Posted inଫୁରସତ

ଡ୍ୟାନ୍ସର ହେବା ପାଇଁ ଗୋଡ଼ କାଟିଦେଲେ ଯୁବତୀ, ଜାଣନ୍ତୁ ତା’ ପରେ କ’ଣ ହେଲା…

ବ୍ରିଟେନ୍‌ରେ ରହୁଥିବା ଜଣେ ମଡେଲ ସୁନ୍ଦରୀ , ଡ୍ୟାନ୍ସର ତଥା  ଭିକ୍ଟୋରିଆ ସିଙ୍ଗର  ମଡେଷ୍ଟା ଆଜି ଚର୍ଚ୍ଚାରେ। ଚର୍ଚ୍ଚା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି। ଭିକ୍ଟୋରିଆଙ୍କର ପିଲାଦିନରୁ ଇଚ୍ଛା ଥିଲା ସେ ଜଣେ ଭଲ ଡ୍ୟାନ୍ସର ହେବେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ପାଦରେ ଆଘାତ ଲାଗିଥିଲା। ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ଯେତିକି କଷ୍ଟ ଅନୁଭବ କରୁଥିଲେ ୨୦ ବର୍ଷ ହେବା ପରେ ଗୋଡ଼ଟିକୁ କାଟିଦେବାକୁ ସେ ନିଷ୍ପତ୍ତି ନେଇଥିଲେ।ତାଙ୍କୁ ଚାଲିବାରେ ବହୁତ କଷ୍ଟ ହେବା ସହ ଦରଜ ମଧ୍ୟ ହେଉଥିଲା। ଭିକ୍ଟୋରିଆ କୁହନ୍ତି, ତାଙ୍କର ସ୍ବପ୍ନ ଏବେ ପୂରଣ ହୋଇଛି। ଗୋଡ଼ କଟାଯିବା ପରେ ଭିକ୍ଟୋରିଆ ୨୦୧୨ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ପାରାଅଲିମ୍ପିକର ଉଦ୍‌ଯାପନ ସମାରୋହରେ ସୁନ୍ଦର ଫଳରେ ସେ ଠିକ୍‌ ଭାବରେ ଡ୍ୟାନ୍ସ କରି ପାରୁ ନ ଥିଲେ। ପାଦ ଠିକ୍‌ କରିବାକୁ ସର୍ଜରୀ କରାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇ ନ ଥିଲା।

ଭିକ୍ଟୋରିଆ ତାଙ୍କ ଗୋଡ଼ କାଟି ଦେବା ପାଇଁ ଡାକ୍ତରଙ୍କୁ ୫ ମାସ ଧରି ଅନୁରୋଧ କରିବା ପରେ ଶେଷରେ ତାଙ୍କର ଗୋଡ଼ କଟା ଯାଇଥିଲା। ପିଲାଦିନରୁ ଗୋଡ଼ ପାଇଁ ଡ୍ୟାନ୍ସ କରିବାରେ ଯେଉଁସବୁ ଅସୁବିଧା ସୃଷ୍ଟି ହେଉଥିଲା କଟାଯିବା ପରେ ସେ ଭଲ ଭାବେ ଡ୍ୟାନ୍ସ କରି ପାରୁଛନ୍ତି।  ନୃତ୍ୟ ପ୍ରଦର୍ଶନ କରିଥିଲେ। ଯେଉଁଥିପାଇଁ ସାରା ବିଶ୍ୱରେ ସେ ଆଜି ପରିଚିତ।


All Right Reserved By Dharitri.Com

ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି।...

ରବର କି ବୋର୍ଡ

ଆଜିକାଲି କମ୍ପ୍ୟୁଟର ଯୁଗ। କମ୍ପ୍ୟୁଟରର ଅନ୍ୟତମ ଅତ୍ୟାବଶ୍ୟକ ପାର୍ଟ ହେଲା କି ବୋର୍ଡ। ଏହା ସାଧାରଣତଃ କଠିନ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ। ଅସାବଧାନତାରୁ ଯଦି ଏହା...

ଗୋଟିଏ ଦିନରେ ୨୬ ଲକ୍ଷ ଟଙ୍କାର ଚକୋଲେଟ କିଣି ମହିଳା ଚର୍ଚ୍ଚାରେ

ସାଧାରଣ ଲୋକଙ୍କୁ ୨୬ ଲକ୍ଷ ଟଙ୍କା ରୋଜଗାର କରିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ। ଯେଉଁ ଟଙ୍କାକୁ ରୋଜଗାର କରିବାକୁ ଏତେ ସମୟ ଲାଗିଥାଏ ସେହି...

ତିନି କପ୍‌ରୁ ବେଶି କଫି ପିଇଲେ ଅଧାକପାଳି ବିନ୍ଧା ହୁଏ

ନ୍ୟୁୟର୍କ: କଫିପ୍ରିୟ ବ୍ୟକ୍ତିମାନେ ଟିକେ ସାବଧାନ ହୋଇଯାଆନ୍ତୁ। ଦିନକୁ ତିନି କପ୍‌ରୁ ବେଶି କଫି ପିଅନ୍ତୁନାହିଁ। ନଚେତ ଅଧାକପାଳି ବିନ୍ଧାର ଶିକାର ହୋଇପାରନ୍ତି। ଯେଉଁଦିନ ତିନିି...

ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ...

ଯେଉଁଠି କ୍ଷୀର ବିକିବା ମନା

କ୍ଷୀର ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହା ସମସ୍ତଙ୍କୁ ଜଣା। ପ୍ରତ୍ୟେକ ଘରେ ରାତି ପାହିବା ମାତ୍ରକେ କ୍ଷୀର ଆବଶ୍ୟକତା ପଡ଼ିଥାଏ। ଯଦି ସକାଳୁ କ୍ଷୀରବାଲା...

ଜାତୀୟ ସଙ୍ଗୀତରୁ ଏଠାରେ ଆରମ୍ଭ ହୁଏ ଦିନ

ଛତିଶଗଡ଼ର ଗାରିଆବନ୍ଦ ଜିଲା ଶ୍ୟାମ ନଗର ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ। ନିୟମ ଅନୁଯାୟୀ, ଏଠାରେ ସକାଳ ଠିକ୍‌ ୮ଟା ୫୯ରେ...

ସ୍ମାର୍ଟଫୋନ୍‌କୁ ସାବଧାନ..

ଦିନରେ ଅଧଘଣ୍ଟା ଧରି ଫୋନ୍‌ରେ ଗପିଲେ ବ୍ରେନ୍‌ ଟ୍ୟୁମର ହେବ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଦ୍ୱାରା ଆଖି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *