ସ୍ତନ କର୍କଟ ଆଶଙ୍କା ବଢ଼ାଉଛି ବାୟୁ ପ୍ରଦୂଷଣ

ଜନଗହଳି ପୂର୍ଣ୍ଣ ରାସ୍ତା କଡ଼ରେ କାମ କରୁଥିବା ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ ମତରେ, ଟ୍ରାଫିକ୍‌ ଯୋଗୁ ହେଉଥିବା ବାୟୁ ପ୍ରଦୂଷଣରେ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଆଶଙ୍କା ଉପତ୍ନ୍ନ ହୋଇଥାଏ। ସ୍କଟ୍‌ଲ୍ୟାଣ୍ଡ୍‌ସ୍ଥିତ ଷ୍ଟର୍ଲିଗ ୟୁନିଭର୍ସିଟିର ଗବେଷକ ଟିମ୍‌ କ୍ୟାନସର୍‌ ପୀଡ଼ିତାଙ୍କ ଉପରେ ଗବେଷଣା କରି ଏହି ଜାଣିବାକୁ ପାଇଛନ୍ତି।


All Right Reserved By

ବିଜ୍ଞାନ ଈଶ୍ୱରଙ୍କୁ ହତ୍ୟାକରେ ନାହିଁ

”୧୯୯୯ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ମାର୍ଟିନସ ଜେ.ଜି. ଭେଲ୍‌ମ୍ୟାନ୍‌ଙ୍କ ମତରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସେତୁବନ୍ଧଟିଏ ନିର୍ମାଣ କରିବା ସଂଗତି...

ହୃଦ୍‌ରୋଗ ଓ କ୍ୟାନସର ଦୂର କରେ ଅଶ୍ୱଗନ୍ଧା

ଅଶ୍ୱଗନ୍ଧାରେ ନାନା ଔଷଧୀୟ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଜଭୁତ କରିବାକୁ ଚାହୁଁଥିଲେ ଅଶ୍ବଗନ୍ଧା ବ୍ୟବହାର କରନ୍ତୁ। ଅଶ୍ୱଗନ୍ଧାର ଫଳ, ଫୁଲ...

ପେଟରେ ଷ୍ଟୋନ ସମସ୍ୟା ଦୂର କରେ କୋଳଥ ଡାଲି

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ସ୍ବାସ୍ଥ୍ୟର ଯତ୍ନ ନେବା କଷ୍ଟକର ହୋଇପଡୁଛି। ଫଳରେ ନାନା ପ୍ରକାର ରୋଗ ଶରୀରକୁ ମାଡିବସୁଛି। ତେଣୁ ବିଭିନ୍ନ ମସଲାଯୁକ୍ତ ଖାଦ୍ୟ...

ଖସି ଯାଇଥିବା ଖଞ୍ଜାକୁ ଠିକ୍‌ କରେ ଅଦା

ଆଜିକାଲି ଅଣ୍ଟା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଯଦି ଅଣ୍ଟା ଭିତରେ ଅବା ମେରୁଦଣ୍ଡର ଶେଷ ଭାଗରେ ଥିବା ହାଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ...

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

ଅଙ୍ଗୁଳିର ଲମ୍ବାରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ମନୁଷ୍ୟର ଶାରୀରିକ ଗଠନ ବ୍ୟକ୍ତିତ୍ୱ କଥା କହିଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତେବେ ଅଙ୍ଗୁଳିରୁ କିଭଳି ବ୍ୟକ୍ତିତ୍ୱ କଥା ଜାଣିହୁଏ ଆସନ୍ତୁ ଜାଣିବା।...

ଟ୍ରେଣ୍ଡି ରେନ୍‌କୋଟ୍‌

ବର୍ଷାଦିନେ ଛତା ଓ ରେନ୍‌କୋଟ୍‌ର ଚାହିଦା ଖୁବ୍‌ ବଢ଼ିଯାଏ। ଆଉ ସେହି ଚାହିଦାକୁ ଦେଖି ଦିନକୁ ଦିନ ନୂଆ ନୂଆ ଡିଜାଇନ୍‌ର ଛତା ଓ ରେନ୍‌କୋଟ୍‌...

ଚିକେନ ମଷ୍ଟାର୍ଡ

ଚିକେନରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରତି ଏବେବି ଆଦର ବଢୁଛି। ଗ୍ରାହକଙ୍କ ଆଦର ଓ ରୁଚି ଅନୁଯାୟୀ ଏବେ ହୋଟେଲଗୁଡିକ ମଧ୍ୟ ଚିକେନରେ ବିଭିନ୍ନ ନୂଆ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *