Posted inଜାତୀୟ

ରାସ୍ତା ସଫା କଲେ ସିଦ୍ଧୁ

ଅମୃତସର, ୮।୭: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସ୍ତ୍ରୀ ନବଜୋତ କୌରଙ୍କ ସହ ମିଶି ସ୍ବଚ୍ଛ ଅମୃତସର ଅଭିଯାନରେ ଭାଗ ନେଇଛନ୍ତି। ଅମୃତସର ସଡ଼କରେ ପଡିଥିବା ଅଳିଆ ଆବର୍ଜନାଗୁଡିକୁ ନିଜେ ଝାଡୁ ଧରି ସଫା କରିଥିଲେ ସିଦ୍ଧୁ। ସୂଚନାଯୋଗ୍ୟ, ଭାଜପା ଛାଡି କଂଗ୍ରେସରେ ଯୋଗ ଦେବାପରେ ବିବାଦ ସିଦ୍ଧୁଙ୍କ ପିଛା ଛାଡୁନି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ତାଙ୍କ ଝଗଡା ଯୋଗୁ କ୍ୟାବିନେଟ୍‌ ବୈଠକକୁ ମଧ୍ୟ ସିଦ୍ଧୁଙ୍କୁ ଡକାଯାଇ ନ ଥିଲା। ପରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ସିଦ୍ଧୁ କିଛି ଦିନ ହେବ ଗଣମାଧ୍ୟମଠାରୁ ନିଜକୁ ଦୂରେଇ ରଖିଛନ୍ତି।


All Right Reserved By Dharitri.Com

ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ମହିଳାମାନେ ନ୍ୟାଭି ସୈନ୍ୟଙ୍କ ହାତରେ ବାନ୍ଧିଲେ ରାଖୀ

ପୁଣେ,୧୧।୮: ମହାରାଷ୍ଟ୍ର, କେରଳ, କର୍ନାଟକ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶରେ ଏବେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ମହାରାଷ୍ଟ୍ରରେ...

୯୭ ବର୍ଷ ହେବ ବଢିନି ଏହି ଗାଁର ଜନସଂଖ୍ୟା

ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଏହାକୁ ନେଇ ସରକାର ଚିନ୍ତାପ୍ରକଟ କରୁଥିବାବେଳେ ମଧ୍ୟପ୍ରଦେଶରେ ଏକ ଏମିତି ଗାଁ ଅଛି, ଯେଉଁଠି ଗତ ୯୭...

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ମନମୋହନ

ନୂଆଦିଲ୍ଲୀ,୧୨।୫: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ସେ...

କ୍ରିକେଟରଙ୍କ କଷ୍ଟକୁ ନିଜର ବୋଲି ଭାବୁଥିଲେ ଜେଟଲୀ

ନୂଆଦିଲ୍ଲୀ,୨୪।୮: ରାଜନୀତିର ମହାରଥି ଅରୁଣ ଜେଟଲୀ କେବେବି ବିସିସିଆଇର ଅଧ୍ୟକ୍ଷ ପଦରେ ନ ଥିଲେ। ହେଲେ କ୍ରିକେଟ ପ୍ରତି ତାଙ୍କର ଥିବା ଭଲପାଇବା ବେଶ୍‌ ବାରି...

ପାଗ ପରିବର୍ତ୍ତନ ନ ହେଲେ ବଢିପାରେ ଅଡ୍‌-ଇଭିନର ଅବଧି

ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅଡ୍‌-ଇଭିନ ନମ୍ବରର ଅବଧି ଶୁକ୍ରବାର ସମାପ୍ତ ହୋଇଛି। ହେଲେ ଏପର୍ଯ୍ୟନ୍ତ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍‌ ହୋଇ ନାହିଁ। ତେବେ...

ରାଜ୍ୟପାଳଙ୍କୁ ଭେଟିଲେ ନୀତୀଶ

ପାଟନା,୧।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ରାଜ୍ୟପାଳ ଲାଲ ଜି ଟଣ୍ଡନଙ୍କୁ ଭେଟିଛନ୍ତି। ବିହାର କ୍ୟାବିନେଟର ସମ୍ପ୍ରସାରଣ ଲାଗି ନୀତୀଶ ରାଜ୍ୟପାଳଙ୍କୁ ଭେଟିଥିବା ପ୍ରକାଶ।...

ବଦଳିବ ଦିଲ୍ଲୀ ମେଟ୍ରୋ ଷ୍ଟେଶନର ନାମ

ନୂଆଦିଲ୍ଲୀ,୩୧।୧୨: ଦିଲ୍ଲୀ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ପ୍ରଗତି ମଇଦାନ ମେଟ୍ରୋ ଷ୍ଟେଶନର ନାଁ ପରିବର୍ତ୍ତନ କରାଯାଇ ସୁପ୍ରିମ କୋର୍ଟ ମେଟ୍ରୋ ଷ୍ଟେଶନ ରଖାଯିବ। ମଙ୍ଗଳବାର...

କଂଗ୍ରେସ ଛାଡିବାକୁ ଧମକ ଦେଲେ ସଞ୍ଜୟ ନିରୁପମ

ନୂଆଦିଲ୍ଲୀ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ୍‌ ନ ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୁପମ।...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *