ଗ୍ରାହକ ସେବାକେନ୍ଦ୍ରରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଗାଏବ, ବ୍ୟାଙ୍କ ଘେରାଉ

ନୂଆପଡ଼ା,୧୫।୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ଗ୍ରାହକ ସେବା କେନ୍ଦ୍ର(ଏସ୍‌ବିଆଇ)ରେ ଗ୍ରାହକମାନଙ୍କ ଆକାଉଣ୍ଟରୁ ପରିଚାଳକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ତେବେ ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ଗ୍ରାହକମାନେ ସୋମବାର ଦାବି କରିବା ସହ ନୂଆପଡ଼ାସ୍ଥିତ ବ୍ୟାଙ୍କର ମୁଖ୍ୟଶାଖାକୁ ଘେରାଉ କରିଛନ୍ତି।


All Right Reserved By Dharitri.Com

ଏନ୍‌ଏଲ୍‌ସି ଇଣ୍ଡିଆ ପାଓ୍ବାରପ୍ଲାଣ୍ଟ ଜନଶୁଣାଣିକୁ ହିରିମା ପଞ୍ଚାୟତବାସୀଙ୍କ ବିରୋଧ

ଝାରସୁଗୁଡ଼ା ଅଫିସ/ଲଖନପୁର,୨୨।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ହିରିମା ପଞ୍ଚାୟତରେ ନେଭେଲ୍‌ ଲିଗ୍‌ନାଇଟ୍‌ କର୍ପୋରେଶନ୍‌ ଇଣ୍ଡିଆ ଲିମିଟେଡ୍‌(ଏନ୍‌ଏଲ୍‌ସିଆଇଏଲ୍‌)ନାମକ ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ନିର୍ମାଣ କରିବାପାଇଁ କମ୍ପାନୀ ପ୍ରସ୍ତାବ...

ହାତୀ ମୃତ୍ୟୁ ଘଟଣା: ବିଦ୍ୟୁତ୍‌ ତାର ଜବତ, ଶିକାରୀ ଗିରଫ

ଢେଙ୍କାନାଳ ଅଫିସ,୧୭।୬-ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କଡଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତ ୧୨ରେ ଏକ ଦନ୍ତାହାତୀ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା। ଏହି...

ଲାଲ କରିଡର ମାଟିରୁ ଲାଲ ଟମାଟୋର ସ୍ବାଦ: ୩ ଜିଲାର ଚାଷୀଙ୍କୁ ସମୃଦ୍ଧିର ବାଟ ବତାଇଛି ସୋଢ଼ ପଞ୍ଚାୟତ

ଦେବଗଡ଼, ୨୨।୧୦: ପାହାଡ଼ ପର୍ବତ ଘେରା ଦେବଗଡ଼ ଜିଲାର ଉପାନ୍ତ ତିଳେଇବଣି ବ୍ଲକ ସୋଡ଼ ଗ୍ରାମପଞ୍ଚାୟତ। ଦିନେ ଏହି ପଞ୍ଚାୟତ ମାଓବାଦୀମାନଙ୍କ ମୁଖ୍ୟ ଆଡ୍ଡାସ୍ଥଳ ଥିଲା।...

ଭକ୍ତଙ୍କ ଅନୁଭୂତି: ମହାପ୍ରଭୁଙ୍କୁ ଡାକିବାରୁ ବର୍ଷା ହେଲାନି

ରଥ ଅମିନ ଲକ୍ଷ୍ମଣ ମହାପାତ୍ର। ବୟସ ୬୦ ଟପିଲାଣି। ତଥାପି ବେଶ୍‌ ଚଳଚଞ୍ଚଳ। ରଥଖଳାରେ ତାଙ୍କର ଭାରି ଆଦର। ତିନିରଥ ନିର୍ମାଣ ଲାଗି ସେ କାଠପଟା...

ରାଜ୍ୟ ପ୍ରଶାସନରେ ଅଦଳବଦଳ: ଅସିତଙ୍କୁ କେବିକେ ପ୍ରଶାସନର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ରାଜ୍ୟ ଶୀର୍ଷସ୍ତରୀୟ ପ୍ରଶାସନରେ ବ୍ୟାପକ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅନୁମୋଦନ କ୍ରମେ ସାଧାରଣ ପ୍ରଶାସନ(ଜିଏ) ବିଭାଗ ପକ୍ଷରୁ ଏନେଇ...

ବୁରୁଧ୍‌ ଉପରେ ୨ ଦିବ୍ୟାଙ୍ଗ ଝି’ର ବୋଝ୍‌

ଲୋଇସିଂହା, ୮।୭(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗାଁର ବୁରୁଧ୍‌ ଅମର ଭୋଇ(୯୦)। ମାଏକିନାର ମୁରତୁ ଉତାରୁ ଦୁଇ ଦିବ୍ୟାଙ୍ଗ ଝି’କେ ନେଇ ତାକର...

ଘରୋଇ ହସ୍ପିଟାଲରେ ଉତ୍ତେଜନା, ଭଙ୍ଗାରୁଜା ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭଙ୍ଗାରୁଜା କରିବା ଘଟଣାରେ ଖଣ୍ଡଗିରି ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ...

ତିଗିରିଆରେ ହେବ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା କେନ୍ଦ୍ର

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- କଟକ ଜିଲା ତିଗିରିଆଠାରେ ଖୁବ୍‌ ଶୀଘ୍ର ଏକ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା କେନ୍ଦ୍ର (ମଡେଲ୍‌ ରୁରାଲ୍‌ ହେଲ୍‌ଥ ରିସର୍ଚ୍ଚ ୟୁନିଟ୍‌) କାର୍ଯ୍ୟକ୍ଷମ...

Leave a comment

Your email address will not be published. Required fields are marked *