ଆକର୍ଷଣ ସାଜିଲା ଖବରକାଗଜ ନିର୍ମିତ କୁନିରଥ

ଜୟପୁର,୪ା୭(ଡି.ଏନ୍‌.ଏ.): ଜୟପୁର ସହରର କେବିଏସ୍‌ଡି ରାସ୍ତାଦେଇ ତିନି ଠାକୁର ପହଣ୍ଡିରେ ମନ୍ଦିରରୁ ରଥପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସେହି ରାସ୍ତାରେ ପୁରୁଣା ଖବରକାଗଜରେ ନିର୍ମିତ ଏକ କୁନିରଥ ସମସ୍ତଙ୍କୁ ଆକୃଷ୍ଟ କରିଛି। ୮ବର୍ଷର ସହସ୍ରାଂଶୁ ପୂଜାରୀ ଏହା ତିଆରି କରିଛନ୍ତି। ନିର୍ମାଣ କାମରେ ସମସ୍ତ ସହାୟତା ତାଙ୍କ ପିଉସୀ ପୁଷ୍ପାଞ୍ଜଳି ତ୍ରିପାଠୀ କରିଥିବା ପରିବାର ଲୋକେ କହିଛନ୍ତି। କାଠରେ ନିର୍ମିତ ତିନି ଠାକୁର ବଡ଼ ରଥରେ ଏବଂ ମାର୍ବଲର ଛୋଟ ତିନି ଠାକୁରଙ୍କ ପ୍ରତିମୂର୍ତ୍ତି ସାନରଥରେ ବିରାଜମାନ କରିଛନ୍ତି ା ଏହି ରଥ ନିର୍ମାଣରେ କେବଳ ପୁରୁଣା ଖବର କାଗଜ, ଅଠା ଓ ରଙ୍ଗ ବ୍ୟବହାର କରାଯାଇଛି। ମୁଖ୍ୟମନ୍ଦିରରେ ତିନି ଠାକୁରଙ୍କ ପହଣ୍ଡି ବେଳେ କୁନିରଥ ଦେଖିବାକୁ ସମସ୍ତଙ୍କର ବେଶ୍‌ ଆଗ୍ରହ ଜମିଥିଲା।


All Right Reserved By Dharitri.Com

ମୁନିଗୁଡ଼ାକୁ ଏନ୍‌ଏସି ମାନ୍ୟତା, ସବଟ୍ରେଜେରୀ, ବାଇପାସ୍‌ ରାସ୍ତା ନିର୍ମାଣ ଦାବି: ଏମ୍‌ପିଙ୍କୁ ଦାବିପତ୍ର

ମୁନିଗୁଡ଼ା,୧୩ା୮(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର କୋରାକୁଟ ଏମ୍‌ପି ସପ୍ତଗିରି ଉଲ୍ଲାକଙ୍କୁ ପ୍ରଦାନ କରାଯାଇଛି । ...

ଲଗାଣବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍‌ : ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ମୁନିଗୁଡ଼ା,୬।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲାରେ ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର ଭାନପୁର ଗ୍ରାମ ନିକଟରେ...

ରଥକୁ ଉଠିଲା ଦୁଆର ବେଢା

ପୁରୀ ଅଫିସ,୨।୭ ଆଉ ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଖଳାରେ ଦ୍ରୁତଗତିରେ ଚାଲିଛି ରଥ କାମ। ସୋମବାର ତିନିରଥର ଦୁଇଟି ଲେଖାଏ ଦୁଆର ବେଢା ଉଠିଛି।...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ା ଜିସିଡି ହାଇସ୍କୁଲ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲାର ଜଗା ପାତ୍ର।...

ଗ୍ରାମସଭାରେ ନାଲ୍‌କୋକୁ ମିଳିତ ବିରୋଧ

ପଟ୍ଟାଙ୍ଗି,୧୯ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସେରୁବନ୍ଧ ବକ୍ସାଇଟ୍‌ ପାହାଡ଼ ଖୋଳାକୁ ନେଇ ପ୍ରତିବାଦ ତେଜୁଛି। ବ୍ଲକର ମାଳିପୁଟ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଗ୍ରାମସଭାରେ...

ଶ୍ରାଦ୍ଧ ବାର୍ଷିକୀ ଭୋଜି ବେଳେ ଅଘଟଣ : ଗ୍ୟାସ୍‌ ପାଇପ ଚୁଲାରୁ ଖସି ଅଗ୍ନିକାଣ୍ଡ, ୪ ଗୁରୁତର

ରାୟଗଡା ଅଫିସ,୧୧।୨: ରାୟଗଡ଼ାର ଡିଏଫଓ କଲୋନୀରେ ଏକ ଭୋଜି ଚାଲୁଥିବା ବେଳେ ମଙ୍ଗଳବାର ଗ୍ୟାସ ପାଇପ୍‌ ଚୁଲାରୁ ଖସି ଅଘଟଣ ଘଟିଛି। ଏଥିରେ ୪ ଜଣ...

ସୂଚନା ଅଧିକାର ସଂଶୋଧନ ବିଲ୍‌ ପ୍ରତ୍ୟାହାର ଦାବି: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ଼ା ଅଫିସ,୧ା୮- ରାୟଗଡ଼ା ଜିଲା ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ସଂଶୋଧନ ବିଲ ପ୍ରତ୍ୟାହାର ଦାବିରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳ...

ମାଲକାନଗିରିରେ କଂଗ୍ରେସର ମାଲା ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ତୃତୀୟ ରାଉଣ୍ଡରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ଥିବାବେଳେ ଚତୁର୍ଥ ରାଉଣ୍ଡରେ ଆଗେଇଛନ୍ତି କଂଗ୍ରେସର ମାଲା ମାଢ଼ି। ୩ୟ...

Leave a comment

Your email address will not be published. Required fields are marked *