ବଜାରରେ ସୋନିଅର୍‌ ପ୍ଲାଏ ଉଡ୍‌

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ସୋନିଅର୍‌ ପ୍ଲାଏ ଉଡ୍‌ର କଟକଠାରେ ବଜାର ପ୍ରବେଶ ହୋଇଛି। ଗତ ୩୦ ବର୍ଷ ଧରି କମ୍ପାନୀ ଗ୍ରାହକଙ୍କୁ ଏହାର ପ୍ରଡକ୍ଟ ଯୋଗାଇ ଆସୁଛୁ। ଏହା ପୂର୍ବରୁ ଡୋନିଅର ପ୍ଲାଏ କମ୍ପାନୀ ଭାବେ ପରିଚିତ ରହିଥିଲା। ଏହା ପ୍ଲାଏ,ଭିନିୟର, ସନମାଇକା, ଫ୍ଲସଡୋର ଇତ୍ୟାଦି ପ୍ରସ୍ତୁତ କରୁଛି। କଟକ ଲାଗି ପ୍ରଥମ ଡିଲର ଭାବେ ଭାରତ ପ୍ଲାଏ ଉଡ୍‌କୁ ନିଯୁକ୍ତ କରାଯାଇଛି। କମ୍ପାନୀର ପ୍ରଡକ୍ଟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହ ଆଦୃତ କରାଇବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ମୁଖ୍ୟ ତଥା ପ୍ରତିଷ୍ଠାତା ଜିତେନ୍ଦ୍ର କେଜ୍ରିଓ୍ବାଲ ସୂଚନା ଦେଇଛନ୍ତି। ଏହି ଅବସରରେ କଟକଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମ୍ପାନୀର ଅଂଶୀଦାରମାନେ ଉପସ୍ଥିତ ଥିଲେ। କମ୍ପାନୀର ଓଡ଼ିଶା ମୁଖ୍ୟ ସିଦ୍ଧାର୍ଥ କୁମାର ମହାନ୍ତି, ଏଏସ୍‌ଏମ୍‌ ଗୌରଗୋପାଳ ସିଂହ, ଭାରତ ପ୍ଲାଏଉଡ ଡିଷ୍ଟ୍ରିବ୍ୟୁଟର ବ୍ରଜେନ୍ଦ୍ର କୁମାର ରାଏ, ପୀୟୂଷ ରାଏ, ଚିରଞ୍ଜୀବି ପଟ୍ଟନାୟକ, ରମାକାନ୍ତ ଜେନା, ଲକ୍ଷ୍ମୀ ନାରାୟଣ ସିଂ, ରୋହିତ ଶର୍ମା, ପ୍ରଭିନ ରଥ, ଜ୍ଞାନ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଅଶୋକ ଗୁଲାଟି ହୋଇପାରନ୍ତି କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୨୭-୫: ଆସନ୍ତା ୩୦ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥଗ୍ରହଣ କରିବାକୁ ଯାଉଛନ୍ତି। ସର୍‌ପ୍ରାଇଜ ବା ଚକିତ କରିବାରେ ତାଙ୍କର ତୁଳନା ନାହିଁ। ରାଷ୍ଟ୍ରପତି...

୩.୩୭ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

ମୁମ୍ବାଇ,୫-୨: ବଜେଟ ଘୋଷଣା ହେବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ରେକର୍ଡ ପରିମାଣର ହ୍ରାସ ହୋଇଥିଲା। ମଙ୍ଗଳବାର ଶେୟାର କାରବାର ଉନ୍ନତ ହେବା ସହ...

ବେକାରି ହାର ୮.୬%କୁ ବୃଦ୍ଧି

ନୂଆଦିଲ୍ଲୀ,୨-୧୧: ଚଳିତ ବର୍ଷ ଅକ୍ଟୋବରରେ ଦେଶର ବେକାରି ହାର ତିନି ବର୍ଷର ସର୍ବାଧିକ ସ୍ତର ୮.୬%କୁ ବୃଦ୍ଧି ଘଟିଛି। ଏହା ୨୦୧୬ ପରଠାରୁ ସର୍ବାଧିକ ବୋଲି...

୮ କୋର୍‌ ସେକ୍ଟର ଧିମା

ନୂଆଦିଲ୍ଲୀ,୧।୮: ଅର୍ଥନୀତି କ୍ଷେତ୍ରରେ ସରକାରଙ୍କୁ ଝଟକା ଲାଗିଛି। ବୁଧବାର ଜାରି ସରକାରୀ ତଥ୍ୟ ଅନୁଯାୟୀ, ୮ କୋର୍‌ ସେକ୍ଟର ଉଦ୍ୟୋଗ ଅଭିବୃଦ୍ଧି ହାର ଜୁନ୍‌ରେ ଧିମା...

ଆଇବିଏମ୍‌ଠାରୁ ବଡ଼ କମ୍ପାନୀ ହେଲା ଟିସିଏସ୍‌

ନୂଆଦିଲ୍ଲୀ,୧୨ା୬: ଦେଶର ଶୀର୍ଷ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ବିଶ୍ୱର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ଅନ୍ୟତମ ଆଇବିଏମ୍‌କୁ ବଜାର ପୁଞ୍ଜୀକରଣରେ ପଛରେ...

ବିଓଆଇ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୮-୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ପକ୍ଷରୁ ଏହାର ୧୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ...

ବଢ଼ୁଛି ନରେଶ ଗୋୟଲଙ୍କ ଅଡ଼ୁଆ;ଜେଟ୍‌ରେ ଆର୍ଥିକ ଅନିୟମିତତାର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୨୮-୫: ସାମୟିକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରମୋଟର ନରେଶ ଗୋୟଲଙ୍କ ବିରୋଧରେ ଏବେ ଦୁଇଟି ସରକାରୀ...

ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ବିପୁଳ ରେସ୍‌ପନ୍ସ

ଭୁବନେଶ୍ୱର,୧୫-୧୦: ସ୍ଥାନୀୟ ଜନତା ମୈଦାନଠାରେ ଚାଲୁଥିବା ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ଗ୍ରାହକଙ୍କ ପକ୍ଷରୁ ଭଲ ରେସ୍‌ପନ୍ସ ମିଳୁଛି। ଚତୁର୍ଥଥର ପାଇଁ ଏହା ଆୟୋଜନ ହୋଇଥିବା...

Leave a comment

Your email address will not be published. Required fields are marked *