Posted inଜାତୀୟ

୬ ବର୍ଷ ତଳେ ବନ୍ଦ ହୋଇଥିଲା ୧୬୦ ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବା

ନୂଆଦିଲ୍ଲୀ,୧୪।୭: ଗତ ୬ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୦ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ ୧୮୫୦ରେ ପ୍ରଥମେ କୋଲକତା ଏବଂ ଡାଇମଣ୍ଡ୍‌ ହାର୍ବର ମଧ୍ୟରେ ଟେଲିଗ୍ରାମ୍‌ ସେବା ଆରମ୍ଭ ହୋଇଥିଲା। ପରେ ୧୮୫୫ ଫେବୃୟାରୀ ୧୧ରେ ଦେଶବ୍ୟାପି ଏହି ସେବା ଆରମ୍ଭ କରାଯାଇଥିଲା। ଏହାର ଚାହିଦା ବଢ଼ିବାରୁ ୧୯୯୦ରେ ଏହାର ପରିଚାଳନା ଦାୟିତ୍ୱ ବିଏସ୍‌ଏନଏଲ୍‌କୁ ଦିଆଯାଇଥିଲା। ଏକ ସୂଚନା ଅନୁସାରେ ୧୯୮୦ରେ ପ୍ରତିଦିନ ୬ ଲକ୍ଷ ଟେଲିଗ୍ରାମ୍‌ ପଠାଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ସୂଚନାପ୍ରଯୁକ୍ତି ଶିଳ୍ପର ବିକାଶ ଯୋଗୁ ଏହାର ଚାହିଦା କମିବାରୁ ଏହି ସେବାକୁ ବନ୍ଦ କରି ଦିଆଯାଇଥିଲା।


All Right Reserved By

ଉନ୍ନାଓ ପୀଡିତାଙ୍କ ଦୁର୍ଘଟଣାକୁ ନେଇ ଆରମ୍ଭ ହେଲା ରାଜନୀତି

ରାଏ ବରେଲି,୨୯।୭: ଉନ୍ନାଓ ବଳାତ୍କାର ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ଆଇନଜୀବୀ କାର୍‌ରେ ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ...

ମୋଦିଙ୍କୁ ମେହବୁବାଙ୍କ ଭର୍ତ୍ସନା: ପାକିସ୍ତାନ ଇଦ୍‌ ଲାଗି ଅଣୁଅସ୍ତ୍ର ରଖିନି

ଶ୍ରୀନଗର,୨୩ା୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିପ୍ପଣୀକୁ ନେଇ ଭର୍ସନା କରିଛନ୍ତି। ରବିବାର ରାଜସ୍ଥାନର ବାର୍ମେରଠାରେ...

ଆଜି କାରଗିଲ୍‌ ବିଜୟ ଦିବସ: ଶହୀଦ୍‌ ଯବାନଙ୍କୁ ସାରା ଦେଶ ଜଣାଇଲା ସମ୍ମାନ

ନୂଆଦିଲ୍ଲୀ, ୨୬।୭: କାରଗିଲ ଯୁଦ୍ଧକୁ ବିତିଛି ୨୦ ବର୍ଷ। ୧୯୯୯ ମସିହାରେ ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲରେ ବିଜୟର ଧ୍ୱଜା ଉଡାଇଥିଲା ଭାରତ।...

ଭାଜପାରୁ ନିର୍ବାଚନ ଲଢ଼ିବେ ସନ୍ନି ଦେଓଲ !

ନୂଆଦିଲ୍ଲୀ, ୨୦ା୪ : ବଲିଉଡ୍‌ର ଆକ୍ସନ ହିରୋ ସନ୍ନି ଦେଓଲ ଭାଜପାରେ ମିଶିବା ନେଇ  ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପଞ୍ଜାବର ଅମୃତସରରୁ ସନ୍ନି ପ୍ରାର୍ଥୀ...

ମେଣ୍ଟ ସରକାର ବଞ୍ଚାଇବାକୁ କୁମାରସ୍ବାମୀଙ୍କ କସରତ: ଡାକିଲେ ବୈଠକ

ବେଙ୍ଗାଲୁରୁ,୭।୭: କଂଗ୍ରେସ-ଜେଡିଏସର ୧୧ ବିଧାୟକ ଶନିବାର ଇସ୍ତଫା ଦେବା ପରେ ଅଡ଼ୁଆରେ ପଡିଯାଇଛି କର୍ନାଟକର ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଆମେରିକା ଗସ୍ତରେ ଥିବାବେଳେ...

୨୬ ଯାତ୍ରୀଙ୍କୁ ବିମାନରୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ କହିଲା ଏୟାର ଫ୍ରାନ୍ସ୍‌

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀରୁ ଫ୍ରାନ୍ସ୍‌ ଯାଉଥିବା ଏୟାର ଫ୍ରାନ୍ସ୍‌ର ବିମାନ ଏଫ୍‌-୨୨୫ରୁ ୨୬ଜଣ ଯାତ୍ରୀଙ୍କୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ ବୁଧବାର ସକାଳେ ଅନୁରୋଧ କରାଯାଇଛି। ଯାତ୍ରୀଙ୍କ...

ସର୍ବୋଚ୍ଚ ରାମ ମୂର୍ତ୍ତି ନିର୍ମାଣରେ ଅନିଶ୍ଚିତତା

ଅଯୋଧ୍ୟା,୧୩ା୮(ଆଇଏଏନ୍‌ଏସ୍‌): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଦୈନନ୍ଦିନ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ସେପଟେ ଶ୍ରୀରାମଙ୍କର ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନକୁ ନେଇ ଅନିଶ୍ଚିତତା...

୧୪ ବର୍ଷ ପରେ ଫେସବୁକ୍‌ରେ ଭାଇକୁ ପାଇଲେ ଭଉଣୀ

ଗାଜିଆବାଦ୍‌, ୧୩।୮: ଫେସବୁକ୍‌ ସହାୟତାରେ ୧୪ବର୍ଷ ପରେ ଭାଇକୁ ଖୋଜି ପାଇଛନ୍ତି ଭଉଣୀ। ଉତ୍ତର ପ୍ରଦେଶର ଗାଜିଆବାଦ୍‌ରେ ଘଟିଛି ଏଭଳି ଘଟଣା। ୨୦୦୫ରେ ଏଠାରେ ଜଣେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *