ରେନୋ ଇଣ୍ଡିଆର ନୂଆ ଡଷ୍ଟର ବଜାରରେ

ନୂଆଦିଲ୍ଲୀ,୧୦-୭: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲର ବଜାର ପ୍ରବେଶ ହୋଇଛି। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ ଏକ୍ସଟେରୀୟର, ମନଲୋଭା ଇଣ୍ଟେରିୟର ଉନ୍ନତ ଉପକରଣକୁ ସ୍ଥାନୀତ କରାଯାଇଛି। ରେନୋ ବ୍ରାଣ୍ଡକୁ ଭାରତରେ ଅଭିବୃଦ୍ଧି କରାଇବାର ସମ୍ପୂର୍ଣ୍ଣ ଲକ୍ଷ୍ୟ ରଖାଯାଇଛି ବୋଲି ନୂଆ ଯାନଟିକୁ ବଜାର ପ୍ରବେଶ କରାଇ କମ୍ପାନୀର କଣ୍ଟ୍ରି ସିଇଓ ଏବଂ ଏମ୍‌ଡି ଭେଙ୍କଟରାମ ମାମଲିପାଲେ ସୂଚନା ଦେଇଛନ୍ତି। ଉତ୍ପାଦ ଶ୍ରେଣୀରେ ଉନ୍ନତି, ନେଟଓ୍ବର୍କକୁ ବ୍ୟାପକ କରାଯାଇଛି। ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ ଦିଗରେ ମଡେଲଟି ସହାୟକ ହୋଇ ପାରିବ ବୋଲି ସେ କହିଛନ୍ତି। ଏଥିରେ ୧୭.୬୪ ସେମିର ଟଚ୍‌ ସ୍କ୍ରିନ ମିଡିଆ ନାଭ୍‌, ଆପଲ କାର୍‌ ପ୍ଲେ, ଆଣ୍ଡ୍ରଏଡ ଅଟୋ, ଭଏସ ରିକଗନିଶନ, ଇକୋ ଗାଇଡ ଗ୍ରାହକ ପାଇପାରିବେ। ମଡେଲଟି ପେଟ୍ରୋଲ ସିଭିଟି, ଡିଜେଲ ଏଏମ୍‌ଟି ଡିଜେଲ ଏଡବ୍ଲୁଡିରେ ଆସୁଛି। କାସ୍ପିଆନ ବ୍ଲୁ, ମାହୋଗାନି ବ୍ରାଉନ ରଙ୍ଗରେ ଏହା ଉପଲବ୍ଧ । ଏହାର ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।


All Right Reserved By

ଆର୍‌ଟିଜିଏସ୍‌ ଜରିଆରେ ଟଙ୍କା ପଠାଇବା ହେଲା ଶସ୍ତା

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗ୍ରାହକଙ୍କୁ ଆଶ୍ୱସ୍ତ କରି ରିୟଲ ଟାଇମ୍‌ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ସମୟକୁ ସନ୍ଧ୍ୟା ୬ଟା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ଅପରାହ୍ନ...

ଶସ୍ତା ହେବ ଅଟୋ, ଗୃହ ଋଣ;ବ୍ୟାଙ୍କଗୁଡ଼ିକୁ ମିଳିବ ୭୦ ହଜାର କୋଟି

ନୂଆଦିଲ୍ଲୀ,୨୪-୮: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କର ପୁଞ୍ଜି ଉପଲବ୍ଧତା ବୃଦ୍ଧି ସହ ଋଣ ପ୍ରଦାନ କ୍ଷମତାକୁ...

ଇ-ଯାନରେ ମିଳିବ ୧.୫ ଲକ୍ଷର ଅତିରିକ୍ତ ଟିକସ ଛାଡ଼

ନୂଆଦିଲ୍ଲୀ,୬-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ପ୍ରଦୂଷଣମୁକ୍ତ ସହର ଗଢ଼ିବା ସରକାରଙ୍କ ଲକ୍ଷ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଦେଶରେ...

ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ସତର୍କତା ଅଧିକାରୀଙ୍କ ସମ୍ବଲପୁର ଗସ୍ତ

ଭୁବନେଶ୍ୱର,୨୬-୫: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ ସତର୍କତା ଅଧିକାରୀ ପର୍ଶୁରାମ ପଣ୍ଡା ପ୍ରଥମଥର ଲାଗି ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ...

ସେନ୍‌ସେକ୍ସର ନୂଆ ରେକର୍ଡ; ନିବେଶକଙ୍କୁ ଲାଭ ୧.୭୬ ଲକ୍ଷ କୋଟି

ମୁମ୍ବାଇ,୪-୬: ମୋଦି ସରକାର କ୍ଷମତାକୁ ଫେରିବା ପରେ ନିବେଶକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ସୋମବାର କାରବାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବିଏସ୍‌ଇ...

୮୦ ହଜାର ପର୍ଯ୍ୟନ୍ତ ଶସ୍ତା ହେବ ଇଲେକ୍ଟ୍ରିକ ଯାନ

ନୂଆଦିଲ୍ଲୀ,୨୮-୭: ପେଟ୍ରୋଲ ଓ ଡିଜେଲ ଗାଡ଼ି ଯୋଗୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଏବେ ଇଲେକ୍ଟ୍ରିକ ଯାନ ପ୍ରଚଳନ...

ଓଡ଼ିଶାର ୨୦% ଲୋକ ବୀମାଭୁକ୍ତ: ଏଲ୍‌ଆଇସି ଅଧ୍ୟକ୍ଷ

କଟକ, ୨୧-୭: ଓଡ଼ିଶାର ୨୦% ଲୋକ ବୀମାଭୁକ୍ତ ଅଛନ୍ତି। ଏଠାରେ ଆହୁରି ୮୦% ଲୋକଙ୍କୁ ବୀମାଭୁକ୍ତ କରାଇବାର ଆବଶ୍ୟକତା ରହିଛି। ଏ ଦିଗରେ ଅଂଶୀଦାରମାନେ କାର୍ଯ୍ୟ...

ପରିସଂଖ୍ୟାନ ପ୍ରଣାଳୀରେ ସଂସ୍କାର ସପକ୍ଷରେ ନୀତି ଆୟୋଗ

ନୂଆଦିଲ୍ଲୀ,୨୭-୫: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଭାରତୀୟ ପରିସଂଖ୍ୟାନ ପ୍ରଣାଳୀରେ ସଂସ୍କାର ଏବଂ ଏହାକୁ ଆଧୁନିକ ରୂପ ଦେବା ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *