ଅଷ୍ଟ୍ରେଲିଆରେ ଭୂକମ୍ପ

କାନ୍‌ବେରା,୧୪।୭: ଅଷ୍ଟ୍ରେଲିଆର ଉପକୂଳ ଅଞ୍ଚଳ ରିସୋର୍ଟ ଟାଉନ୍‌ ବ୍ରୁମ୍‌ଠାରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା ବୋଲି ଆମେରିକା ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂଗର୍ଭର ୩୩ କିଲୋମିଟର ତଳେ ତଥା ବ୍ରୁମ୍‌ଠାରୁ ୨୦୩ କିଲୋମିଟର ଦୂର ପଶ୍ଚିମ ଅଷ୍ଟ୍ରେଲିଆରେ ଥିଲା ବୋଲି କୁହାଯାଉଛି।


All Right Reserved By

ଭାରତୀୟ କଏଦିଙ୍କ ତାଲିକା ହସ୍ତାନ୍ତର କଲା ପାକିସ୍ତାନ

ଇସଲାମାବାଦ,୧।୭: ପାକିସ୍ତାନ ଜେଲରେ ବନ୍ଦିଥିବା ପ୍ରାୟ ୨୬୧ ଜଣ କଏଦିଙ୍କର ଏକ ତାଲିକା ପାକିସ୍ତାନ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କରିଛି। ଏମାନଙ୍କ ମଧ୍ୟରୁ...

ମହିଳାଙ୍କ ପାଇଁ ଆଦର୍ଶ ଥିଲେ ସୁଷମା: ଇଭାଙ୍କା ଟମ୍ପ୍‌

ଓ୍ବାଶିଂଟନ୍‌, ୮।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। କେବଳ ଭାରତରେ ନୁହେଁ,...

ଶେଷ ଇଚ୍ଛା ପୂରଣ କରିବ ଆମ୍ବୁଲାନ୍ସ

ସିଡନି,୨୬।୭: କୁହାଯାଏ ମରିବାକୁ ଥିବା ବା ମୃତବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରିବା ଭଲ। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ଶେଷ ଇଚ୍ଛା...

ପ୍ରଥମଥର ବିମାନରେ ଯାତ୍ରା କରୁଥିବା ବେଳେ ଗଳିପଡ଼ିଲେ ମହିଳା

ଇସ୍ତାନବୁଲ,୧୯।୭: ପ୍ରଥମଥର ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁ କିଛି ଥାଏ ନୂଆ। ଏଥିପାଇଁ ବିମାନବନ୍ଦରରେ ପ୍ରତ୍ୟେକ କଥାକୁ ସେମାନେ ଧ୍ୟାନରେ ଶୁଣିବା...

ପାକିସ୍ତାନକୁ ଶକ୍ତ ଝଟ୍‌କା: ୪୪୦ ନିୟୁତ ଡଲାର ସହାୟତା କମାଇଲା ଆମେରିକା

ନୂଆଦିଲ୍ଲୀ,୧୮ା୮: ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆମେରିକା ପାକିସ୍ତାନକୁ ଯୋଗାଉଥିବା ଆର୍ଥିକ ସହାୟତାକୁ ୪୪୦...

ପାକିସ୍ତାନରେ ୧୩ ବର୍ଷର ହିନ୍ଦୁ ଯୁବତୀଙ୍କୁ ମଦ ପିଆଇ ବଳାତ୍କାର

ଇସଲାମାବାଦ,୯।୬: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ୧୩ ବର୍ଷ ବୟସ ଯୁବତୀଙ୍କୁ ଜୋର ଜବରଦସ୍ତ ମଦ ପିଆଇ ବଳାତ୍କାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଡନ୍‌...

ବିଦେଶରେ ପାଳିତ ହେଲା ବଡ ଠାକୁରଙ୍କ ରଥଯାତ୍ରା

ବାହାରିନ,୬।୭: ଶ୍ରୀଗୁଣ୍ଡିଚା ଅବସରରେ ଗତ ଜୁଲାଇ ୪ରେ ସୁଦୂର ବାହାରିନ ସ୍ଥିତ ପ୍ରବାସୀ ଓଡ଼ିଆ ଓ ଇସ୍କନ କାନୁ ଗାର୍ଡେନର ମିଳିତ ଆନୁକୂଲ୍ୟରେ ବିଶ୍ୱ ପ୍ରସିଦ୍ଧ...

ଚାଇନାକୁ ଗୁହାରି କରିବ ପାକିସ୍ତାନ

ଇସ୍‌ଲାମାବାଦ,୮ା୮: ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ବୁଧବାର ରାତିରେ ଚାଇନା ଗସ୍ତ କରିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ନେଇ ସେ ସେଠାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *