ଓଜନ କମାନ୍ତୁ ଏହି ଉପାୟରେ

ଦୁଇଟି ସାଧାରଣ ଉପାୟରେ ଧନିଆ ପତ୍ର ଉପଯୋଗ କରି ଓଜନ କମାଇପାରିବେ।
* ୧୦ରୁ ୨୦ଟି ଧନିଆ ପତ୍ର ରାତିରେ ପାଣିରେ ପକାଇ ସକାଳୁ ଛାଣି ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ। ଏଥିରେ ଏକ ଟେବୁଲ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ଅଧିକ ଉପକାର ପାଇବେ।
* ୧୦ରୁ ୨୦ଟି ଧନିଆ ପତ୍ର ନେଇ ତାହାକୁ ଭଲ ଭାବରେ ଧୋଇ ବ୍ଲେଣ୍ଡ କରି ସେଥିରେ ଏକ ଟେବୁଲ ଚାମଚ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତୁ। ପ୍ରତିଦିନ ସକାଳେ ଏହାକୁ ଖାଲି ପେଟରେ ପିଇଲେ ଅଧିକ ଲାଭ ମିଳିବ।
ଯଦି ଗର୍ଭବତୀ ଅଛନ୍ତି କିମ୍ବା ଗର୍ଭଧାରଣ କରିବାକୁ ଯୋଜନା କରିଛନ୍ତି ତେବେ ଏହାକୁ ପିଇବା ପୂର୍ବରୁ ଚିକିସତ୍କଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।


All Right Reserved By Dharitri.Com

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ...

ଶିର୍‌ ଖୁରମା

ଆବଶ୍ୟକ ସାମଗ୍ରୀ : ସିମେଇ- ୫୦ ଗ୍ରାମ ଚିନି- ୨୫ ଗ୍ରାମ କ୍ଷୀର- ୧ ଲିଟର ଘିଅ- ୫୦ ଗ୍ରାମ ମିଲ୍କ ମେଡ୍‌- ୧ କପ୍‌...

ଡାଇବେଟିସ୍‌ ଦୂର କରିବ ଏହି ଜୁସ୍‌

ଆଜିକାଲି ଅଧିକାଂଶ ବ୍ୟକ୍ତି ଡାଇବେଟିସରେ ପୀଡ଼ିତ। ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ...

ବର୍ଷାଦିନେ ମହିଳାଙ୍କ ଟେନଶନ୍‌, କ’ଣ ପିନ୍ଧିବେ

ବର୍ଷାଦିନେ ମହିଳାଙ୍କ ଟେନଶନ୍‌ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍‌ କରିବା ସହିତ ଫ୍ୟାଶନ୍‌ ସହିତ ଯୋଡ଼ି ରଖେ। ଏଥିପାଇଁ...

ଅମୃତଭଣ୍ଡାର ବି ରହିଛି ଏମିତି ଗୁଣ

ଅମୃତଭଣ୍ଡା ଶରୀର ପାଇଁ ଭଲ ବୋଲି ଡାକ୍ତର କହିଥାଆନ୍ତି। ହେଲେ ଏହାକୁ ଅଧିକ ପରିମାଣରେ ଖାଇଲେ ଏହା ଶରୀରରେ ଅସୁବିଧା ସୃଷ୍ଟି କରିଥାଏ। ଅମୃତଭଣ୍ଡାରେ ପ୍ରଚୁର...

ଗୃହିଣୀଙ୍କ ପାଇଁ..

ଚୋପା ଛଡ଼ାଇବା ପାଇଁ ସର୍ବପ୍ରଥମେ ରସୁଣକୁ ଏକ ବକ୍ସରେ ପୂରାଇ ରଖନ୍ତୁ। ପୁଣି ଡବା ବନ୍ଦ କରି ଦିଅନ୍ତୁ। ଏହା ପରେ ପରେ ଡବାରେ ଜୋର୍‌ରେ...

ସକାରାତ୍ମକ ମାନସିକତା ଓ ବିଶ୍ରାମ

ପ୍ରତିଦିନ ଆମେ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ଆବଶ୍ୟକ। ଏଥିରେ ଅନିୟମିତତା ହେଲେ ତାହା ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। କେବଳ ସେତିକି ନୁହେଁ,...

ଏହି ଶାଗ ଖାଆନ୍ତୁ ଉଚ୍ଚ ରକ୍ତଚାପରୁ ଦୂରେଇ ରୁହନ୍ତୁ…

ସଜନା ଶାଗରେ ଅନେକ ଉପକାରୀ ପୋଷକତତ୍ତ୍ୱ ରହିଛି । ସପ୍ତାହରେ ୨-୩ଥର ସଜନା ଶାଗ ଭଜା ଖାଇଲେ ଏହା କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିବା ସହିତ ଉଚ୍ଚରକ୍ତଚାପ...

Leave a comment

Your email address will not be published. Required fields are marked *