆଞ୍ଚଳିକ ଭାଷାରେ ହେବ ବ୍ୟାଙ୍କିଙ୍ଗ୍‌ ପରୀକ୍ଷା

ନୂଆଦିଲ୍ଲୀ,୪।୭: ଦେଶର ବିଭିନ୍ନ ବ୍ୟାଙ୍କରେ ନିଯୁକ୍ତି ପାଇଁ ବ୍ୟାଙ୍କିଙ୍ଗ୍‌ ପରୀକ୍ଷା ହିନ୍ଦୀ ଏବଂ ଇଂଲିଶ୍‌ ଭାଷାରେ ହୋଇଥାଏ। ଏଣିକି ଏହି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ...

Featured Video Play Icon

Odisha BJP vice president speaks about post poll equations

Vice president of BJP’s Odisha Unit Samir Mohanty briefs the media about his party’s strategy after general election results...

୩୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୧୨ା୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ଟଖର ପ୍ରଦେଶରେ ଆକାଶମାର୍ଗରୁ ଗ୍ରେନେଡ୍‌ ମାଡ଼ରେ ୩୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଅନ୍ୟ ୩୦ ଆତଙ୍କବାଦୀ ଆହତ ହୋଇଥିବା ଗୋଇନ୍ଦା...

କୁଜନେଶୋଭା – କେଜ୍‌ ଫାଇନାଲ

ସିନ୍‌ସିନାଟି, ୧୮।୮(ଏଏଫ୍‌ପି):  ସିନ୍‌ସିନାଟି ଓପନ୍‌ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ୧୬ତମ ସିଡ ଖେଳାଳି...

ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ, ଯୁବକ ମୃତ

ଶେରଗଡ଼,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ବାଦଗଡ଼ ଗ୍ରାମ ଶିବ ମନ୍ଦିର ରାସ୍ତାରେ ବୁଧବାର ଖଣ୍ଡା ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ...

Leave a comment

Your email address will not be published. Required fields are marked *