Posted inଜାତୀୟ

ବୃକ୍ଷରୋପଣ କଲେ ୪ଶହ କର୍ମଚାରୀ

ହାଇଦ୍ରାବାଦ,୨।୭: ତେଲେଙ୍ଗାନା କୋମରାମ ଭିମ ଆସିଫାବାଦର ଶିରିପୁର କାଗଜନଗର ବ୍ଲକରେ ପ୍ରାୟ ୪ଶହ ବନ ବିଭାଗ ଓ ପୋଲିସ କର୍ମଚାରୀ ବୃକ୍ଷରୋପଣ କରିଛନ୍ତି। ଦିନକୁ ଦିନ ଜଙ୍ଗଲ ପଦା ହେଉଥିବାରୁ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇ ଗତ ଜୁନ୍‌ ୨୯ରେ ଏମାନେ ବୃକ୍ଷରୋପଣ ପାଇଁ କାଗଜନଗର ବ୍ଲକରେ ପହଞ୍ଚିଥିଲେ। ହେଲେ ସେଠାରେ ତାଙ୍କୁ ଟିଆର୍‌ଏସ୍‌ କର୍ମୀମାନେ ବିରୋଧ କରିବା ସହ ମାଡପିଟ ମଧ୍ୟ କରିଥିଲେ। ଏମିତିକି ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିବା ଜଣେ ମହିଳା ବନ ଅଧିକାରୀଙ୍କୁ ଅତି ଅମାନବୀୟ ଭାବରେ ଟିଆର୍‌ଏସ୍‌ କର୍ମୀମାନେ ଆକ୍ରମଣକରିବାରୁ ସେ ଗୁରୁତର ଆହତ ମଧ୍ୟ ହୋଇଥିଲେ। ଏହାପରେ ସୋମବାର ପୁଣି ଥରେ କର୍ମଚାରୀମାନେ ସେଠାରେ ପହଞ୍ଚି ବୃକ୍ଷରୋପର କରିଛନ୍ତି।


All Right Reserved By

ମିଳୁନି ଦରମା: ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୮।୪: ଜେଟ୍‌ ଏୟାରଓ୍ବେଜ୍‌ର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଫଳରେ କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳିପାରୁନାହିଁ। ଆର୍ଥିକ ସ୍ଥିତି ଖରାପ ହେବାରୁ ଜେଟ୍‌...

ଅଯୋଧ୍ୟା ବିବାଦ: ମସଜିଦ୍‌ ପୂର୍ବରୁ ଥିବା ନିର୍ମାଣର ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୮: ଅଯୋଧ୍ୟା ବିବାଦର ପ୍ରତିଦିନ ଶୁଣାଣି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ମାମଳାରେ ମସଜିଦ୍‌ ପୂର୍ବରୁଥିବା ନିର୍ମାଣର ପ୍ରମାଣ ସୁପ୍ରିମ୍‌କୋର୍ଟ ଲୋଡିଛନ୍ତି। ନିର୍ମୋହି ଆଖଡ଼ାର ଆଇଜୀବି...

କାଉଡି ଯାତ୍ରା ଉପରେ ନଜର ରଖିବାକୁ ଡ୍ରୋନ୍‌ ବ୍ୟବହାର କରୁଛି ଉତ୍ତର ପ୍ରଦେଶ ପୋଲିସ

ଲକ୍ଷ୍ନୌ,୨୯।୭: ଶ୍ରାବଣର କାଉଡି ଯାତ୍ରା ପାଇଁ କାଉଡିଆଙ୍କୁ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ଚେଷ୍ଟା କରିଛନ୍ତି ଉତ୍ତର ପ୍ରଦେଶ ସରକାର। କାଉଡିଆ...

ମସ୍ତିଷ୍କ ଜ୍ୱର ଆତଙ୍କ ୧୩୦ ଶିଶୁଙ୍କ ଗଲାଣି ଜୀବନ

ପାଟନା,୧୯।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ...

ସେନାକୁ ସଫଳତା: ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସା ନିହତ

ଶ୍ରୀନଗର, ୨୪।୫: ଜମ୍ମୁ-କାଶ୍ମୀରରରେ ଭାରତୀୟ ସେନାକୁ ସଫଳତା ମଳିଛି। ଭାରତୀୟ ସେନା ଦକ୍ଷିଣ କଶ୍ମୀରର ତ୍ରାଲରେ ଲୁଚି ରହିଥିବା ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସାକୁ...

ବଜେଟ ଅଧିବେଶନରେ ରହିବେନି କେହି ପୂର୍ବତନ ପ୍ରଧାନମନ୍ତ୍ରୀ: ମନମୋହନଙ୍କ ୨୮ ବର୍ଷର ରାଜ୍ୟ ସଭା କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ,୧୫।୬: ଜୁନ୍‌ ୧୭ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍‌ ଅଧିବେଶନରେ ଚଳିତଥର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀ ରହିବେ ନାହିଁ। ଦେଶରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ...

ଇଦ୍‌ରେ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି କଲା ଗୋଇନ୍ଦା ବ୍ୟୁରୋ

ନୂଆଦିଲ୍ଲୀ/ଶ୍ରୀନଗର,୧୨ା୮,(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ରଚିଛି...

୨୦ ବର୍ଷରେ ବନ୍ୟାରେ କ୍ଷତି ହୋଇଛି ୫ ଶହ ୪୭ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୮।୭: ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *