Posted inଜାତୀୟ

ମିଲିନ୍ଦ ଦେଓରାଙ୍କ ଇସ୍ତଫା ପରେ କର୍ମୀଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତ୍ରୀ ଉର୍ମିଳା

ମୁମ୍ବାଇ,୯।୭: ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ଇସ୍ତଫା ଦେବା ପରେ ଦଳରେ ସଙ୍କଟ ବଢିବାରେ ଲାଗିଛି। ଏବେ ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର ଏକ ଚିଠି ଲେଖି କଂଗ୍ରେସକର୍ମୀଙ୍କୁ ଦୋଷାରୋପ କରିଛନ୍ତି। ଉର୍ମିଳା ଏକ ଲମ୍ବା ଚିଠି ମାଧ୍ୟମରେ ମିଲିନ୍ଦଙ୍କୁ ଜଣାଇଛନ୍ତି କି ଲୋକ ସଭା ନିର୍ବାଚନ ସମୟରେ ଦଳୀୟ କର୍ମୀମାନେ ସହଯୋଗ ନ କରିବା, ଦୁର୍ବଳ ଯୋଜନା ପ୍ରସ୍ତୁତ କରିବା, ପ୍ରଚାର ସମୟରେ ମଧ୍ୟ ସହଯୋଗ ନ ମିଳିବା, ଏଥିପାଇଁ ନିୟୋଜିତ ଥିବା ଚିଫ୍‌ କୋଅର୍ଡିନେଟର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଦଳ ହାରିବାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ଉର୍ମିଳା କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ହାରି ଯାଇଥିଲେ। ତେବେ ସର୍ବମୋଟ ଦଳ ହାରିବାକୁ ନେଇ ସେ ଏବେ ଦଳୀୟ କର୍ମୀଙ୍କ ଉପରେ ଦୋଷ ଲଦିଛନ୍ତି।


All Right Reserved By Dharitri.Com

ପ୍ରିୟଙ୍କାଙ୍କୁ ମୁକ୍ତ କରିବାରେ ବିଳମ୍ବ ହେବା ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରିବା ଅପରାଧରେ ଗିରଫ ହୋଇଥିବା ଭାଜପା କର୍ମୀ ପ୍ରିୟଙ୍କା ଶର୍ମାଙ୍କୁ ମୁକ୍ତ କରିବାରେ...

କମଲନାଥ ଆରମ୍ଭ କଲେ ସ୍କୁଲ୍‌ ଚଲୋ ଅଭିଯାନ

ଭୋପାଳ,୭।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ସ୍କୁଲ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଛିନ୍ଦ୍‌ଓ୍ବାଡାରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଶିଶୁଙ୍କୁ ଶିକ୍ଷାଦାନ ଅଧିକାରରୁ...

ଆସାମ ଏନ୍‌ଆର୍‌ସି: କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଆସାମ ଏନ୍‌ଆର୍‌ସି ମାମଲାରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାର ପୁନଃ ଯାଞ୍ଚ୍‌ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବାୟୁସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ...

ଉତ୍ତରପ୍ରଦେଶରେ ହେବ ଗାଈ ସଫାରି: ରହିବେ ବୁଲା ଗାଈ

ଲକ୍ଷ୍ନୌ,୧।୧୨: ଉତ୍ତରପ୍ରଦେଶରେ ଗାଈ ସଫାରି କରାଯିବା। ଏନେଇ ରାଜ୍ୟ ଦୁଗ୍ଧ ବିକାଶ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ସିଂ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି।...

ଇଦ୍‌ରେ ଅଶାନ୍ତ ଶ୍ରୀନଗର: ଜାମିଆ ମସଜିଦ୍‌ ଆଗରେ ଲାଗିଲା ଆଇଏସ ପତାକା

ଶ୍ରୀନଗର, ୫।୬: ସାରା ଦେଶରେ ବୁଧବାର ଆନନ୍ଦଉଲ୍ଲାସରେ ଇଦ୍‌ ପାଳନ ଚାଲିଥିବାବେଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଇଦ ପ୍ରାର୍ଥନା ପରେ ଜାମିଆ ମସଜିଦ...

ମହାରାଷ୍ଟ୍ର ପାଇଁ ଅଧିକ ଆଲୋଚନା ଆବଶ୍ୟକ

ନୂଆଦିଲ୍ଲୀ,୧୯ା୧୧(ପି.ଟି.)-ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତାର ଅନ୍ତ ଘଟୁନାହିଁ। ଏନ୍‌ସିପି ନେତା ଶରଦ ପାଓ୍ବାର ସୋମବାର ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ନୂଆଦିଲ୍ଲୀ...

ସୋନିଆ, ପ୍ରିୟଙ୍କା, ଓଓ୍ବେସୀଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ସତ୍ୟାଗ୍ରହ କରି ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି ବିରୋଧୀ ଦଳ। ଏନେଇ କଂଗ୍ରେସ ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ମହାସଚିବ...

Leave a comment

Your email address will not be published. Required fields are marked *