Posted inଜାତୀୟ

ଭାଙ୍ଗିଲା ଚାରମିନାରର କିଛି ଅଂଶ

ହାଇଦ୍ରାବାଦ,୨।୫: ଆନ୍ଧ୍ର ପ୍ରଦେଶରେ ଥିବା ୪ଶହ ବର୍ଷ ପୁରୁଣା ଚାରମିନାରର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି। ବୁଧବାର ରାତିରେ ଏହାର ଏକ ଖମ୍ବର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ ଓ ଏନ୍‌ଟିପିସି ଏକ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏଥିରେ ଚାରମିନାରର ସୌନ୍ଦର୍ଯ୍ୟକରଣକୁ ନେଇ କାମ ଆରମ୍ଭ କରାଯାଇଛି।


All Right Reserved By

ମୋତେ ବଳିବୋଦା କରନାହିଁ: ବାଚସ୍ପତି

ବେଙ୍ଗାଲୁରୁ,୨୩ା୭(ପି.ଟି.): କର୍ନାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଉପରେ କ୍ରମାଗତ ତୃତୀୟ ଦିନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ବିଳମ୍ବିତ...

ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ଅମେଠି,୨୬।୫: ସ୍ମୃତି ଇରାନୀଙ୍କ ନିକଟତମ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସୁରେନ୍ଦ୍ର ସ୍ଥାନୀୟ ବରୌଲିଆ ଗାଁର ପୂର୍ବତନ ମୁଖିଆ ଥିଲେ। ସୁରେନ୍ଦ୍ରଙ୍କୁ ଚିକିତ୍ସା...

ଗୋଟିଏ ପ୍ରୋଜେକ୍ଟକୁ ଉଦ୍‌ଘାଟନ କଲେ ୩ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୨୧।୬: ଗୋଦାବରୀ ନଦୀ ଉପରେ ବିଶ୍ୱର ସର୍ବବୃହତ୍ତ ଲିପ୍ଟ ଇରିଗେଶସ ପ୍ରୋଜେକ୍ଟର କାମ ସମ୍ପୂର୍ଣ୍ଣ ହୋଇଛି। ଶୁକ୍ରବାର ଏହି ପ୍ରୋଜେକ୍ଟର ଉଦ୍‌ଘାଟନ କରିଛନ୍ତି ୩ ରାଜ୍ୟର...

ରାଜନାଥଙ୍କ ଘରେ ଗ୍ରୁପ ଅଫ୍‌ ମିନିଷ୍ଟର୍ସ ବୈଠକ ଆରମ୍ଭ

ନୂଆଦିଲ୍ଲୀ,୧୭।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘରେ ଶନିବାର ଗ୍ରୁପ ଅଫ୍‌ ମିନିଷ୍ଟର୍ସ ବୈଠକ ଆରମ୍ଭ ହୋଇଛି। ଏଥିରେ ଯୋଗଦେବା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ,...

ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ...

ଅପରେଶନ ବେଳେ ହତବାକ୍‌ ହେଲେ ଡାକ୍ତର: ପେଟରୁ ବାହାରିଲା ଛୁଞ୍ଚି, ବେଲ୍ଟ ସମେତ ୩୩ ସାମଗ୍ରୀ

ଛତ୍ରପୁର,୧୭।୭: ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କ ପେଟରୁ ଡାକ୍ତର ୩୩ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଛତ୍ରପୁର...

ମାନବିକତାର ବଳିଷ୍ଠ ଉଦାହରଣ: ୪୫ ଏଚ୍‌ଆଇଭି ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସୋଲୋମନ

ଚେନ୍ନାଇ,୧୦।୬: ତାମିଲନାଡୁର ଚେନ୍ନାଇରେ ରହୁଥିବା ସୋଲୋମନ ରାଜ ନାମକ ଜଣେ ବ୍ୟକ୍ତି ଏବେ ମାନବିକତାର ଏକ ବଳିଷ୍ଠ ଉଦାହରଣ ପାଲଟି ଯାଇଛନ୍ତି। ୪୫ ଜଣ ଏଚ୍‌ଆଇଭି...

ଖିଲାପକାରୀଙ୍କ ଠାରୁ ଟିକସ ଆଦାୟ ପାଇଁ ବ୍ୟାଣ୍ଡ୍‌ ବାଜା ସହିତ ବୁଲୁଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ

ଲକ୍ଷ୍ନୌ,୩।୭: ଘର ଟିକସ ପୈଠ କରୁ ନ ଥିବା ଖିଲାପକାରୀଙ୍କଠାରୁ ବକେୟା ଆଦାୟ ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନୌ ମ୍ୟୁନିସିପାଲିଟି ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *