ଇଭିଏମ୍‌ ଅଚଳ : ଧାଡ଼ିରେ ଠିଆ ହୋଇ ଚେତାଶୂନ୍ୟ ହେଲେ ୨ ଭୋଟର

ଯାଜପୁରରୋଡ୍‌,୨୯ା୪(ନି.ପ୍ର.): ଯାଜପୁର ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ କୋରେଇ ନିର୍ବାଚନମଣ୍ଡଳୀର ଫାଜଲପୁର ଆଦର୍ଶ ଭୋଟ କେନ୍ଦ୍ରରେ ଏସାରୋଲ୍‌ ବିବି(୨୨) ଭୋଟ ଦେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରବଳ ଗରମ ଯୋଗୁ ସେ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ଖିଲିପଙ୍ଗା ଗ୍ରାମର ସଂଯୁକ୍ତା ସାହୁ(୪୫) ହଳଦୀଗଡ଼ିିଆ ଭୋଟକେନ୍ଦ୍ରରେ ମଧ୍ୟ ଧାଡ଼ିରେ ଠିଆ ହୋଇଥିବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ। ଦୁଇଜଣଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ଫାଜଲପୁର ୬୭ନଂ ବୁଥ୍‌ରେ ୪୫ ମିନିଟ ଧରି ଇଭିଏମ ଅଚଳ ହୋଇପଡ଼ିଥିଲା। ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗମାନେ ମଧ୍ୟ ଧାଡ଼ିରେ ଠିଆ ହୋଇଥିଲେ। ଫାଜଲପୁର ଭୋଟକେନ୍ଦ୍ର ନାମକୁମାତ୍ର ଆଦର୍ଶ କେନ୍ଦ୍ର ହୋଇଥିବାବେଳେ ସେଠାରେ ପାନୀୟ ଜଳ ଓ  ଅନ୍ୟାନ୍ୟ ସୁବିଧା ନ ଥିବାରୁ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


All Right Reserved By

ଢେଙ୍କାନାଳରୁ ସୁଧୀର ବିଜୟୀ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ...

ଢେଙ୍କାନାଳ ବିଧାନସଭା: ସୁଧୀର ସାମଲ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାର ସହ ଭୋଟଗଣତି ପ୍ରକ୍ରିୟା ଜାରିରହିଛି। ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡିର ସୁଧୀର କୁମାର ସାମଲ ୭୧୦୬ ଭୋଟ...

କଟକଣା ସତ୍ତ୍ୱେ ବନ୍ଦ ହେଲାନି ଫର୍ମାଲିନ ବ୍ୟବହାର

ପାରାଦୀପ,୪ା୭(ସ୍ବ.ପ୍ର.): ସମୁଦ୍ରରୁ ଉତ୍ପାଦିତ ମାଛକୁ ଏ, ବି, ସି, ଡି ଭଳି ଗ୍ରେଡ୍‌ କରାଯାଇ ବିକ୍ରୟ କରାଯାଏ। ଏ ଓ ବି ଗ୍ରେଡ୍‌ ମାଛ ବିଦେଶକୁ...

ବନ ବିଭାଗ ପକ୍ଷରୁ ଚଢ଼ାଉ: ସାଇଜ୍‌ ଶାଳ, ଶାଗୁଆନ ପଟା ଜବତ

ଓଡ଼ଗାଁ,୧୩ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡ଼ାଝୋଲା ସେକ୍ସନ ଅଧୀନ ବିଭିନ୍ନ ଗ୍ରାମରେ ବିଭାଗ ତରଫରୁ କ୍ରମାଗତ ଚଢ଼ାଉ ଜାରି...

ପ୍ରଫୁଲ୍ଲ ମଲ୍ଲିକ ୧୧୩୬୯ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭ତମ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ୬୪,୫୩୫ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ...

ବର୍ଷା ଉଭାନ, ଚାଷୀ ଚାତକ: ଫାଟିଲାଣି ତଳି ଘେରା

ନାଉଗଁ।,୨୦ା୭(ସ୍ବ.ପ୍ର.): ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତବର୍ଷ ନାଉଗଁ। ବ୍ଲକ ଅଞ୍ଚଳରେ କମ୍‌ ବର୍ଷା ହୋଇଛି। ଫଳରେ ଚାଷ କାର୍ଯ୍ୟ ଏ ପର୍ଯ୍ୟନ୍ତ ଠିକ୍‌ ଭାବେ ହୋଇପାରିନାହିଁ।...

ଆଠମଲ୍ଲିକରେ ରମେଶ ସାଏ ୮୩୭୭ ଭୋଟରେ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୮ମ ରାଉଣ୍ଡ ଶେଷସୁଦ୍ଧା ୮୩୭୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର...

ଚାଉଳ ମିଳୁଛି, ହିତାଧିକାରୀ ଜାଣିନାହାନ୍ତି : ଲୁଟି ନେଉଛନ୍ତି ରିଟେଲର

ଜଗତ୍‌ସିଂହପୁର ଅଫିସ,୨୩ା୭: ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗରିବ ପରିବାରକୁ ଚାଉଳ, କିରୋସିନ ଆଦି ସାମଗ୍ରୀ ପ୍ରଦାନ ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ପରିତାପର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *