Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାଇକୋର୍ଟ ବିଚାରପତି: ପରିବାରବାଦ, ଜାତିବାଦକୁ ନେଇ ଜଜ୍‌ଙ୍କୁ ଦିଆଯାଉଛି ନିଯୁକ୍ତି

ଲକ୍ଷ୍ନୌ, ୩।୭: ଜଜ୍‌ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରଙ୍ଗନାଥ ପାଣ୍ଡେ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜଜ୍‌ଙ୍କ ନିଯୁକ୍ତି ନେଇ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ନାହିଁ ଏବଂ ପ୍ରଚଳିତ ନିୟମ କେବଳ ପରିବାରବାଦ ଏବଂ ଜାତିବାଦକୁ ନେଇ ଜଜ୍‌ଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ବନ୍ଦ କୋଠରୀରେ କପେ ଚା ପିଆଇ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଜଜ୍‌ଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। କେଉଁ ଆଧାରରେ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି ତାହା ଗୋପନ ରଖାଯାଉଛି। କେବଳ ନାଁ ସର୍ବସାଧାରଣରେ ପ୍ରକାଶ କରାଯାଉଛି ବୋଲି ସେ କହିଛନ୍ତି।


All Right Reserved By

ଗାଈ ପେଟରୁ ବାହାରିଲା ୫୩ କିଲୋ ପ୍ଲାଷ୍ଟିକ୍‌

ଚେନ୍ନାଇ,୨୧।୧୦:ତାମିଲନାଡୁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଗାଈ ପେଟରୁ ୫୩ କିଲୋ ପ୍ଲାଷ୍ଟିକ୍‌ ବାହାର କରିଛନ୍ତି ପଶୁ ଚିକିତ୍ସିକ। ତା’ ପେଟରୁ ସର୍ଜରୀ ଦ୍ୱାରା...

ଭାଜପା ୧୬୫ ଏବଂ କଂଗ୍ରେସ ୮୬ରେ ଆଗୁଆ

ନୂଆଦିଲ୍ଲୀ, ୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ୮ଟା ୪୫ ସୁଦ୍ଧା ଭାଜପା ୧୬୫...

ଅପରେଶନ୍‌ ଅଲ୍‌ ଆଉଟ୍‌: ୫ ମାସରେ ୧୦୧ ଆତଙ୍କବାଦୀ ନିହତ

ଶ୍ରୀନଗର, ୧।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଯିବା ପାଇଁ ସେନା ପକ୍ଷରୁ ଅପରେଶନ୍‌ ଅଲ୍‌ଆଉଟ୍‌ ଜାରି ରହିଛି। ଗତ ୫ ମାସ ମଧ୍ୟରେ ସର୍ଚ୍ଚ ଅପରେଶନ୍‌...

ମତ ବଦଳାଇଲେ ଶାହ: ହିନ୍ଦୀକୁ ଦ୍ୱିତୀୟ ଭାଷା କରିବା ଲାଗି ପ୍ରସ୍ତାବ ଦେଇଥିଲି

ନୂଆଦିଲ୍ଲୀ,୧୯ା୯: ହିନ୍ଦୀ ଦିବସରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ‘ଏକ ଦେଶ ଏକ ଭାଷା’ ନୀତି ପ୍ରଚଳନ ପ୍ରସ୍ତାବକୁ ନେଇ ବିବାଦ ଜୋର ଧରିଥିବାବେଳେ ବୁଧବାର...

ଘର ବାହୁଡା ହୋଇପାରନ୍ତି ଶିବପାଲ

ଲକ୍ଷ୍ନୌ,୨୦।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି କି ତାଙ୍କ ଦାଦା ଶିବପାଲ ଯାଦବ ପୁଣିଥରେ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଫେରିପାରନ୍ତି। କାରଣ...

୧୦ ବର୍ଷୀୟା ଆଦିବାସୀଙ୍କୁ ୫୦ ହଜାରରେ ବିକ୍ରି

ଅହମଦାବାଦ,୧୭ା୧୦: ଗୁଜରାଟର ବନାସକାନ୍ଥାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ବିବାହ ପାଇଁ ତାଙ୍କ ୧୦ ବର୍ଷୀୟା ଝିଅଙ୍କୁ ୫୦ ହଜାର ଟଙ୍କାରେ...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା: ୭ ମୃତ, ୩୪ ଆହତ

ମୈନପୁରି,୨୧।୪: ଉତ୍ତର ପ୍ରଦେଶର ମୈନିପୁରିଠାରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଭୋର ସମୟରେ ଟ୍ରକ ସହ ଏକ ବସ୍‌ ଧକ୍କା ହେବା ଫଳରେ ଏଥିରେ ଅତିକମ୍‌ରେ ୭...

ହାର୍ଦ୍ଦିକ ପଟେଲଙ୍କ ଜୀବନ ପ୍ରତି ବିପଦ: ଲୋଡିଲେ ପୋଲିସ ସହାୟତା

ଜାମ୍‌ନଗର,୨୧।୪: ଏକ ନିର୍ବାଚନୀ ସଭାରେ ଜଣେ ବ୍ୟକ୍ତି ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ହାର୍ଦ୍ଦିକ ତାଙ୍କ ଜୀବନପ୍ରତି ବିପଦଥିବା ସୂଚିତ କରି ସ୍ଥାନୀୟ ଏସ୍‌ପିଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *