କମେଡିଆନ ମଞ୍ଜୁନାଥ ନାଇଡୁଙ୍କ ଦେହାନ୍ତ

ଦୁବଇ,୨୧।୭: ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମଞ୍ଜୁନାଥ ନାଇଡୁଙ୍କର ଦୁବଇରେ ଏକ ଷ୍ଟେଜ ଶୋ’ ସମୟରେ ମୃତ୍ୟୁ ହୋଇଛି। ମୂଳ ଭାରତୀୟ ମଞ୍ଜୁନାଥ ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ହଠାତ୍‌ ହୃଦଘାତ ହେବାରୁ ସେ ସେହିଠାରେ ଥିବା ଏକ ଚୌକିରେ ବସି ପଡିଥିଲେ ଓ ଏହାପରେ ଧିରେ ତଳକୁ ଖସି ପଡିଥିଲେ। ହେଲେ ଦର୍ଶକେ ଭାବିଥିଲେ ଏହା ତାଙ୍କ ଅଭିନୟର ଏକ ଅଂଶ। ଏହାପରେ କିଛି ସମୟ ଧରି ସେ ନ ଉଠିବାରୁ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଠାଇବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ୩୬ ବର୍ଷୀୟ ମଞ୍ଜୁନାଥଙ୍କ ଜନ୍ମ ଆବୁଧାବିରେ ହୋଇଥିବା ବେଳେ ସେ ଦୁବଇର ବାସିନ୍ଦା ହୋଇ ସାରିଥିଲେ।


All Right Reserved By Dharitri.Com

ଆମେରିକାକୁ ଯୁଦ୍ଧ ଧମକ ଦେଲା ଇରାନ

ଦୁବାଇ,୧୬ା୯: ସୌଦି ଆରବର ଦୁଇଟି ତୈଳ ପ୍ରକଳ୍ପ ଉପରେ ଡ୍ରୋନ୍‌ ଆକ୍ରମଣ ପଛରେ ଇରାନ୍‌ର ହାତ ରହିଛି ବୋଲି ଆମେରିକା ଅଭିଯୋଗ କରିଥିବାବେଳେ ତେହେରାନ ଏହାକୁ...

ଚାଇନା ରାଷ୍ଟ୍ରପତିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କଲେ ମୋଦି

ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ଚାଲିଥିବା ଏସସିଓ ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି...

ଏହି ମହାଦେଶରେ ରହିଛି ମାତ୍ର ଗୋଟିଏ ଏଟିଏମ୍‌

ଓ୍ବାଶିଂଟନ ୨୯।୫: ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଆଣ୍ଟାର୍କଟିକାରେ ରହିଛି ଗୋଟିଏ ମାତ୍ର ଏଟିଏମ୍‌। ଏଠାକାର ଏକ କୋଟି ୪୦ ଲକ୍ଷ କିଲୋମିଟର କ୍ଷେତ୍ରଫଳ ଅଞ୍ଚଳରେ...

ପାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ଦାଉଦ୍‌ ଟଙ୍କା

ନୂଆଦିଲ୍ଲୀ,୨୯ା୭(ଆଇଏଏନ୍‌ଏସ୍‌): ଅଣ୍ଡରଓ୍ବାଲର୍‌ଡ ଡନ୍‌ ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ଙ୍କ ବିଭିନ୍ନ ଦେଶରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ତାଙ୍କର ଡି-କମ୍ପାନୀ ପାକିସ୍ତାନ ଷ୍ଟକ୍‌...

ସିଏଏ ନେଇ ମାଇକ୍ରୋସଫ୍ଟ ସିିଇଓ ସତ୍ୟ ନଡେଲାଙ୍କ ମନ୍ତବ୍ୟ: ସଫେଇ ଦେଲା ମାଇକ୍ରୋସଫ୍ଟ

ଓ୍ବାଶିଂଟନ, ୧୪।୧: ନାଗରିକତ୍ୱ ସଂଶୋଧନ ଆଇନ( ସିଏଏ) ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଭାରତରେ ମୋର ପିଲାଦିନ...

କାଗଜ ଟଙ୍କାରେ ୪ ଦିନ, ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ: ଶପିଂ ବ୍ୟାଗ୍‌କୁ ଗୋଟେ ଦିନ ରଖନ୍ତୁ ଅଲଗା !

ବେଜିଂ,୭।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁର ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ତେଣୁ...

ବାଂଲାଦେଶର ରୋହିଙ୍ଗ୍ୟା ଶିବିରରେ ବଢୁଛି ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା

ଢାକା,୨୭।୧୨: ବାଂଲାଦେଶରେ ଶରଣ ନେଇଥିବା ରୋଗିଙ୍ଗ୍ୟାଙ୍କ ମଧ୍ୟରେ ଏବେ ଏଚ୍‌ଆଇଭି ଓ ଅନ୍ୟ ଯୌନ ରୋଗ ସଂକ୍ରମଣ ବଢିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ହେଲା...

ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…

ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା।...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *