ଓଜନ କମାଇବ ବ୍ରୋକୋଲି କଫି

ଅଷ୍ଟ୍ରେଲିିଆର କମନ୍‌୍‌ଓ୍ବେଲଥ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଏବେ ବ୍ରୋକୋଲି କଫିକୁ ଓଜନ କମ୍‌ କରିବାର ନୂଆ ଧାରାରେ ସାମିଲ କରିଛି। ଏହି କଫି ପ୍ରସ୍ତୁତ କରିବା ଅତି ସହଜ। ବ୍ରୋକୋଲିକୁ ଶୁଖାଇ ଗୁଣ୍ଡ କରି ତାହାକୁ କଫିରେ ପକାଇ ପଅନ୍ତୁ। ଏହା ଶରୀରକୁ ହିତକର। ଦୁଇ ଚାମଚ ବ୍ରୋକୋଲି ଗୁଣ୍ଡ ୭୫ ଗ୍ରାମ ପରିବାରୁ ମିଳୁଥିବା ପୋଷ୍ଟିକ ତତ୍ତ୍ୱ ସହ ସମାନ । ବ୍ରୋକୋଲି କଫି ପିଇବା ଦ୍ୱାରା ହାର୍ଟ ଡିଜିଜ୍‌ ହୁଏନି। ଏହା ବି କ୍ୟାନ୍‌ସର ହେବାକୁ ଦିଏନି। ଏହା ବ୍ୟତୀତ ଏହି କଫି ଓଜନ କମାଇବାରେ ସାହାଯ୍ୟ କରେ। ୨୦୧୭ ମସିହାରେ ଜର୍ନାଲ ଅଫ୍‌ ନ୍ୟୁଟ୍ରିସନରେ ପ୍ରକାଶିତ ହୋଇଥିଲା ଯେ ଯେଉଁମାନଙ୍କ ଶରୀରରେ ଭିଟାମିନ ସି’ ସ୍ତର ବେଶି, ସେମାନଙ୍କ ଶରୀରରେ ଚର୍ବି ଶୀଘ୍ର କ୍ଷୟ ହୋଇଥାଏ ଓ ସେମାନେ ସହଜରେ ଓଜନ କମାଇବାରେ ସଫଳ ହୁଅନ୍ତି। ଯେହେତୁ ଏକ କପ୍‌ ବ୍ରୋକୋଲିରେ ଶତ ପ୍ରତିଶତ ଭିଟାମିନ୍‌ ସି’ ଓ କେ’ ରହିଛି ,ସେହି କାରଣରୁ ଏହା ଓଜନ କମାଇବାରେ ସହାୟକ ହୁଏ। ଏହା ମଧ୍ୟ ଭିଟାମିନ ଏ, ବି-୬ ଓ ପୋଟାସିୟମର ଉସତ୍।


All Right Reserved By Dharitri.Com

ଶୀତଦିନେ ଗରମପାଣିରେ ଗାଧୋଉଥିଲେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ଚାରିଆଡ଼େ ଶୀତର ଲହରି। ଏଥିରୁ ରକ୍ଷା ପାଇବା ପାଇଁ କିଛି ଲୋକଙ୍କର ଗରମପାଣିରେ ଗାଧୋଇବାର ଅଭ୍ୟାସ ଥାଏ। ମାତ୍ର ଗରମପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ପ୍ରତି...

ଡାଇବେଟିସ୍‌ ସମ୍ଭାବନା ଦୂର କରେ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି। ଏହା ଭାରି ମାରାତ୍ମକ। ଡାଇବେଟିସ୍‌ ରୋଗୀଙ୍କୁ ହୃଦ୍‌ଘାତ ଆଶଙ୍କା ରହିଥାଏ। ତେଣୁ ଏଥିପ୍ରତି ମୂଳରୁ ସଚେତନ...

ନୋବେଲ ପୁରସ୍କାର ପଦାର୍ଥ ବିଜ୍ଞାନ-୨୦୧୯ : ବିଶ୍ୱର ଗଠନ ଓ ଇତିହାସ

”ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି । ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ...

ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖେ ଛତୁ

ବ୍ଲଡ ସୁଗାର ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ହେଲେ ଛତୁ...

ମେଦବହୁଳତା ସମସ୍ୟା ନେଇ ଚିନ୍ତିତ କି ? ଖାଆନ୍ତୁ ଏହି ୫ ଫଳ

ପରିବର୍ତ୍ତିତ ଜୀବନଶୈଳୀ ମେଦବହୁଳତାର ମୁଖ୍ୟ କାରଣ। ଛୋଟରୁ ବଡ଼ ପ୍ରାୟ ସମସ୍ତେ ଏହାର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ନିଜ ଖାଦ୍ୟପେୟରେ ବିଶେଷ...

ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ...

ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ସୋୟାବିନ୍‌

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ର ଏକ ଗବେଷଣାରୁ ଜଣାପଡ଼ିଛି, ଡାଇବେଟିସ ରୋଗୀଙ୍କ ପାଇଁ ସୋୟାବିନ ସବୁଠୁ ଲାଭଦାୟକ। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର...

ଜିମ୍‌ ଯିବା ପୂର୍ବରୁ ପିଉଛନ୍ତି କି ଏହି ୫ ପାନୀୟ

ବର୍ତ୍ତମାନ ସମୟରେ ଯୁବପିଢ଼ି ଫିଟ ରହିବା ପାଇଁ ଜିମ୍‌ ଯାଉଛନ୍ତି। ଏ ନେଇ ସେମାନେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଜିମ୍‌ ଯିବା ପୂର୍ବରୁ...

Leave a comment

Your email address will not be published. Required fields are marked *