ସହକର୍ମୀଙ୍କ ସହ ଏକତ୍ରଭୋଜନ କରିବା ଦ୍ୱାରା ବଢ଼ିଥାଏ କାମ କରିବାର ଆଗ୍ରହ

ଅଫିସକୁ ଦ୍ୱିତୀୟ ଘର କହିଲେ କିଛି ଭୁଲ୍‌ ହେବ ନାହିଁ। କାରଣ କର୍ମଜୀବୀମାନଙ୍କର ଅଧିକାଂଶ ସମୟ ଘର ଅପେକ୍ଷା ଅଫିସରେ ବିତିଥାଏ। ପ୍ରତିଦିନ ୯ ଘଣ୍ଟାରୁ ଅଧିକ ସମୟ ଅଫିସରେ ବିତାଇଲେ ମଧ୍ୟ ଆମକୁ ବୋଝ ପରି ମନେ ହୋଇ ନ ଥାଏ। କାରଣ, ଆମ ସହ କାମ କରୁଥିବା କିଛି ସହକର୍ମୀ ଏତେ ଉତ୍ତମ ସ୍ବଭାବର ହୋଇଥାନ୍ତି ଯେ ସେମାନେ ଆମକୁ ନିଜ ପରିବାରର ସଦସ୍ୟ ପରି ଲାଗିଥାଆନ୍ତି। ଘରଠାରୁ ଦୂରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହାର ଗୁରୁତ୍ୱ ଅଧିକ ବଢ଼ି ଯାଇଥାଏ। ସେମାନେ ନିଜର ଛୋଟବଡ଼ ସମସ୍ତ କଥା ସହକର୍ମୀଙ୍କ ସହ ଶେୟାର କରିଥାଆନ୍ତି। ତେବେ ଅଫିସରେ ମଧ୍ୟାହ୍ନଭୋଜନ ଏକାକୀ କରିବା ପରିବର୍ତ୍ତେ ସହକର୍ମୀଙ୍କ ସହ କରିବା ଅଧିକ ଲାଭଦାୟକ। ଏହାଦ୍ୱାରା ସମ୍ପର୍କ ଅଧିକ ଘନିଷ୍ଠ ହେବା ସହ କାମ କରିବାର ସ୍ପୃହା ମଧ୍ୟ ବଢ଼ିଥାଏ। ଫଳରେ କାମରେ ଥକ୍କା ଅନୁଭବ ଲାଗି ନ ଥାଏ। ନ୍ୟୁୟର୍କର କୋର୍‌ନେଲ ବିଶ୍ୱବିଦ୍ୟାଳୟର ପ୍ରଫେସର କେଭିନ୍‌ଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।


All Right Reserved By

ଟ୍ରେଣ୍ଡି ଛତା

ବର୍ଷା ହେଉ କି ଖରା, ଛତାର ଚାହିଦା ସବୁବେଳେ ରହିଛି। ତେଣୁ ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ଦିନକୁ ଦିନ ମାର୍କେଟ୍‌କୁ ନୂଆ ନୂଆ ଡିଜାଇନ୍‌ର...

ଡାଇବେଟିସ୍‌ଠାରୁ ଦୂରେଇ ରଖେ ଏହି ଚା’…

ସକାଳ ଚା’ ପିଇଲେ ଫୁର୍ତ୍ତି ଲାଗେ। ତେବେ ଚା’ ମଧ୍ୟ ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରଖିଥାଏ। ନିୟମିତ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର...

ଭାରତ: ବିଶ୍ୱର ସାପକାମୁଡ଼ା ରାଜଧାନୀ

”ଭାରତକୁ ବିଶ୍ୱର ସାପ କାମୁଡା ରାଜଧାନୀ ବୋଲି କୁହାଯାଉଛି। କାରଣ ଅନ୍ୟ ଦେଶଗୁଡିକ ତୁଳନାରେ ପ୍ରତିବର୍ଷ ଏଠାରେ ମୃତ୍ୟୁବରଣ କରିଥାନ୍ତି ସର୍ବାଧିକ ବ୍ୟକ୍ତି। ଏକ ସମୀକ୍ଷା...

ଲାଲ ଲଙ୍କାରୁ ତିଆରି ଔଷଧ ମେଦ ହ୍ରାସ କରିବ

ମୋଟାପଣ ଏକ ଶାରୀରିକ ସମସ୍ୟା, ଯାହାକୁ ନିୟନ୍ତ୍ରଣରେ ରଖି ନ ପାରିଲେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ମୋଟାପଣ ନିଜ ସହ ମଧୁମେହ, ଆଣ୍ଠୁ...

ଲବଙ୍ଗରେ ରହିଛି ବହୁ ଔଷଧୀୟ ଗୁଣ

ସାଧାରଣତଃ ଲୋକେ ଲବଙ୍ଗକୁ ମସଲା ରୂପେ ବ୍ୟବହାର କରିଥନ୍ତି। ଲବଙ୍ଗ ଖାଲି ଖାଦ୍ୟର ସ୍ବାଦ ବଢ଼ାଇ  ଥାଏ। ଲବଙ୍ଗର ବହୁ ଉପକାରୀ ତଥା ଔଷଧୀୟ ଗୁଣ ...

ବସବାସ: ପୃଥିବୀରେ ଆଗ ନା ମଙ୍ଗଳରେ…

ସୌରମଣ୍ଡଳରେ ଥିବା ଗ୍ରହଗୁଡ଼ିକ ମଧ୍ୟରେ କେବଳ ପୃଥିବୀରେ ହିଁ ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ରହିଛି। ତେବେ ବସବାସ କେଉଁ ଗ୍ରହରେ ପ୍ରଥମେ ସମ୍ଭବ...

ମା’ କର୍ମଜୀବୀ ହୋଇଥିଲେ…

ପ୍ରକୃତି ମା’ ସ୍ତନରେ ଖଞ୍ଜିଦେଇଛି ଏକ ଅମୃତର ଉତ୍ସ। ଯାହାକି ଜନ୍ମ ହେବାପରେ ଶିଶୁ ବଞ୍ଚତ୍ବା ଲାଗି ସମସ୍ତ ଆବଶ୍ୟକ ଉପାଦାନ ସହ ଶିଶୁର ଶାରୀରିକ...

ଚାଲିଲେ ହେବେ ଦୀର୍ଘାୟୁ

ଯଦି ଆପଣ ଦୀର୍ଘାୟୁ ଏବଂ ସୁସ୍ଥ ଶରୀର ପାଇବାକୁ ଚାହଁୁଛନ୍ତି ତେବେ ତୀବ୍ର ବେଗରେ ଚାଲିବା ଆରମ୍ଭ କରନ୍ତୁ। ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *