Posted inଜାତୀୟ

ଭାଜପାରେ ଯୋଗଦେଲେ ସପ୍‌ନା

ନୂଆଦିଲ୍ଲୀ,୭।୭: ହରିୟାଣାର ଗାୟିକା ତଥା ନୃତ୍ୟାଙ୍ଗନା ସପ୍‌ନା ଚୌଧୁରୀ ରବିବାର ଭାଜପାରେ ଯୋଗ ଦେଇଛନ୍ତି। ଦିଲ୍ଲୀର ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କ ଉପସ୍ଥିତିରେ ସେ ଭାଜପା ହାତ ଧରିଥିବା ସୂଚନା ମିଳିଛି। ଜଓ୍ବାହରଲାଲ ନେହେରୁୁ ଷ୍ଟାଡିୟମରେ ଅନୁଷ୍ଠିତ ଭାଜପାର ନୂଆ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ସପ୍‌ନା ଭାଜପାର ହାତ ଧରିଛନ୍ତି। ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଭାଜପାର ସାଧାରଣ ସମ୍ପାଦକ ରାମ ଲାଲ ପ୍ରମୁଖ ଯୋଗ ଦେଇଥିଲେ।


All Right Reserved By Dharitri.Com

୧୪ ବର୍ଷରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ; ୨୮ ଶହ କୋଟି ଖର୍ଚ୍ଚ ପରେ ବି ମାୟାନଗରୀ ବର୍ଷାରେ ହେଉଛି ଉବୁଟୁବୁ

ମୁମ୍ବାଇ,୭।୭: ମୌସୁମୀକୁ ଦେଶସାରା ଅପେକ୍ଷା କରୁଥିବାବେଳେ ଏହାକୁ ନେଇ ମାୟାନଗରୀ ମୁମ୍ବାଇର ଲୋକେ ଭୟ କରିଥାନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ପାଣିରେ ଏହି ସହର ଉବୁଟୁବୁ...

ମହାରାଷ୍ଟ୍ର ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୧୩ା୭(ଆଇଏଏନ୍‌ଏସ୍‌): ମରାଠାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହି ସମ୍ପ୍ରଦାୟ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ...

ପଦାତିକ ବାହିନୀ ଦିବସରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌

ନୂଆଦିଲ୍ଲୀ,୨୭।୧୦: ପଦାତିକ ବାହିନୀ ଦିବସ ଉପଲକ୍ଷେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌ ନ୍ୟାସନାଲ୍‌ ଓ୍ବାର୍‌ ମେମୋରିଆଲ୍‌ଠାରେ ଶହୀଦ୍‌ଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୂଚନାଯୋଗ୍ୟ, କଶ୍ମୀରରେ...

ଆପରାଧିକ ମାମଲାର ଯାଞ୍ଚ୍‌ ସମୟରେ ପୋଲିସ ଜବତ କରି ପାରିବେନି ଅଭିଯୁକ୍ତଙ୍କ ଅଚଳ ସମ୍ପତ୍ତି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୯: ଆପରାଧିକ ମାମଲାର ଯାଞ୍ଚ୍‌ ସମୟରେ ପୋଲିସ ଅଭିଯୁକ୍ତଙ୍କ ଅଚଳ ସମ୍ପତ୍ତି ଜବତ କରି ପାରିବେନି ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଆପରାଧିକ ପ୍ରକ୍ରିୟା...

ଅମ୍ଲଦୋଷ ଦୂର କରେ ମହୁମିଶା ପଇଡ ପାଣି

ଶରୀର ପାଇଁ ପଇଡ ପାଣି ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍‌ ସି’ ଏବଂ ଆଣ୍ଟିଇକ୍ସିଡାଣ୍ଟ୍‌ ଥାଏ, ଯାହା ରୋଗପ୍ରତିରୋଧକ କ୍ଷମତାକୁ ମଜଭୁତ୍‌ କରିଥାଏ। ପଇଡ ପାଣିରେ...

ଗୁଜରାଟ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କରରେ ବିସ୍ଫୋରଣ

ଗାନ୍ଧୀନଗର, ୩୦।୧୨: ଗୁଜରାଟରେ ଏକ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କର ଗୋଦାମରେ ସୋମବାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ କାଣ୍ଡଲା ବନ୍ଦର ଓ ଇଣ୍ଡିଆନ ଅଏଲ୍‌ ରିଫାଇନେରି...

୧୦ ବର୍ଷ ତଳର କାହାଣୀ: ୨୦୧୦ ଜୁଲାଇ ୨୫ ବନାମ ୨୦୧୯ ଅଗଷ୍ଟ ୨୧; ସେତେବେଳେ ଶାହ ହୋଇଥିଲେ ଗିରଫ; ଏବେ ଚିଦାମ୍ବରମ୍‌ଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୧।୮: ସମ୍ପ୍ରତି ଭାଜପା ସରକାରରେ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଅର୍ଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ମାମଲା ନେଇ ଦେଶର ରାଜନୈତିକ...

ଦିଲ୍ଲୀ ପୋଲିସ୍‌ର ୨ କନେଷ୍ଟବଳ: ରକ୍ତଦାନ କରିବା ତାଙ୍କର ନିଶା

ନୂଆଦିଲ୍ଲୀ,୧।୭: ରକ୍ତଦାନ ହେଉଛି ମହତ୍‌ ଦାନ। ଏନେଇ ଦେଶରେ ସଚେତନତା ଜାରି ରହିଛି। ତେବେ ଦିଲ୍ଲୀ ପୋଲିସ୍‌ର ୨ କନେଷ୍ଟବଳ ଦୀର୍ଘ ବର୍ଷ ଧରି ରକ୍ତଦାନ...

Leave a comment

Your email address will not be published. Required fields are marked *