Posted inଜାତୀୟ

ଋତୁପର୍ଣ୍ଣାଙ୍କୁ ଇଡି ସମନ

କୋଲକାତା,୧୧ା୭(ପି.ଟି.): ରୋଜଭ୍ୟାଲି ଚିଟ୍‌ଫଣ୍ଡ ନୁର୍ଦୀନି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପରଷ୍ଟାର ପ୍ରୋସେନ୍‌ଜିତ ଚାଟାର୍ଜିଙ୍କକୁ ସମନ କରିବାର ଦିନକ ପରେ ବୁଧବାର ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତଙ୍କୁ ସମନ ଜାରି କରିଛି। ଋତୁପର୍ଣ୍ଣା ରୋଜଭ୍ୟାଲି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ସହ ଏକାଧିକ ବିଦେଶ ଗସ୍ତରେ ସାମିଲ ହେବା ସହ ଫିଲ୍ମ ନିର୍ମାଣରେ ତାଙ୍କୁ ସହାୟତା କରିଥିଲେ। ଆସନ୍ତା ସପ୍ତାହରେ ହାଜର ହେବା ଲାଗି ତାଙ୍କୁ କୁହାଯାଇଛି।


All Right Reserved By

ଅଭିନେତା କନରଙ୍କୁ ମିଳିଲା ଜାମିନ

ମୁମ୍ବାଇ,୭।୬: ଟେଲିଭିଜନ ଅଭିନେତା କରନ ଓବରଏଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୩୪ ବର୍ଷୀୟ ଏହି ଅଭିନେତାଙ୍କ ନାଁର ଜଣେ ମହିଳା ଗତ...

ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୧ା୬(ପି.ଟି.): କେନ୍ଦ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆସିଥିବା ବିମ୍‌ଷ୍ଟେକ୍‌ (ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ୍‌ ଫର ମଲ୍ଟି-ସେକ୍ଟରାଲ ଟେକ୍‌ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ)...

ସରକାର ଯିବାର କିଛି ଘଣ୍ଟା ପୂର୍ବରୁ ନିଜ ପ୍ରତିଶୃତି ପାଳନ କଲେ କୁମାରସ୍ବାମୀ

ବେଙ୍ଗାଲୁରୁ, ୨୫।୭: ଦୁଇ ସପ୍ତାହ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବାରେ କୁମାରସ୍ବାମୀ ସରକାରଙ୍କ ଯଦିଓ ପତନ...

ବିରୋଧୀ ଦଳ ନେତାଙ୍କ ସହ: ଆଜି ଶ୍ରୀନଗର ଯିବେ ରାହୁଲ

ନୂଆଦିଲ୍ଲୀ,୨୪।୮(ପି.ଟି.): ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଗସ୍ତ କରିବେ। ଉପତ୍ୟକାବାସୀଙ୍କୁ ଭେଟିବା ଲାଗି...

କେଜରିଓ୍ବାଲଙ୍କ ମୁସଲିମ୍‌ ଭୋଟ ବୟାନକୁ ନେଇ ଜବାବ ରଖିଲେ ଶିଲା

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ଏଏପି ହାତକୁ ଆସୁଥିବା...

ଡିଜିଟାଲ ଦୁନିଆରେ ବ୍ୟସ୍ତ ରହୁଥିବା ବ୍ୟକ୍ତିଙ୍କୁ ଏହି ପରିବାର ଦେଇଥାଏ ଉପଦେଶ

ଆଇଜ୍ୱାଲ,୧୫।୫: ଡିଜିଟାଲ ଜ୍ଞାନକୌଶଳ ବଢ଼ିବା ସହିତ ଅଧିକାଂଶ ଲୋକ ମୋବାଇଲ୍‌ ଅବା କମ୍ପ୍ୟୁଟରରେ ଅଧିକ ସମୟ ବିତାଉଛନ୍ତି। ଦିନର ୨୪ ମଧ୍ୟରୁ ୧୫ ଘଣ୍ଟାରୁ ଅଧିକ...

ବର୍ଷାରେ ବେହାଲ୍‌ ମାୟାନଗରୀ

ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ମୌସୁମୀ ଛୁଇଁବା ପରେ ମୁମ୍ବାଇବାସୀଙ୍କୁ ଗରମରୁ ଟିକେ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ସକାଳେ ମୁମ୍ବାଇ, ପାଳଘର ସମେତ ବହୁ ସ୍ଥାନରେ ମୂଷଳଧାରାରେ ବର୍ଷା...

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *