Posted inଖେଳ

ଆଲଜେରିଆକୁ ଦ୍ୱିତୀୟ ଆଫ୍ରିକା କପ୍‌

କାଇରୋ,୨୧ା୭(ପି.ଟି.): ବାଗ୍‌ଦାଦ୍‌ ବୈନେଦଜାଙ୍କ ପ୍ରାରମ୍ଭିକ ଗୋଲ ଜରିଆରେ ଆଲଜେରିଆ ଆଫ୍ରିକା କପ୍‌ ଅଫ ନେସନସ ଟୁର୍ନାମେଣ୍ଟର ଦ୍ୱିତୀୟ ଟାଇଟଲ ହାସଲ କରିଛି। ଫାଇନାଲ ମ୍ୟାଚ୍‌ରେ ଏହି ଟିମ୍‌ ସେନେଗାଲକୁ ୧-୦ ଗୋଲରେ ପରାସ୍ତ କରିଥିବାବେଳେ ଦଳର କୋଚ ଜାମେଲ ବେଲମାଡ଼ି ଏହି ବିଜୟକୁ ଅବିଶ୍ୱସନୀୟ ବୋଲି କହିଛନ୍ତି। ଆଫ୍ରିକାର ସବୁଠୁ ଶକ୍ତିଶାଳୀ ଦଳ ସେନେଗାଲ ବିପକ୍ଷରେ ମ୍ୟାଚ୍‌ର ଦ୍ୱିତୀୟ ମିନିଟରେ ଗୋଲ ସ୍କୋର କରି ବାଗଦାଦ ଦଳକୁ ଅଗ୍ରଣୀ କରାଇଥିଲେ। ୧୯୯୦ରେ ଆଲଜେରିଆ ଏହି ଟୁର୍ନାମେଣ୍ଟ ଆୟୋଜନ କରି ଟାଇଟଲ ହାସଲ କରିଥିବାବେଳେ ୨୯ ବର୍ଷ ପରେ ବିଦେଶ ମାଟିରେ ଦ୍ୱିତୀୟ ଥର ଏହି ସଫଳତା ହାସଲ କରିଛି।


All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ଚାଲିଥିଲାବେଳେ ହଠାତ୍‌ ପଡିଆରେ ପଶି ଏମିତି କାଣ୍ଡ ରଚିଲେ ଏହି ବ୍ୟକ୍ତି

ଚେଷ୍ଟର-ଲି- ଷ୍ଟିଟ, ୪।୭: ଚଳିତ ଆଇସିସି ବିଶ୍ୱକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଟରେ ଖେଳାଯାଉଥିବା ଏକ ମ୍ୟାଚ୍‌ବେଳେ ଏକ ନିଆରା ଘଟଣା...

ବେଞ୍ଜେମାଙ୍କ ଡବଲ୍‌ ଗୋଲ: ରିୟଲ ମାଡ୍ରିଡ୍‌ ବିଜୟୀ

ମାଡ୍ରିଡ,୧୫।୯(ଏଏଫ୍‌ପି)- ସ୍ପାନିଶ ଲା ଲିଗାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କରିମ ବେଞ୍ଜେମାଙ୍କ ଡବଲ୍‌ ଗୋଲ ସହାୟତାରେ ରିୟଲ ମାଡ୍ରିଡ ୩-୨ ଗୋଲରେ ଲେଭାଣ୍ଟେକୁ ପରାସ୍ତ କରିଛି।...

ଭର୍ଷ୍ଟାପେନଙ୍କୁ ବ୍ରାଜିଲିଆନ ଗ୍ରଁ। ପ୍ରି ଟାଇଟଲ

ସାଓ ପାଉଲୋ, ୧୯।୧୧ (ଏଏଫ୍‌ପି)- ରେଡ୍‌ ବୁଲ୍ସ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ ଏଠାରେ ଅନୁଷ୍ଠିତ ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି।...

ଫାଙ୍କା ଷ୍ଟାଡିୟମରେ ଆଇପିଏଲ୍‌ ଖେଳାଯାଇପାରିବ : ହରଭଜନ

ମୁମ୍ବାଇ, ୮।୪ (ପି.ଟି.): କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଦେଶ ତଥା ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟକୁ ବାତିଲ୍‌ କିମ୍ବା ସ୍ଥଗିତ ରଖାଯାଇଥିବା ବେଳେ ପୂର୍ବତନ...

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ୨୩ ଜଣିଆ ଭାରତୀୟ ଦଳ ଘୋଷିତ

ଗୁଆହାଟୀ,୧୨।୧୦(ପି.ଟି.)- ଆସନ୍ତା ମଙ୍ଗଳବାର କୋଲକାତାରେ ଖେଳାଯିବାକୁ ଥିବା ବାଂଲଦେଶ ବିପକ୍ଷ ଫିଫି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଏକ ୨୩ ଜଣିଆ ଭାରତୀୟ ଦଳ...

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୧୬।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଠିକ୍‌ ୮ ବର୍ଷ ପୂର୍ବେ ଇତିହାସ ରଚିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକ ହାସଲ କରିଥିଲେ ମାଷ୍ଟର ବ୍ଲାଷ୍ଟର...

ଏଟିପି ମ୍ୟାଚ୍‌ ଜିତିବାରେ ଲି ପ୍ରଥମ ବଧିର ଖେଳାଳି

ଓ୍ବାଶିଂଟନ, ୨୦।୮ (ଏଏଫ୍‌ପି)- ଦକ୍ଷିଣ କୋରିଆର ଲି ଡକ୍‌-ହେ ପ୍ରଥମ ବଧିର ଟେନିସ ଖେଳାଳି ଭାବେ ଏଟିପି ମୁଖ୍ୟ ପର୍ଯ୍ୟାୟର ଏକ ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ...

ଜୁନ୍‌ରୁ କ୍ରୀଡ଼ା ପ୍ରକ୍ରିୟା ଆରମ୍ଭ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୨୦।୫: କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଗତ ଦୁଇମାସ ହେବ ସାରା ବିଶ୍ୱ ତଥା ଦେଶରେ କ୍ରିକେଟ ପୂରା ଠପ୍‌ ହୋଇଛି। ବର୍ତ୍ତମାନ ଏକ ଖୁସି ଖବର...

Leave a comment

Your email address will not be published. Required fields are marked *