Posted inଖେଳ

ପିକେଏଲ: ଆଟ୍ରାଚାଲିଙ୍କୁ ୟୁ ମୁମ୍ବା ନେତୃତ୍ୱ

ମୁମ୍ବାଇ,୧୭।୭(ପିଟି)- ଆସନ୍ତା ୨୦ ତାରିଖରୁ ହାଇଦ୍ରାବାଦଠାରେ ଆରମ୍ଭ ହେବାକୁ ଯାଉଛି ପ୍ରୋ କବାଡି ଲିଗ (ପିକେଏଲ)ର ୭ମ ସଂସ୍କରଣ। ଏଥିଲାଗି ୟୁ ମୁମ୍ବା ଫ୍ରାଞ୍ଚାଇଜ ବୁଧବାର ଇରାନ ଖେଳାଳି ଫାଜେଲ ଆଟ୍ରାଚାଲିଙ୍କୁ ଦଳର ଅଧିନାୟକ ଭାବେ ଘୋଷଣା କରିଛି। ତାଙ୍କ ଡେପ୍ୟୁଟି ଭାବେ ସନ୍ଦୀପ ନଓର୍‌ବାଲଙ୍କୁ ମନୋନୀତ କରାଯାଇଛି। ମୋତେ ୟୁ ମୁମ୍ବା କବାଡି ଦଳର ଅଧିନାୟକ ଭାବେ ଚୟନ କରାଯାଇଥିବାରୁ ଉତ୍ସାହିତ ଅଛି। ଟାଇଟଲ ହାତେଇବା ଲକ୍ଷ୍ୟରେ ମୁଁ ଦଳକୁ ଅଗ୍ରସର କରାଇବି। ଷ୍ଟ୍ରାଟେଜି ଓ ଶୃଙ୍ଖଳା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ଖେଳାଳି ଫିଲ୍ଡରେ ଭଲ ପ୍ରଦର୍ଶନ କରିବା ଲାଗି ଉତ୍ସାହିତ ଅଛନ୍ତି ବୋଲି ଆଟ୍ରାଚାଲି କହିଛନ୍ତି।


All Right Reserved By

Posted inଖେଳ

ଓ୍ବାର୍ନରଙ୍କ ରେକର୍ଡ

ନଟିଂହାମ, ୨୨।୬- ଆଇସିସି ବିଶ୍ୱକପ୍‌ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪୮ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଓପନର ବ୍ୟାଟ୍ସମ୍ୟାନ ଡେଭିଡ୍‌ ଓ୍ବାର୍ନର...

ୟୁରୋ ଟି୨୦ ସ୍ଲାମ ଲିଗ୍‌ ଖେଳିବେ ଷ୍ଟେନ୍‌

ନୂଆଦିଲ୍ଲୀ, ୨।୭(ପି.ଟି.)- ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିବା ଦକ୍ଷିଣ ଆଫ୍ରିକା ଷ୍ଟାର୍‌ ବୋଲର ଡେଲ୍‌ ଷ୍ଟେଇନ୍‌ ୟୁରୋ ଟି୨୦ ସ୍ଲାମ...

ହାରିଗଲା ଭାରତ, ଫଶିଲା ପାକିସ୍ତାନ

ବର୍ମିଂହାମ, ୧।୭:ଚଳିତ ଆଇସିସି ବିଶ୍ୱକପରେ ଫେଭରାଇଟ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୩୮ତମ...

ମୋଟା ଘୁଷୁରୀ ଡାକିବାରୁ କାନ୍ଦିଥିଲେ ସର୍ଫରାଜଙ୍କ ସ୍ତ୍ରୀ

ବର୍ମିଂହାମ, ୨୭।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟବରଣ କରିବା ପରେ ପାକିସ୍ତାନ କ୍ରିକେଟ୍‌ ଦଳକୁ କଡ଼ା ସମାଲୋଚନାର...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲା

ଲଣ୍ଡନ,୩୦।୫(ଏଏଫ୍‌ପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଲଣ୍ଡନର କେନିଂଟନ ଓଭାଲ ଗ୍ରାଉଣ୍ଡରେ ଆୟୋଜକ ତଥା ଫେଭରାଇଟ...

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ...

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି : ମହିଳା ବିଭାଗ ମ୍ୟାଚ ଡ୍ର

ଟୋକିଓ, ୨୧।୮(ପି.ଟି.)-ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକିର ଭାରତ-ଚାଇନା ମହିଳା ବିଭାଗ ମ୍ୟାଚ ଡ୍ର ରହିଛି। ଗୋଲକିପର ସବିତାଙ୍କ ଆକର୍ଷଣୀୟ ପ୍ରଦର୍ଶନ ଯୋଗୁ ଭାରତ...

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷିତ

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଶନିବାର ଜାସନ ହୋଲ୍ଡରଙ୍କ ନେତୃତ୍ୱରେ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *