ପୁଡ଼ିଗଲା ଘର: ଭଗବାନ ଭରସାରେ ଭିନ୍ନକ୍ଷମ ମା’ପୁଓ

 

ପାଟଣାଗଡ଼,୨୯।୪(ଡି.ଏନ.ଏ.):
ପାଟଣଗଡ଼ ବ୍ଲକ ଅଧୀନ ଯୋଗୀମୁଣ୍ଡା ପଁଚେତ୍‌ ନେହେନାବନ୍ଧ ଗଁାର ଦିବ୍ୟାଙ୍ଗ ହେମ ପରାଭୁଏକଁର ଘର ଗଲା ରଏବାର ନିଅଁା ଲାଗି ପୁଡ଼ିଯାଇଛେ। ସେଥି ତାକର ସବୁ ଜିନିଷପାତି ପୁଡ଼ି ଖାର ହେଇଯାଇଥିବାର ଜନାପଡ଼ିଛେ।
ସୂଚନା ହିସାବେ ହେମ ସଖାଲୁ ପାନି ଆନବାକେ ଯାଇଥିଲେ। ସେ ପାନି ଧରି ଘରକେ ଫିରଲା ବେଲେ ଘରେ ନିଅଁା ଲାଗିଥିବାର ଦେଖି ପାଖ୍‌ପଡ଼ିଶା ଲୁକ୍‌କୁ ଡାକ୍‌ ପକେଇଥିଲେ। ପଡ଼ିଶା ଲୋକ୍‌ମାନେ ଘଟନା ଥଲରେ ପୁହୁଁଚି ହେମର ଦିବ୍ୟାଙ୍ଗ ପୁଓ ଚଉବନ ପରାଭୁଏକୁଁ ଘରୁ ଉଧାର କରିଥିଲେ। ହେଲେ ନିଅଁାରେ ଘରର ସବୁ ଜିନିଷପାତି, ନଗଦ ୩ ହଜାର ଟଁକା, ଆଧାର କାର୍ଡ, ଭୋଟର କାର୍ଡ, ରାଶନ କାର୍ଡ ପୁଡ଼ି ଖାର ହେଇଯାଇଛେ। ହେମର ଘର ପୁଡ଼ବାର ଦେଖି ଥାନୀୟ ଲୋକ ୧୦୧ ନମ୍ବରରେ ଦମକଲ କେନ୍ଦ୍ରକେ ଫୋନ କରିଥିଲେ, ହେଲେ କେହେନ୍‌ସି କାରନ୍‌ରୁ ଫୋନ୍‌ ନାଇଁ ଲାଗଲା। ହେମ ପରାଭୁଏ ଝନେ ମାନସିକ୍‌ ଭିନ୍ନକ୍ଷମ ହେଇଥିଲାବେଲେ ତାକର ପୁଓ ଚଉବନ ବି ମାନସିକ୍‌ ଭିନ୍ନକ୍ଷମ ଆଏ। ଅଭାବ ଅନାଟନ ଲାଗି ଆଏଜ୍‌କେ ୬ ମାସ ହେଲା ତାକର ଆପ୍‌ନେ ବିଶ୍ୱାମିତ୍ର ପରାଭୁଏ ହାଇଦ୍ରାବାଦକେ ଦାଦନ ଖଟିଯାଇଛନ୍‌। ଏନ୍‌ତାଥି ହେମ ଗଁାରେ ଭିଖ୍‌ମାଗି, ପାଖ୍‌ପଡ଼ିଶାକର ଘରର କାମବୁତା କରି ପୁଓକେ ନେଇ ବଡ଼ା ଦୁଖେ ଜୀବନ୍‌ ବିତଉଛନ୍‌। ଏହେଦେ ଘରଟା ବି ପୁଡ଼ିଯିବାର ଲାଗି ମା’ପୁଓ ନିଅଁାସି ହେଇଯାଇଛନ୍‌। ହେମର ପାସେ ଖାଲି ବିପିଏଲ୍‌ କାର୍ଡ ଖଁଡ଼େ ଥିଲା, ହେଲେ ସେଟା ବି ନିଅଁାରେ ପୁଡ଼ିଯାଇଛେ। ବିପିଏଲ୍‌ କାର୍ଡ ଛଡ଼ା ସେ ଉନିଅଁା କିଛି ସରକାରୀ ସୁବିଧା ସୁଯୋଗ ନାଇଁ ପାଉଥିବାର ଜନାଯାଇଛେ। ନେହେନାବନ୍ଧ ଗଁାବାସୀ ଦିବ୍ୟାଙ୍ଗ ମା’ପୁଓକେ ଯେତେ ଜଲଦି ହେବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକାଘର ଖଁଡ଼େ ଯୁଗେଇ ଦେବାକେ ଦାବି କରିଛନ୍‌।


All Right Reserved By

ରାଜବାଟୀ ଜଗନ୍ନାଥ ମନ୍ଦିର: ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ସୁନ୍ଦରଗଡ, ୧୪।୭ (ଡି.ଏନ୍‌.ଏ)-ସ୍ଥାନୀୟ ରାଜବାଟୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ସୁନାବେଶ ଶନିବାର ପବିତ୍ର ଦ୍ୱାଦଶୀତିଥିରେ ଆୟୋଜିତ ହୋଇଯାଇଛି । ବାହୁଡା ଯାତ୍ରା ପରେ ଗତ ରାତିରେ...

ପରିତ୍ୟକ୍ତ କୂଅରୁ ଅଜଗର ଉଦ୍ଧାର

ଅମରପାଲି, ୧୯।୭ (ଡି.ଏନ.ଏ.)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ସୁବଳୟାରେ ନଦୀପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ କୂଅରୁ ବନବିଭାଗ ଏକ ଅଜଗରକୁ ଉଦ୍ଧାର କରିଛି। ଅପରାହ୍ନ...

୧୭ ବଛର ହେଲା ଅଜନା ରୋଗ୍‌ରେ ପୀଡ଼ିତ ଅଷ୍ଟମୀ: ଅଭାବ ଅନାଟନରେ ଚେରମୂଲି ସାହାଭରସା

କୋକସରା, ୧୫ା୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କୁସୁମଖୁଣ୍ଟି ଗାଁର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି(୪୫)। ସେ ଅନେକ ବଛର ହେଲା...

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ, ୨୧।୪ (ଡି.ଏନ.ଏ)-ବଡ଼ଗାଁର ରାମଲୀଳା ଯାତ୍ରାର ସପ୍ତମ ରଜନୀରେ ରାମଚନ୍ଦ୍ରଙ୍କ ବନବାସ ମଞ୍ଚସ୍ଥ ହୋଇଛି। ଦାସୀ ମନ୍ଥରାଙ୍କ କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ମଧ୍ୟମା ରାଣୀ...

ବିଜେପୁରରେ ନବୀନ ଆଗୁଆ

ବିଜେପୁର,୨୩।୫: ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୧୨ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନବୀନ ୩୭୩୫୬ ଭୋଟ ପାଇଥିବାବେଳେ ଭାଜପାର...

ଧର୍ମଗଡ଼ ବିଧାୟକଙ୍କ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

କୋକସରା,୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ମୌଷୋଧି ବାଗ ସୋମବାର କୋକସରା ବ୍ଲକ ଗସ୍ତ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଉପସ୍ଥିତ...

ଚେତି ଶୁଇଛେ ବିଭାଗ: ଗାଁ ମଝିରେ ବିପଦ୍‌ ଅବସ୍‌ତାରେ ବିଦ୍ୟୁତ୍‌ ଖୁଁଟା

ବିନିକା,୧୩ା୫(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ଝାରକଦଲିପାଲି ଗାଁ। ଗାଁର ଲୋକ୍‌ ସଂଖ୍ୟା ୧୨ଶହରୁ ଅଧ୍‌କା। ଗାଁର ମୁଖିଆ ରାସ୍‌ତା ମଝିରେ...

ବଡଗାଁ ତହସିଲରେ ସରକାରୀ ନିୟମ କାମରେ ଆସୁନି: ୨ମାସ ପରେ ମଧ୍ୟ ମିଳୁନାହିଁ ପ୍ରମାଣପତ୍ର

ବଡ଼ଗାଁ, ୨୫।୬ (ଡି.ଏନ.ଏ)- ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରି କର୍ମଚାରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ କାର୍ଯ୍ୟରେ ଅବହେଳା କରୁଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *