ନବଜାତ ଶିଶୁଙ୍କୁ ଶୁଆଉଛନ୍ତି କି ମା’ବାପାଙ୍କ ମଝିରେ,ଜାଣନ୍ତୁ କ’ଣ ହୋଇଥାଏ ସମସ୍ୟା

ନବଜାତ ଶିଶୁଙ୍କୁ କେହି କେବେ ଏକୁଟିଆ ଛାଡି ନଥା’ନ୍ତି। ମା’ ମାନଙ୍କ ନଜର ସେମାନଙ୍କ ଉପରେ ସବୁ ସମୟରେ ରହିଥାଏ। ତେବେ ରାତିରେ ମଧ୍ୟ ମା’ କିମ୍ବା ବାପା ଶିଶୁ ପାଖରେ ଶୋଇଥାନ୍ତି। ତେବେ ଭାରତୀୟ ପରିବାରରେ ଏହା ଏକ ସାଧାରଣ କଥା, ଯାହା ନିୟମିତ ହୋଇଥାଏ। ତେବେ ଆପଣ କ’ଣ ଜାଣନ୍ତି କି ନବଜାତ ଶିଶୁଙ୍କ ପାଖେ ଶୋଇବା ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ତେବେ ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଶିଶୁଙ୍କୁ ନିଜ ସହିତ ଶୁଆଉଥିବା ମହିଳାଙ୍କର ମନ ବିଷାଦଗ୍ରସ୍ତ ଥାଏ, ସେଥିପାଇଁ ଶିଶୁଙ୍କ ନିଦରେ ସମସ୍ୟା ଉପୁଜିଥାଏ।

ଆମେରିକାରେ ଅଧିକ ଥଣ୍ଡା ହେଉଥିବାରୁ ସେମାନଙ୍କୁ କମ୍ବଳ ଘୋଡାଯାଇ ଥାଏ। ରାତିରେ ମା’ ନିଦରେ ଶିଶୁ ଉପରେ କମ୍ବଳ ଘୋଡାଇ ଶ୍ୱାସରୁଦ୍ଧ କରିଦିଅନ୍ତି।

ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ୪ରୁ ୫ ମାସ ଶିଶୁଙ୍କୁ ମା’ ବାପାଙ୍କ ମଝିରେ ଶୁଆଇବା ଉଚିତ ନୁହେଁ।


All Right Reserved By Dharitri.Com

ଉଚ୍ଚ ରକ୍ତଚାପ ଥିଲେ…

ଆଜିକାଲି ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟଧିକ ଚାପ, କ୍ରୋଧ, ଚିନ୍ତା ଏହି ରୋଗର କାରଣ। ତେବେ ଏସବୁ ସମସ୍ୟାରୁ...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଆଳୁ ରସ

ଆଜିକାଲି ଅନେକ ଲୋକଙ୍କଠାରେ ଆଣ୍ଠୁଗଣ୍ଠି ରୋଗ ସମସ୍ୟା ଦେଖାଯାଉଛି। ଯେପରି କ୍ରମେ କ୍ରମେ ଏ ରୋଗ ବଢ଼ିଚାଲେ, ମଣିଷ ପକ୍ଷେ ଚାଲିବା ବୁଲିବା କଷ୍ଟକର ହୋଇପଡ଼େ।...

ଲବଙ୍ଗ ତେଲରେ ରହିଛି ସୌନ୍ଦର୍ଯ୍ୟ ବୃଦ୍ଧି ଗୁଣ

ଲବଙ୍ଗରେ ଅନେକ ଉପକାରୀ ଗୁଣ ରହିଛି। ଏହାକୁ ମସଲା ଭାବେ ବ୍ୟବହାର  ସହ ଥଣ୍ଡାରୁ ମୁକ୍ତି ପାଇବା ଲାଗି ଚା’ରେ ମଧ୍ୟ ବ୍ୟବହୃତ ହୋଇଥାଏ ।...

କୋଷ୍ଠକାଠିନ୍ୟ, ଗ୍ୟାସ ସମସ୍ୟାରୁ ମୁକ୍ତି ଲାଗି ଆପଣାନ୍ତୁ କିଛି ଘରୋଇ ଉପଚାର

ବର୍ତ୍ତମାନର ଜୀବନଶୈଳୀ ଓ କର୍ମବ୍ୟସ୍ତତା ପାଇଁ ଅଧିକାଂଶ ଲୋକ ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୋଇପାରି ନ ଥାନ୍ତି। ଫଳରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ...

ଅଖାଦ୍ୟ ଘିଅ ପ୍ରତି ସାବଧାନ

ମନ୍ଦିରରେ ଦେବଦେବୀ ଦର୍ଶନ ପରେ ଆମକୁ ପ୍ରସାଦ ଭାବେ ଯେଉଁ ଘିଅ ବା ବଟର ମିଳିଥାଏ ତାହା ଖାଦ୍ୟ ଅନୁପଯୋଗୀ ହୋଇପାରେ ଏବଂ ଏପରି କି...

ତୈଳୀୟ ତ୍ୱଚାର ଯତ୍ନ

ଋତୁ ବଦଳିବା ମାତ୍ରେ ତା’ର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ବିଶେଷ କରି ବର୍ଷାଦିନେ ତୈଳୀୟ ତ୍ୱଚାରେ ବ୍ରଣ ଏବଂ ଲାଲ୍‌ ଦାନା ଭଳି ଫଳିଯାଏ।...

ବଢ଼ିଛି ଭାରତୀୟଙ୍କ ଆୟୁଷ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ହିଁ ସମ୍ପଦ। ଶରୀର ସୁସ୍ଥ ରହିଲେ ଜଣେ ମଣିଷ ମାନସିକସ୍ତରରେ ମଧ୍ୟ ସୁସ୍ଥ ରହିଥାଏ। ଯୋଗ, ପ୍ରାଣାୟମ ଆଦି କରି ଲୋକମାନେ ଶରୀର...

ସିଗାରେଟ୍‌ : ଜୀବନ ଘାତକ

‘ପ୍ରାୟ ଦୁଇ ଦଶକ ପୂର୍ବେ ସ୍ବାସ୍ଥ୍ୟ ଉପରେ ଧୂମପାନର ଭୟାବହ ପରିଣାମ କ୍ରମେ ଜଣାଗଲା । ସେଥିରୁ ଜଣାପଡ଼ିଲା ଯେ, ସିଗାରେଟ୍‌ ଧୂଆଁରେ ଥାଏ ପ୍ରାୟ...

Leave a comment

Your email address will not be published. Required fields are marked *