ତିନି ତଲାକ୍‌ ଦେଲେ ମାଲେସିଆ ପୂର୍ବତନ ରାଜା

କୁଆଲାଲମ୍ପୁର,୨୫ା୭(ପି.ଟି.): ମାଲେସିଆର ପୂର୍ବତନ ରାଜା ସୁଲତାନ୍‌ ମହମ୍ମଦ ପଞ୍ଚମ କିଛିମାସ ତଳେ ବିବାହ କରିଥିବା ରୁଷୀୟ ସୁନ୍ଦରୀ ତଥା ପୂର୍ବତନ ରାଣୀ ରିହାନା ଓଜାନା ଗୋର୍ବାତେଙ୍କୋଙ୍କୁ ତିନି ତଲାକ୍‌ ଦେଇଥିବା ଜଣାପଡ଼ିଛି। ତାଙ୍କର ଏଭଳି ନିଷ୍ପତ୍ତି ମୁସଲମାନବହୁଳ ଦେଶଗୁଡ଼ିକର ରାଜତନ୍ତ୍ର ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଗତ ଜୁନ୍‌ ୨୨ ତାରିଖରେ ସେ ରିହାନାଙ୍କୁ ତିନି ତଲାକ୍‌ ଦେଇଥିବା ଓକିଲ କେ. ଟି. ହୁଆ ପ୍ରକାଶ କରିଛନ୍ତି। ଉତ୍ତର-ପୂର୍ବ ମାଲେସିଆର କେଲାଣ୍ଟାନ୍‌ରେ ଏକ ଇସ୍‌ଲାମିକ୍‌ କୋର୍ଟ ଏନେଇ ଏକ ଡିଭୋର୍ସ ସାର୍ଟିଫିକେଟ ଜାରି କରିଥିବା ଓକିଲ କହିଛନ୍ତି। କିନ୍ତୁ ଏଭଳି ତଥ୍ୟକୁ ରିହାନା ଖଣ୍ଡନ କରିଛନ୍ତି।


All Right Reserved By Dharitri.Com

ସେପ୍ଟେମ୍ବରରେ ମୋଦିଙ୍କ ଆମେରିକା ଗସ୍ତ

ଓ୍ବାଶିଂଟନ୍‌,୧୪ା୭(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ସାଧାରଣ ସଭାରେ ଯୋଗଦେବା ଲାଗି ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବା ସମ୍ଭାବନା ଅଛି। ମୋଦି ତାଙ୍କ ଗସ୍ତକାଳରେ ହ୍ୟୁଷ୍ଟନ୍‌ରେ...

‘ଆମେ ଶାନ୍ତିରେ ବଞ୍ଚତ୍ପାରିବା’

ଲଣ୍ଡନ,୯।୮:କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ। ଆମେ ଶାନ୍ତିରେ ବଞ୍ଚତ୍ପାରିବା। କେହି କାହାକୁ ଆଘାତ ଦେବା ବା କ୍ଷତି ପହଞ୍ଚାଇବା ଅନାବଶ୍ୟକ ବୋଲି ନୋବେଲ ଶାନ୍ତି...

ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ-ଚାଇନା ଯୁଦ୍ଧ ବିମାନ

ସିଓଲ,୨୩।୭: ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ ଯୁଦ୍ଧ ବିମାନ ପ୍ରବେଶ କରିଛି। ଏନେଇ ଦକ୍ଷିଣ କୋରିଆ ଜେଟ୍‌ ବିମାନ ଦଳ ଏହା ଉପରେ ସତର୍କ ଫାଇରିଙ୍ଗ୍‌...

ବ୍ରିଟିଶ ତେଲ ଟ୍ୟାଙ୍କରକୁ ଅପହରଣ ଉଦ୍ୟମ କରି ଅଡୁଆରେ ଇରାନ

ଦୁବାଇ,୧୧।୭: ତେଲ ଟ୍ୟାଙ୍କରକୁ ନେଇ ବ୍ରିଟେନ ଓ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ଇରାନ ଅଡୁଆରେ ପଡିଯାଇଛି। ବୁଧବାର ପର୍ସିୟାନ ଗଲ୍ଫ...

ପିକାସୋ ପେଟିଂ ବିକ୍ରି ଅଭିଯୋଗ: ୧୮ ମାସ ଜେଲ ଦଣ୍ଡ; ୪୧୦ କୋଟି ଜରିମାନା

ମାଦ୍ରିଦ୍‌,୧୮।୧: ଖ୍ୟାତି ସମ୍ପନ୍ନ ଚିତ୍ରକର ପାବ୍ଲୋ ପିକାସୋଙ୍କ ପେଟିଂକୁ କମ୍‌ ଦାମରେ ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ ସ୍ପେନ୍‌ର ମାଦ୍ରିଦ୍‌ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ୧୮...

ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ

କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି...

କଶ୍ମୀରକୁ ଦଖଲ କରିଛି ଭାରତ

ନ୍ୟୁୟର୍କ,୩୦ା୯(ଆଇଏଏନ୍‌ଏସ୍‌): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧୀ ଅଭିଯାନରେ ଚାଇନା ଓ ତୁର୍କୀ ସହ ମାଲେସିଆ ଯୋଗଦେଇଛି। କଶ୍ମୀରକୁ ଭାରତ...

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଆଜି:ଦୌଡ଼ ଆଗରେ ଗ୍ରେଟା ଥନବର୍ଗ

ଓସ୍‌ଲୋ,୧୧-୧୦:(ଆଇଏଏନ୍‌ଏସ୍‌):ସ୍ବିଡେନର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଆଗୁଆ ରହିଛନ୍ତି। ସେହିପରି ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟର ଓ ଇଥିଓପିଆ...

Leave a comment

Your email address will not be published. Required fields are marked *