ବିବାହ ବିଚ୍ଛେଦର ୧୨ ବର୍ଷ ପରେ ଅଭିନେତ୍ରୀ କଲେ ଦ୍ୱିତୀୟ ବିବାହ

‘କ୍ୟୁଁ କି ଶାଶ୍‌ କଭି ବୋହୂ ଥୀ’ ସିରିୟଲକୁ ୧୯ ବର୍ଷ ପୂରିଛି। ପୂରା ଟିମ୍‌ ଖୁବ୍‌ ମଜା କରିଥିବା ଫଟୋ ଏବେ ଭାଇରାଲ ହୋଇଛି। ଏହି ସିରିୟଲରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ ଦୀର୍ଘଦିନର ସମ୍ପର୍କ ଥିବା ବୟଫ୍ରେଣ୍ଡଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଅଭିନେତ୍ରୀଙ୍କ ନାମ ପୂଜା ଘାଇ। ‘କ୍ୟୁଁ କି ଶାଶ୍‌ କଭି ବୋହୂ ଥୀ’ ସିରିୟଲରେ ସେ ‘ସୁହାସୀ’ ଭୂମିକାରେ ଅଭିନୟ କରୁଥିଲେ। ୨୦୦୭ରେ ପୂଜା ନୀରଜ ରାଓ୍ବଲଙ୍କୁ ପ୍ରଥମ ବିବାହ କରିଥିଲେ। କିନ୍ତୁ ତାଙ୍କ ସହ ସମ୍ପର୍କ ବେଶୀଦିନ ତିଷ୍ଠି ପାରି ନ ଥିଲା। ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି।

ପୂଜା-ନୀରଜ ବିବାହ ବିଚ୍ଛେଦର ୧୨ ବର୍ଷ ପରେ ସେ ବିଜନେସ୍‌ମ୍ୟାନ୍‌ ନୌଶୀରଙ୍କୁ ବିବାହ କରିଛନ୍ତି। ପୂଜା ବିବାହ ସମୟର ଏକ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଗୋଟିଏ ଫ୍ରେମ୍‌ରେ ବନ୍ଧା ମୋ’ ଶକ୍ତି। ମାଆ, କାକି, ଭାଇ, ଦିଦି ଏବଂ ସମ୍ପର୍କୀୟ।


All Right Reserved By

ଟ୍ରୋଲ ହେଲେ ରଣବୀର

ରଣବୀର କପୁର ସୋସିଆଲ ମିଡିଆରେ ଏବେ ଟ୍ରୋଲ ହୋଇଛନ୍ତି। କାରଣ ବାରଣସୀରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ସମୟରେ ଜଣେ ଫ୍ୟାନ୍‌ ତାଙ୍କୁ ଦେଖା କରିବାକୁ ଯାଇଥିଲେ।...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା...

ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମୁମ୍ବଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ...

ବାଜି ମାରିଲା ‘ମିଶନ ମଙ୍ଗଳ’

ମୁମ୍ବାଇ: ବଲିଉଡ୍‌ ଦୁନିଆ ପାଇଁ ଚଳିତ ବର୍ଷର ସ୍ବାଧୀନତା ଦିବସ ଭଲ ଦିନ ଭାବେ ପରିଗଣିତ ହୋଇଛି। କାହିଁକିନା ଅଗଷ୍ଟ ୧୫ରେ ବଲିଉଡ୍‌ର ୨ଟି ବଡ...

ଡିଜିଟାଲ ଦୁନିଆ ଆଡେ ନଜର ପକାଇଛନ୍ତି ଟ୍ବିଙ୍କିଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ବେଶ୍‌ କିଛି ବର୍ଷ ହେବ ବଲିଉଡ୍‌ ଦୁନିଆରୁ ଦୂରେଇ ଯାଇଛନ୍ତି। ଦେଖିବାକୁ ଗଲେ ବିବାହ ପରଠାରୁ ବୋଧହୁଏ ସେ...

ଡବଲ ମଜା

ଆଲିୟାଙ୍କ ମନ ଏବେ ଆକାଶରେ ଉଡୁଛି। କାରଣ କ’ଣ ଜାଣନ୍ତି ? ନିଜ ରିଲ୍‌ ଲାଇଫରେ ସେ ପ୍ରଥମ ଥର ପାଇଁ ତାଙ୍କର ବାପା ମହେଶ...

ଜାଣିଥିଲି କେବଳ ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ: କଙ୍ଗନା

ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। କେତେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଲାମ କରିଛନ୍ତି। ଏହି କ୍ରମରେ ସାମିଲ...

ଓଜନ କମାଇ ପ୍ରଶଂସକଙ୍କୁ ଚକିତ କଲେ ରାମ କପୁର

ମୁମ୍ବାଇ: ଚର୍ଚ୍ଚାରେ ଅଭିନେତା ରାମ କପୁର। ସେ ବି ନିଜର ଫିଲ୍ମ ଅଥବା ଧାରାବାହିକ ଲାଗି ନୁହେଁ ବରଂ ନିଜର ଟ୍ରାନ୍ସଫର୍ମେଶନ ପାଇଁ। ଏକତା କପୁରଙ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *