Posted inଜାତୀୟ

ଭିଟା ମାଟିକୁ ଫେରିବେ କଶ୍ମୀର ପଣ୍ଡିତ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କରିଛି ଯୋଜନା

ଶ୍ରୀନଗର,୨୧।୭: ଜମ୍ମୁ-କଶ୍ମୀରକୁ ପୁଣି କଶ୍ମୀର ପଣ୍ଡିତ ଫେରାଇ ଆଣିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଗତ ଏକମାସ ଧରି ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଶ୍ମୀର ଡିଭିଜନର ଉଚ୍ଚ ଅଧିକାରୀଙ୍କ ସହିତ ଏକାଧିକ ବୈଠକ କରିଛନ୍ତି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସକ୍ରିୟ ହେବା ପରେ ୧୯୮୯ଠାରୁ କଶ୍ମୀର ପଣ୍ଡିତ ସୁରକ୍ଷା ଦୃଷ୍ଟିରୁ ଭିଟା ମାଟି ଛାଡିଥିଲେ। ସେମାନଙ୍କୁ ଫେରାଇ ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଇନିଂସ୍‌ରେ ୨୦୧୫ରେ ପୁନର୍ବାସ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ସହିତ ଏଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ପାଇଁ ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଥିବା କୁହାଯାଉଛି।


All Right Reserved By Dharitri.Com

ଭାଜପା ନେତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଗୁରଗାଓଁ,୧୦ା୨(ପି.ଟି.): ଅନ୍ୟ ଜଣକ ସହ ଅନୈତିକ ସମ୍ପର୍କ ରଖିବା ସନ୍ଦେହରେ ଉତ୍ତରପ୍ରଦେଶର ଗୁରଗାଓଁରେ ଜଣେ ଭାଜପା ନେତ୍ରୀଙ୍କୁ ତାଙ୍କ ସ୍ବାମୀ ଗୁଳିକରି ହତ୍ୟା କରିଛନ୍ତି। ଭାଜପା...

ମନମୋହନ ସିଂହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୯: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ୮୭ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ...

ଖାଲକୁ ଖସିଲା ସ୍କୁଲ ବସ୍‌: ୭ ମୃତ

ଡେରାଡୁନ,୬।୮: ଉତ୍ତରାଖଣ୍ଡର ଟିହିରି ଗଡଓ୍ବାଲରେ ମଙ୍ଗଳବାର ସକାଳୁ ଏକ ସ୍କୁଲ ଭ୍ୟାନ୍‌ ଖାଲକୁ ଖସି ପଡିବା ଫଳରେ ୭ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ...

ହିମାଚଳ ପ୍ରଦେଶରେ ଭୂସ୍ଖଳନ

ଶିମଲା,୨୫।୬: ହିମାଚଳ ପ୍ରଦେଶ କିନୌର ଜିଲାର କଶଙ୍ଗ ନାଳ ନିକଟରେ ଭୂସ୍ଖଳନ ଯୋଗୁ ପାହାଡ଼ର ଏକ ଅଂଶ ଧସି ଯାଇଥିଲା। ଫଳରେ ନ୍ୟାସନାଲ ହାଇଓ୍ବେ-୫ରେ ରାସ୍ତା...

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର

ଭୋପାଳ,୧୬।୮: ମଧ୍ୟପ୍ରଦେଶ ଦେପାଲପୁରର ପିର ପିପଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି। ଏଠାକାର ବାସିନ୍ଦା...

ହଷ୍ଟେଲରୁ ଖାଦ୍ୟ ଚୋରି: ଛାତ୍ରଙ୍କୁ ୨୦ ହଜାର ଜରିମାନା

ଲକ୍ଷ୍ନୌ : ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଘଟିଛି ଅଜବ ଘଟଣା। ଭୋକରେ ଥିବା ଜଣେ ଛାତ୍ର ହଷ୍ଟେଲରୁ ଖାଦ୍ୟ ଚୋରିକରି ଖାଇବାରୁ ତାଙ୍କୁ ୨୦ ହଜାର ଟଙ୍କା...

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୩।୭: ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ। ବୁଧବାର ନିଜ ଟୁଇଟରରେ ଇସ୍ତଫା କଥା ଘୋଷଣା କରିଛନ୍ତି...

ମସ୍ତିଷ୍କ ଜ୍ୱର ୮ ବର୍ଷରେ ନେଇଛି ଦେଶର ୧୧ ହଜାର ଶିଶୁଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୧୮।୬: ମସ୍ତିଷ୍କ ଜ୍ୱରରେ ପୃଥିବୀର ୨୪ଟି ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏସବୁ ଦେଶର ୩ ଶହ କୋଟି ଲୋକ ଏହି ଜ୍ୱରରେ ସଂକ୍ରମିତ ହେବାର...

Leave a comment

Your email address will not be published. Required fields are marked *