Posted inଜାତୀୟ

ନିଜେ ଫିଟ୍‌ ଥିବା ଦର୍ଶାଇଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ତାଙ୍କ ଫିଟ୍‌ନେସ୍‌ର ଅସଲ ଗୁମର ଖୋଲିଛନ୍ତି। ସେ ତାଙ୍କ ଟୁଇଟର ଆକାଉଣ୍ଟରେ ସ୍କ୍ବାସ୍‌ ଖେଳୁଥିବାର ଏକ ଫଟୋ ଅପଲୋଡ କରିଛନ୍ତି। ଆଉ ଲେଖିଛନ୍ତି ଦୀର୍ଘ ୪୦ ବର୍ଷ ହେବ ସେ ଖେଳୁଛନ୍ତି। ନିଜକୁ ଫିଟ୍‌ ରଖିବାକୁ ସେ ସର୍ବଦା ଚେଷ୍ଟା କରୁଥିବା ବେଳେ ଏଥିରେ କିଛି କିଛି ପରିବର୍ତ୍ତନ ମଧ୍ୟ କରିଥାଆନ୍ତି। ଏଥିରେ ସେ ହାସଟ୍ୟାଗ୍‌ ଦେଇ ଲେଖିଛନ୍ତି ଖେଲୋ ଇଣ୍ଡିଆ। ଅର୍ଥାତ୍‌ ଭାରତରେ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ସେ ଚେଷ୍ଟା କରିଛନ୍ତି।


All Right Reserved By Dharitri.Com

କାଠଗଡାରେ ଚିଦାମ୍ବରମ

ନୂଆଦିଲ୍ଲୀ,୨୨।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି। ଦୀର୍ଘ ୩ ଘଣ୍ଟାର ଜେରା ପରେ ସେ କୋର୍ଟରେ ହାଜର...

ଆଧାର ଆଇନରେ ସଂଶୋଧନ ବିରୋଧରେ ପିଟିଶନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ଆଧାର ଆଇନରେ ସଂଶୋଧନର ବୈଧତାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପରିଚୟ ପ୍ରମାଣ ଲାଗି ଜନସାଧାରଣ ସ୍ବେଚ୍ଛାକୃତ ଭାବେ ଯୋଗାଇଦେଉଥିବା...

ବଙ୍ଗଳା ଛାଡ଼ିନାହାନ୍ତି ୮୨ ଏମ୍‌ପି

ନୂଆଦିଲ୍ଲୀ,୧୬ା୯(ପି.ଟି.): ଲୋକ ସଭା କମିଟିର ତାଗିଦ ସତ୍ତ୍ୱେ ୮୨ ଏମ୍‌ପି ଏପର୍ଯ୍ୟନ୍ତ ସରକାରୀ ବଙ୍ଗଳା ଖାଲିକରିନାହାନ୍ତି। ତୁରନ୍ତ ଘର ଖାଲି କରାଇବା ପାଇଁ ପୂର୍ବତନ ଏମ୍‌ପିମାନଙ୍କ...

କିଡ୍‌ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ।...

‘ଚାଇନାର ବନ୍ଧୁକ ଶକ୍ତି ସହ ସତ୍ୟର ଲଢ଼େଇ ଜାରି ରହିବ’

ଗୟା,୨୬ା୧୨(ଏଏଫ୍‌ପି): ତିବ୍ବତ୍‌ର ବୌଦ୍ଧ ଧର୍ମାବଲମ୍ବୀମାନେ ସତ୍ୟର ଶକ୍ତି ବଳରେ ଚାଇନାର ବନ୍ଧୁକ ଶକ୍ତି ସହ ଲଢ଼େଇ ଜାରି ରଖିତ୍ବା ଲାଗି ପ୍ରତିବଦ୍ଧ ବୋଲି ଧର୍ମଗୁରୁ ଦଲାଇଲାମା...

କ୍ୟାନ୍‌ସର ଦୂରକରେ ଚା

ନୂଆଦିଲ୍ଲୀ: ଶୀତଦିନେ ଚା’ର ମଜା ନିଆରା। ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକାପଣ ମେଣ୍ଟାଇବା, ଥଣ୍ଡା...

ଆଡଭାନୀ, ମୂରଲୀମନୋହର ଜୋଷୀଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ, ୨୪।୫: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବା ପରେ ଶୁକ୍ରବାର ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀମନୋହର...

ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅଯୋଧ୍ୟା,୮।୧୧: ଆସନ୍ତା ସପ୍ତାହରେ ରାମଜନ୍ମଭୂମି-ବାବ୍ରି ମସଜିଦ ରାୟ ଆସିବ। ଏହା ପୂର୍ବରୁ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା...

Leave a comment

Your email address will not be published. Required fields are marked *