ଶ୍ରୀରଘୁନାଥଜୀଉ ମନ୍ଦିରରେ ନବଯୌବନ ଦର୍ଶନ

କଟକ ତେଲେଙ୍ଗାବଜାର ଶ୍ରୀରଘୁନାଥଜୀଉ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ।


All Right Reserved By Dharitri.Com

ସମୂହ ନମାଜ ପାଠ

ପବିତ୍ର ଇଦ୍‌-ଉଲ୍‌-ଜୁହା ଅବସରରେ କଟକ ସତିଚଉରା ନିକଟ ଇଦ୍‌ଗାହଠାରେ ମୁସଲମାନମାନଙ୍କ ସମୂହ ନମାଜ ପାଠ।

ରାଜଧାନୀରେ ପ୍ରବଳ ବର୍ଷା

ରାଜଧାନୀରେ ପ୍ରବଳ ବର୍ଷା

ଅସରାଏ ବର୍ଷାରେ କଟକ କାଜିବଜାର ଅଞ୍ଚଳରେ ଜମି ରହିଥିବା ବର୍ଷାଜଳ

ଅସରାଏ ବର୍ଷାରେ କଟକ କାଜିବଜାର ଅଞ୍ଚଳରେ ଜମି ରହିଥିବା ବର୍ଷାଜଳ।

ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

କଟକ ଚାନ୍ଦିନୀଚୌକ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ।

ମହାପ୍ରଭୁଙ୍କୁ ଦର୍ଶନ କଲେ ୨ କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଓଡ଼ିଶା ଆସି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଜୋବ୍ରା ମାରିଟାଇମ୍‌ ମ୍ୟୁଜିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍କଳ ଜନନୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ।

ଜୋବ୍ରା ମାରିଟାଇମ୍‌ ମ୍ୟୁଜିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍କଳ ଜନନୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ।

ଜମ୍ମୁ-କଶ୍ମୀରରେ ୩୭୦ ଉଚ୍ଛେଦ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଖୁସି ମନାଉଛନ୍ତି।

ଜମ୍ମୁ-କଶ୍ମୀରରେ ୩୭୦ ଦଫା ଉଚ୍ଛେଦ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଖୁସି ମନାଉଛନ୍ତି।

Leave a comment

Your email address will not be published. Required fields are marked *