Posted inଜାତୀୟ

ଏସ୍‌ପି ନେତା ନୀରଜ ଶେଖରଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬ା୭: ସମାଜବାଦୀ ପାର୍ଟି ନେତା ନୀରଜ ଶେଖର ସୋମବାର ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ଗୃହର ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡ଼ୁ ଗ୍ରହଣ କରିନେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଭାଜପାରେ ଯୋଗଦେବା ସମ୍ଭାବନା ରହିଛି। ୨୦୦୮ ଉପନିର୍ବାଚନରେ ସେ ବାଲିଆ ଆସନରୁ ଲୋକ ସଭାକୁ ଆସିଥିଲେ। ପରେ ସେ ଏହି ଆସନରେ ବିଜୟୀ ହୋଇଥିଲେ। ଉତ୍ତରପ୍ରଦେଶରୁ ସେ ରାଜ୍ୟ ସଭାକୁ ୨୦୧୪ ନଭେମ୍ବର ୨୬ରେ ଆସିଥିଲେ। ନୀରଜଙ୍କ ଇସ୍ତଫା ସମାଜବାଦୀ ପାର୍ଟିକୁ ଶକ୍ତ ଧକ୍କା ବୋଲି କୁହାଯାଉଛି।


All Right Reserved By Dharitri.Com

ସନ୍ଧ୍ୟାରେ ଶେଷ ହେବ ପ୍ରଚାର, ଏବେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ ଉପରେ ନଜର

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଶେଷ ଦିନରେ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି)...

୨୦ ମିନିଟ ବନ୍ଦ ରହିଲା ବାଲାଜୀ ମନ୍ଦିର

ହାଇଦ୍ରାବାଦ,୨ା୧୨: ତେଲଙ୍ଗାନାର ୨୬ ବର୍ଷୀୟା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସ୍ବରୂପ ଚିଲ୍‌କୁର ବାଲାଜୀ ମନ୍ଦିରର ପୂଜକମାନେ ଭକ୍ତମାନଙ୍କ ଲାଗି...

ଗୁରେଜ ସେକ୍ଟରରେ ୬ ବର୍ଷ ପରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ଆତଙ୍କବାଦୀ ମୃତ

ଦ୍ରାସ,୭।୧୦: ଜମ୍ମୁ-କଶ୍ମୀରରେ ଏବେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ସବୁ ପ୍ରୟାସ ଆରମ୍ଭ କରି ସାରିଛି ବୋଲି କୁହାଯାଉଛି। ହେଲ...

ସେଲିବ୍ରେଶନ୍‌ ମୁଡରେ ଭାଜପା

ବେଙ୍ଗାଲୁର,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ସାରା ଦେଶରେ ପାଖାପାଖି ୨୨୯ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୫୧ ଆସନରେ ଆଗରେ ରହିଛି। ଏପର୍ଯ୍ୟନ୍ତ...

ଥଣ୍ଡାରୁ ସୁରକ୍ଷା ପାଇଁ ଅଯୋଧ୍ୟାରେ ଗାଈଗୋରୁ ପିନ୍ଧିବେ କୋଟ୍‌

ଅଯୋଧ୍ୟା,୨୪।୧୧: ପ୍ରବଳ ଥଣ୍ଡାରୁ ଗାଈଗୋରୁଙ୍କୁ ସୁରକ୍ଷା ଦେବା ପାଇଁ ଅଯୋଧ୍ୟା ନଗର ନିଗମ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ଏଠାରେ ଥିବା...

ଥାଲାସେମିଆ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ମାତାପିତା

ମୌନପୁରୀ,୨୬।୭: ଉତ୍ତର ପ୍ରଦେଶର ମୌନପୁରୀରେ ଏବେ ଅସହାୟ ମାତାପିତା ନିଜ ସନ୍ତାନଙ୍କ ଚିକିତ୍ସା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥଙ୍କ...

ଏହି ମନ୍ଦିରରେ ଓଲଟା ସ୍ବସ୍ତିକ ତିଆରି କଲେ ମାନସିକ ହୁଏ ପୂରଣ…

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ଅବା ଧାତୁ ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ...

ଭାରତୀୟ ସେନାରେ ଯୋଗଦେଲେ ଧୋନୀ, କରିବେ ଏହି କାମ

ଶ୍ରୀନଗର, ୨୫।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବ୍‌ଶୀଘ୍ର ଭାରତୀୟ ସେନା ସହ ଯୋଗ ଦେବାକୁ ଯାଉଛନ୍ତି। ଜୁଲାଇ ୩୧ରେ...

Leave a comment

Your email address will not be published. Required fields are marked *