Posted inଜାତୀୟ

ବଜେଟର ପ୍ରଥମ ସାଇଡ୍‌ ଇଫେକ୍ଟ: ଲାଗୁ ହେଲା ବର୍ଦ୍ଧିତ ତୈଳ ଦର

ନୂଆଦିଲ୍ଲୀ,୬।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଏଥିରେ ସେ ପେଟ୍ରୋଲ ଓ ଡିଜେଲରେ ଏକ ଟଙ୍କା ସେସ୍‌ ଓ ଏକ ଟଙ୍କା ଏକ୍ସାଇଜ୍‌ ଡ୍ୟୁଟି ବଢାଇବାକୁ ଘୋଷଣା କରିଥିଲେ। ତେବେ ଏହି ଘୋଷଣାର ୨୪ ଘଣ୍ଟା ନ ପୁରୁଣୁ ଅର୍ଥାତ୍‌ ଶନିବାର ସକାଳୁ ପେଟ୍ରୋଲ୍‌ ଲିଟର ପିଛା ୨ଟଙ୍କା ୫୦ ପଇସା ଓ ଡିଜେଲ ଲିଟର ପିଛା ୨ଟଙ୍କା ୩୦ ପଇସା ବଢିଯାଇଛି। ଫଳରେ ସକାଳୁ ସକାଳୁ ପେଟ୍ରୋଲ ପମ୍ପରେ ବଜେଟର ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିଛି। ଏଥିରେ ଅଧିକାଂଶ ଗ୍ରାହକ ଅସନ୍ତୁଷ୍ଟ ଥିବା ପରିଲକ୍ଷିତ ହୋଇଛି।


All Right Reserved By

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି …

ଲେମ୍ବୁ,ଭିଟାମିନ ‘ସି’ରେ ଭରପୂର। ନିୟମିତ ଲେମ୍ବୁ ଖାଇଲେ ଏହା ବହୁ ରୋଗରୁ ଦୂରେଇ ରଖେ। ସକାଳେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁରସ ମହୁ ମିଶାଇ...

ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍‌ ଲକ୍ଷେ ଟଙ୍କା

ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ...

ପ୍ରବଳ ବର୍ଷା: ସ୍କୁଲରେ ଫଶିରହିଛନ୍ତିି ୩୫୦ ଛାତ୍ରୀଛାତ୍ର, ୫୦ ଶିକ୍ଷକ

ଜୟପୁର,୧୫।୯:ରାଜସ୍ଥାନର ଚିତୌଡଗଡରେ ଜିଲାରେ ଦୁଇଦିନ ହେଲା ଲଗାତାର ବର୍ଷା ହେଉଛି।ଫଳରେ ସେଠାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସ୍କୁଲ ଏବଂ ଅଫିସ୍‌ରେ ପାଣି ପଶିଯାଇଛି। ଫଳରେ ଜିଲାର...

ନିର୍ବାଚନ ଫଳାଫଳ ଆସିବା ପରେ ଖାଇବା ଛାଡିଦେଇଥିଲେ ଲାଲୁ, ଡାକ୍ତର କହିଲେ ଏମିତି

ପାଟନା, ୨୭।୫: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ...

ସାବଧାନ: ପାକିସ୍ତାନରୁ ଆସୁଛି ‘କୌନ ବନେଗା କରୋଡପତି’ ମେସେଜ୍‌

ନୂଆଦିଲ୍ଲୀ,୨୩।୯: ସୁରକ୍ଷା ଏଜେନ୍ସିର ସୂଚନା ଅନୁଯାୟୀ ଭାରତର ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ କୁ ବଦନାମ କରିବାକୁ ପାକିସ୍ତାନର କେତେ ଜଣ ଲୋକ...

ତେଲେଙ୍ଗାନାରେ ମହିଳା ପୋଲିସଙ୍କୁ ପିଟିଲେ ଟିଆର୍‌ଏସ୍‌ କର୍ମୀ

ହାଇଦ୍ରାବାଦ,୩୦।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର କର୍ମୀ ଆସିଫାବାଦ ଜିଲାରେ ବୃକ୍ଷରୋପଣ ପାଇଁ ପହଞ୍ଚିଥିବା ପୋଲିସ ଓ ବନ କର୍ମଚାରୀଙ୍କୁ ଖୁବ୍‌ ପିଟିଛନ୍ତି। ଏହି ସମୟରେ ଟ୍ରାକ୍ଟର...

ଗଙ୍ଗାରେ ବାପାଙ୍କ ଅସ୍ଥି ବିସର୍ଜନ ବେଳେ ଭାବୁକ ହେଲେ ରୋହନ

ଗଙ୍ଗାରେ ବାପାଙ୍କ ଅସ୍ଥି ବିସର୍ଜନ ବେଳେ ଭାବୁକ ହେଲେ ରୋହନ ହରିଦ୍ୱାର,୨୬।୮: ଉତ୍ତରାଖଣ୍ଡ ହରିଦ୍ୱାରର ହରକି ପୋଡି ସ୍ଥିତ ବ୍ରହ୍ମାକୁଣ୍ଡରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର...

ପଦ୍ମ ଧରିଲେ ଅଭିନେତା ସନ୍ନି

ନୂଆଦିଲ୍ଲୀ,୨୩।୪: ଚଳିତ ଲୋକ ସଭା ନିର୍ବାଚନ ଅବସରରେ କେତେଜଣ ବଲିଉଡ୍‌ ତାରକା ରାଜନୀତିରେ ପାଦ ରଖିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଦ୍ମ ଧରିଛନ୍ତି ବଲିଉଡ୍‌ ଅଭିନେତା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *