Posted inଜାତୀୟ

ମୁସଲମାନ୍‌ ମହିଳାଙ୍କୁ ମସଜିଦ୍‌ରେ ପ୍ରବେଶ ଅନୁମତି: ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୭: ମସଜିଦ୍‌ରେ ମୁସଲମାନ୍‌ ମହିଳାଙ୍କୁ ପ୍ରବେଶ ଅନୁମତି ନେଇ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୋମବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହି ଆବେଦନ କେରଳର ହିନ୍ଦୁ ମହାସଭା ପକ୍ଷରୁ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି ଯେ, କୌଣସି ମୁସଲମାନ୍‌ ମହିଳା ଏପରି ଆବେଦନ କଲେ ହୁଏତ ଏହାର ଶୁଣାଣି କରାଯିବ। ମାତ୍ର  ହିନ୍ଦୁ ମହାସଭା ପକ୍ଷରୁ ଆବେଦନ କରାଯାଇଥିବାରୁ ଏହାକୁ ଆଗ୍ରାହ୍ୟ କରାଯାଇଛି।


All Right Reserved By Dharitri.Com

ପୂର୍ବା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

କାନପୁର,୨୦।୪: ଉତ୍ତର ପ୍ରଦେଶର କାନପୁରଠାରେ ହାଓ୍ବଡା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ଟି କୋଚ୍‌ ଶନିବାର ସକାଳେ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏଥିରେ କେବଳ ୩ ଜଣ...

ଦିଲ୍ଲୀରୁ ଆସିଲା ଖୁସି ଖବର: ଦେଶରେ କମୁଛି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ନେଇ ଭାରତରେ କିଛି ଦିନ ଧରି ଆତଙ୍କ ଜାରି ରହିଛି। ତେବେ ଏବେ ଦିଲ୍ଲୀରୁ ଖୁସି ଖବର ଆସିଛି। ଜୋନ୍ସ୍‌ ହପ୍‌କିନ୍ସ୍‌...

୫ ଦିନରେ ରାଜଧାନୀ ସ୍ପେଶାଲ ଟ୍ରେନ୍‌ରେ ୩ ଲକ୍ଷରୁ ଅଧିକ ଯାତ୍ରୀ କଲେ ଯାତ୍ରା: ୬୯ କୋଟି ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ...

କରମବୀର ସିଂହ ହେଲେ ନୌସେନା ମୁଖ୍ୟ: କହିଲେ, ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ

ନୂଆଦିଲ୍ଲୀ, ୩୧।୫: ଆଡମିରାଲ କରମବୀର ସିଂହ ଭାରତୀୟ ନୌସେନାର ୨୪ତମ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ଆଡମିରାଲ ସୁନୀଲ ଲାମ୍ବାଙ୍କ ସ୍ଥାନ ନେଇଛନ୍ତି କରମବୀର। ମେ...

ଉତ୍ସାହ ଆଗରେ ହାର୍‌ ମାନିଛି ବୟସ: ୯୩ ବର୍ଷ ବୟସ୍କ ବୃଦ୍ଧ ଶିଖାଉଛନ୍ତି କୁସ୍ତି ଲଢ଼ିବା

ମଦୁରାଇ,୧୩।୭: ତାମିଲନାଡୁର ମଦୁରାଇରେ ବାସ କରୁଥିବା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ ଉତ୍ସାହ ଆଗରେ ବୟସ ହାର୍‌ ମାନିଛି। ସେ ସ୍ଥାନୀୟ ଯୁବକଙ୍କୁ କୁସ୍ତି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ କଲେ ବିବିଏମ୍‌ପି ସଦସ୍ୟ

ବେଙ୍ଗାଲୁରୁ,୮।୮: କର୍ନାଟକରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏବେବି ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଲକ୍ଷ ଲକ୍ଷ ଲୋକ...

ପୋଲିସର ବର୍ବରତା: ଆହତଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାଧ୍ୟ କଲା

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ଦଙ୍ଗାରେ ଆହତ ହୋଇ ରାସ୍ତାରେ ଛଟପଟ ହେଉଥିବା ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା ପରିବର୍ତ୍ତେ ତାଙ୍କୁ ଜାତୀୟ ସଙ୍ଗୀତ ଗାଇବା ପାଇଁ...

ଭାରତ-ପାକିସ୍ତାନ ଭାଗବଣ୍ଟାଠାରୁ ଅଧିକ ଭୟଙ୍କର ଶିବସେନା-ଭାଜପା ଆସନ ବଣ୍ଟା

ମୁମ୍ବାଇ, ୨୪।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା-ଭାଜପା ମଧ୍ୟରେ ଆସନ ବଣ୍ଟା ଅଙ୍କ ଛିଡୁନି। ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନା ଭାଗରେ...

Leave a comment

Your email address will not be published. Required fields are marked *