ପିଅନ୍ତୁ ଗୋଲାପ ସର୍ବତ, ମିଳିବ ଅନେକ ଫାଇଦା

ଥଣ୍ଡାପାଣି ପିଇବାକୁ ପ୍ରାୟ ସମସ୍ତଙ୍କୁ ପସନ୍ଦ। ତେବେ ତାହା କେବଳ ପାଣି ନ ହୋଇ ଯଦି ସର୍ବତ ହୋଇଥାଏ, ଖୁସି ଦ୍ୱିଗୁଣ ହୋଇଯାଏ। ତେବେ  ଗୋଲାପ ଫୁଲରେ ପ୍ରସ୍ତୁତ ସର୍ବତରେ ଯେତିକି ଶାନ୍ତି ମିଳିଥାଏ, ସେତିକି ସ୍ବାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ।

ଜାଣନ୍ତୁ ଗୋଲାପରେ ପ୍ରସ୍ତୁତ ସର୍ବତର ଉପକାରୀ ଗୁଣ ସମ୍ପର୍କରେ…
ଏଥିରେ ମାଗ୍ନେସିୟମ, ପୋଟାସିୟମ, ସୋଡିୟମ କ୍ୟାଲସିୟମ, ସଲ୍‌ଫର ବହୁଳ ମାତ୍ରାରେ ରହିଥାଏ। ଏହା ଶରୀରରେ ଜଳୀୟଅଂଶ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଔଷଧୀୟ ଗୁଣ କୋଷ୍ଠକାଠିନ୍ୟରୁ ଦୂରେଇ ରଖିବା ସହିତ ପେଟଫୁଲା କମ୍‌ କରିଥାଏ।

ଏହାକୁ କିପରି ପ୍ରସ୍ତୁତ କରିବେ
ଗୋଲାପ ପାଖୁଡ଼ାକୁ ଭଲ ପାଣିରେ ଧୋଇ ଏହାକୁ ଗରମ ପାଣିରେ ପକାଇ ଭଲଭାବେ ହାତରେ ଦଳିଦିଅନ୍ତୁ। ପରେ ଏହାକୁ ଛାଣି ଏକ ପାତ୍ରରେ ଚିନି ପକାଇ ଫୁଟାନ୍ତୁ। ଚିନି ପାଣିରେ ମିଶିଯିବା ପରେ ଥଣ୍ଡାକରି ପିଅନ୍ତୁ।


All Right Reserved By

କେମିତି ବଢିବ ରୋଗ ପ୍ରତିରୋଧକ ଶକ୍ତି

ହାଭାର୍ଡ ଓ୍ବିଓ୍ବିରେ ଆଧୁନିକ ଚିକିତ୍ସାକୁ ନେଇ ଅଧ୍ୟୟନ କରୁଥିବା ଡାକ୍ତର ଓ୍ବିଲିୟମ ଲି ଏମିତି କିଛି ଖାଦ୍ୟ ପଦାର୍ଥ ସମ୍ପର୍କରେ ସୂଚନା ଦେଇଛନ୍ତି ଯାହା ଶରୀରର...

ପିଲାକୁ ବୁଦ୍ଧିମାନ କରିବା ପାଇଁ କେତୋଟି କଥାପ୍ରତି ଧ୍ୟାନ ଦିଅନ୍ତୁ

ପିଲାର ଭବିଷ୍ୟତକୁ ନେଇ ସବୁ ମା’ବାପା ଚିନ୍ତା କରିଥାନ୍ତି। ନିଜ ପିଲାକୁ ଠିକ୍‌ ଦିଗରେ ନେବା ଏବଂ ବୁଦ୍ଧିମାନ କରିବା ପାଇଁ କୌଣସି ପ୍ରୟାସକୁ ସେମାନେ...

ନୂଆ ଟ୍ରେଣ୍ଡରେ ମାଇକ୍ରୋ ସନ୍‌ଗ୍ଲାସ୍‌: ଜାଣନ୍ତୁ ଲାଟେଷ୍ଟ ଡିଜାଇନ୍‌, କିଛି ଟିପ୍ସ

ଆଜିକାଲି ମାର୍କେଟ୍‌ରେ ଛୋଟ ସାଇଜ୍‌ ମାଇକ୍ରୋ ସନ୍‌ଗ୍ଲାସେସ୍‌ର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଯାହାକୁ ବଲିଉଡ୍‌ ଡିଭାଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀମାନେ ବେଶ୍‌...

ହାର୍ଟ ଆଟାକ୍‌ ଆଶଙ୍କା ବି କମାଏ ଅଗରବତୀ…

ଅଗରବତୀ ଜାଳିବା ପଛରେ ଆଧ୍ୟାତ୍ମିକ କାରଣ ରହିଛି । ଅଗରବତୀ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ମନରେ ଆଣିଥାଏ ଶାନ୍ତି ଆଉ ଏଥିଯୋଗୁ ପରିବେଶରେ...

ଏପରି ସଜାନ୍ତୁ ଡ୍ରଇଂ ରୁମ୍‌

ଡ୍ରଇଂରୁମ୍‌ର ସାଜସଜ୍ଜା ଆପଣଙ୍କ ସମ୍ପୂର୍ଣ୍ଣ ଘର ସହିତ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଡ୍ରଇଂରୁମ୍‌ କିପରି ସଜାଇବେ ଜାଣିରଖନ୍ତୁ ଟିପ୍ସ.....

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି;...

କେମିତି ବାନ୍ଧିବେ ଦୋଳି

ଦୋଳି ଖେଳିବାକୁ ସମସ୍ତଙ୍କୁ ଭଲ ଲାଗେ। କେହି ନିଜ ଘରେ ଦୋଳି ଲଗାଉଥିବାବେଳେ ଆଉ କେହି ସ୍ଥାୟୀ ଦୋଳି ବ୍ୟବସ୍ଥା ଥିବା ପାର୍କ କିମ୍ବା ଅନ୍ୟ...

ଚାଲିଲେ ହେବେ ଦୀର୍ଘାୟୁ

ଯଦି ଆପଣ ଦୀର୍ଘାୟୁ ଏବଂ ସୁସ୍ଥ ଶରୀର ପାଇବାକୁ ଚାହଁୁଛନ୍ତି ତେବେ ତୀବ୍ର ବେଗରେ ଚାଲିବା ଆରମ୍ଭ କରନ୍ତୁ। ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *