Posted inଫୁରସତ

କେବଳ ଯୋଗ ନୁହେଁ ବିୟର ପିଇ ଏଠାରେ ଫିଟ୍‌ ରୁହନ୍ତି ଲୋକେ

ଫିଟ୍‌ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି। ହେଲେ ଜର୍ମାନୀର ଏକ ଯୋଗ ସେଣ୍ଟରରେ ଲୋକେ ଯୋଗ କରିବା ସହିତ ବିୟର ପିଇଥାନ୍ତି। ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଏମାନଙ୍କର ବିଶ୍ୱାସ ରହିଛି। ଏହି ଯୋଗକୁ ‘ବିୟର ଯୋଗ’ ବୋଲି କୁହାଯାଏ। ଏହି ଯୋଗର ନାଁ ଶୁଣିବା ପରେ ଅନେକ ଲୋକ ଏଠାକୁ ଯୋଗ କରିବା ଲାଗି ଆସୁଛନ୍ତି। ଏଠି ଯୋଗ ଶିକ୍ଷା ନେଉଥିବା ବ୍ୟକ୍ତିମାନେ କୁହନ୍ତି ଯୋଗ ଆରମ୍ଭ କରିବା ପୂର୍ବରୁ ସମସ୍ତେ ଗୋଟିଏ ଢୋକ ବିୟର ପିଇଥାଆନ୍ତି। ଯାହା ସେମାନଙ୍କ ମସ୍ତିଷ୍କକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ। ତେବେ କେବଳ ବିୟର ପିଇକି ଏଠାରେ ଯୋଗ କରାଯାଏ ନାହିଁ। ଏହାର ବୋତଲକୁ ମୁଣ୍ଡ ଉପରେ ରଖି ବାଲାନ୍ସ ମଧ୍ୟ କରିବାକୁ ପଡେ। କେବଳ ଜର୍ମାନୀ କାହିଁକି ଏବେ ଅନ୍‌ ଲାଇନରେ ଉପଲବ୍ଧ ହେଉଥିବାରୁ ଏହି ଯୋଗକୁ ଆମେରିକା ଓ ଅଷ୍ଟ୍ରେଲିଆର ଲୋକେ ବେଶ୍‌ ପସନ୍ଦ କରୁଛନ୍ତି।


All Right Reserved By Dharitri.Com

ଲକ୍‌ଡାଉନ: ବାହାରକୁ ନ ଯାଇ ପାରି ବାଡିରେ ଖୋଳିଲେ ୨୫ ଫୁଟର କୂଅ

ମୁମ୍ବାଇ,୨୧।୪: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ଏଠାରେ ଅନ୍ୟ ରାଜ୍ୟ...

ଭୁଲସ୍ଥାନରେ ରହିଛି ଏହି ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ, ଡାକ୍ତର ବି ଚିନ୍ତାରେ

କୁହାଯାଏ, ଭଗବାନ ମଣିଷଙ୍କୁ ଏପରି ଗଢ଼ିଥା’ନ୍ତି କି ଯେଉଁ ଅଙ୍ଗ ଯେଉଁଠି ରହିବା କଥା ରଖିଥା’ନ୍ତି। ଯେମିତିକି ମୁହଁ, ଆଖି, ନାକ, କାନ, ପେଟ ଯଥାସ୍ଥାନରେ...

ପୋଷା କୁକୁରକୁ ବାହାରେ ନ ବୁଲାଇଲେ ଏଠାରେ ଦେବାକୁ ପଡ଼େ ଜରିମାନା

ଆଜିକାଲି ସମୟରେ ଅଧିକାଂଶ ଲୋକ ଘରେ କୁକୁର ପାଳିବାକୁ ପସନ୍ଦ କରୁଛନ୍ତି। କୁକୁର ପାଳିଲେ ସେମାନଙ୍କର ମଣିଷ ପରି ଯତ୍ନ ନେବା ମଧ୍ୟ ଦରକାର। ସକାଳୁ...

ଗିନିଜ୍‌ ବିଲେଇ ନିଖୋଜ

ବିଲେଇ ନିଖୋଜ ହେବା କିଛି ବଡ଼ କଥା ନୁହେଁ। ହୁଏତ କେଉଁଆଡ଼େ ଚାଲିଯାଇ ଥାଇପାରେ। ନ ହେଲେ ମରିଯାଇ ଥାଇପାରେ। ମାତ୍ର ଏ ବିଲେଇ ସାଧାରଣ...

ପେଣ୍ଟର୍‌ ମୂଷା ଡାରିଅସ୍‌

କିଛି ପେଣ୍ଟର୍‌ ଜୀବଜନ୍ତୁଙ୍କ ବିଷୟରେ ଆପଣ ଇଣ୍ଟରନେଟ୍‌ର ବିଭିନ୍ନ ସାଇଟ୍‌ରୁ ପଢ଼ି ଜାଣିଥିବେ। ଏବେ ଆଉ ଏକ ପ୍ରାଣୀ ପେଣ୍ଟିଂ କରି ସମସ୍ତଙ୍କୁ ଚକିତ କରିଛି।...

ଏଠି ହୋଇଥାଏ ଅସ୍ଥାୟୀ ବିବାହ

ବିବାହ ସର୍ବଦା ସ୍ଥାୟୀ ବୋଲି କୁହାଯାଏ। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଅସ୍ଥାୟୀ ବିବାହ କରାଯାଏ। ବେଳେବେଳେ ମାତ୍ର କିଛି ଘଣ୍ଟା...

ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ

ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ। ହେଲେ ଜଣେ ପିତାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ...

୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍‌ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ...

Leave a comment

Your email address will not be published. Required fields are marked *