Posted inଜାତୀୟ

ଅବୈଧ ସମ୍ପର୍କ ରଖିବାରୁ କୁକୁରକୁ ଘରୁ ବିଦା କଲେ ମାଲିକ

ଥିରୁଭାନନ୍ତପୁରମ୍‌, ୨୪।୭: ପଡୋଶୀ କୁକୁର ସହ ଅବୈଧ ସମ୍ପର୍କ ରଖିବାରୁ ପୋଷା କୁକୁରକୁ ଘରୁ ବିବା କରିଦେଇଛନ୍ତି ମାଲିକ। ଏଭଳି ଘଟଣା ଘଟିଛି କେରଳର ଥିରୁଭାନନ୍ତପୁରମ୍‌ରେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସମ୍ପୃକ୍ତ ମାଲିକ ଜଣଙ୍କ କୁକୁର ପିଠିରେ ଏକ ଚିଠି ବାନ୍ଧି ଘରୁ ତଡିଦେଇ ଦେଇଥିଲେ। କୁକୁରଟି ରାସ୍ତାରେ ବୁଲୁଥିବାର ଦେଖି ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। କୁକୁର ପିଠିରେ ବନ୍ଧା ଥିବା ଚିଠି ପଢିବାରୁ ଅସଲ କଥା ଜଣାପଡିଥିଲା। କୁକର ଅବୈଧ ସମ୍ପର୍କ ରଖିଥିବାରୁ ତାଙ୍କୁ ଘରୁ ତଡିଦିଆଯାଇଛି ବୋଲି ଉକ୍ତ ଚିଠିରେ ଲେଖାଯାଇଛି। ଏହାସହ କୁକୁରର ବିଭିନ୍ନ ଅଭ୍ୟାସ ବିଷୟରେ ମଧ୍ୟ ସେଥିରେ ଲେଖା ଅଛି। ସୂଚନାଯୋଗ୍ୟ, ଏଠାରେ ଜଣେ ମାଲିକ ଧଳା ପୋମେରିୟନ୍‌ କୁକୁର ପାଳିଥିଲେ। ସେ ପଡୋଶୀ କୁକୁର ସହ ଅବୈଧ ସମ୍ପର୍କ ରଖିବା କଥା ଜାଣିବା ପରେ ମାଲିକ ରାଗିଯାଇ ତାଙ୍କୁ ଘରୁ ବାହାର କରିଦେଇଥିଲେ।


All Right Reserved By Dharitri.Com

ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ନୋଟିସ ଜାରି କରିଛି।...

ସିଏଏ ବିରୋଧୀ ହିଂସା:୧୦୦ କୋଟି କ୍ଷତି ସହିଲାଣି ରେଲଓ୍ବେ

ନୂଆଦିଲ୍ଲୀ,  ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଥିବାବେଳେ ରେଲଓ୍ବେର ବହୁ କ୍ଷତି ଘଟିଛି। ବିକ୍ଷୋଭକାରୀମାନେ ରେଳଷ୍ଟେଶନରେ...

ନଭେମ୍ବର ୧୭ ସୁଦ୍ଧା ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ:ଭାଜପା ବିଧାୟକ

ଜୟପୁର,୭।୧୦: ଆସନ୍ତା ନଭେମ୍ବର ୧୭ ସୁଦ୍ଧା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ ବୋଲି ରାଜସ୍ଥାନ ଭାଜପା ବିଧାୟକ ଗୟାଚାନ୍ଦ ପାରଖ କହିଛନ୍ତି। ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି...

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ...

ୟାସିନ ମଲିକଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ ମଲିକଙ୍କ ସମେତ ୫ ଜଣଙ୍କ ବିରୋଧରେ ଏନ୍‌ଆଇଏ ଦିଲ୍ଲୀ ଅଦାଲତରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ...

ଭଲ ଫସଲ ପାଇଁ ଯେଉଁଠି ହୁଏ କୁକୁଡ଼ା-ଗଞ୍ଜା ବାହାଘର…

ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବୈଠକରେ ଯୋଗ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୩୦।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ବିଏସ୍‌ ୟେଦୁରପ୍ପା ମଙ୍ଗଳବାର ପ୍ରଥମ କରି ଏକ ବୈଠକରେ ଯୋଗ ଦେଇଛନ୍ତି। କୋଡାଗୁ ବିଧାୟକଙ୍କ ସହ ଏହି...

ବିରୋଧୀ ଦଳ ନେତାଙ୍କ ସହ: ଆଜି ଶ୍ରୀନଗର ଯିବେ ରାହୁଲ

ନୂଆଦିଲ୍ଲୀ,୨୪।୮(ପି.ଟି.): ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଗସ୍ତ କରିବେ। ଉପତ୍ୟକାବାସୀଙ୍କୁ ଭେଟିବା ଲାଗି...

Leave a comment

Your email address will not be published. Required fields are marked *