ସବ୍‌ସିଡିଯୁକ୍ତ ଏଲପ୍‌ଜି ୩ ଟଙ୍କା କମିଲା

ନୂଆଦିଲ୍ଲୀ,୨-୭: ସୋମବାର ସବ୍‌ସିଡିଯୁକ୍ତ ଏଲପିଜି ଦର ୩.୦୨ ଟଙ୍କା ହ୍ରାସ ଘଟିଛି। ଏହା ଫଳରେ ୧୪.୨ ଲିଟର ବିଶଷ୍ଟ ସିଲିଣ୍ଡର ଦାମ ୪୯୪.୩୫ ଟଙ୍କାକୁ ଖସିଛି। ଏହା ରବିବାର ମୁମ୍ବାଇରେ ସିଲିଣ୍ଡର ପିଛା ୪୯୫.୦୯ ଟଙ୍କା ଥିଲା ଯାହା ୪୯୨.୦୪ ଟଙ୍କାକୁ ଖସିଛି। ଗତ ମାର୍ଚ୍ଚଠାରୁ ଏଲପିଜି ଦର ଲଗାତର ଭାବେ ବୃଦ୍ଧି ଘଟୁଥିଲା। ୪ ମାସ ପରେ ପ୍ରଥମ ଥର ଲାଗି ଏଭଳି ଦର ହ୍ରାସ ହୋଇଛି। ମାର୍ଚ୍ଚ ପରଠାରୁ ଏଥିରେ ସିଲିଣ୍ଡର ପିଛା ୩.୮୪ ଟଙ୍କା ବୃଦ୍ଧି ଘଟିଥିଲା। ସେହିଭଳି ଅଣ ସବସିଡି ଏଲପିଜି ଦରରେ ମଧ୍ୟ ୧୦୦ ଟଙ୍କା ହ୍ରାସ ଘଟିଛି। ବିମାନ ଇନ୍ଧନ ବା ଏଟିଏମ୍‌ ମୂଲ୍ୟରେ ୫.୮% ହ୍ରାସ ନେଇ ତୈଳ କମ୍ପାନୀଗୁଡିକ ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ବଜାର ସ୍ଥିତି ଉନ୍ନତ ହେବାର ଏଟିଏଫ୍‌ ମୂଲ୍ୟରେ ହ୍ରାସ ଘଟୁଥିବା ସୂଚନା ରହିଛି। ସୋମବାର ଏଟିଏଫ୍‌ କିଲୋଲିଟର ପିଛା ୩,୮୦୬.୪୪ ଟଙ୍କା ହ୍ରାସ ଘଟି ୬୧,୨୦୦.୩୬ ଟଙ୍କା ରହିଛି।


All Right Reserved By Dharitri.Com

ହ୍ରାସ ପାଉଛି ଚଳନ୍ତି ଜମା ନିଅଣ୍ଟ

ନୂଆଦିଲ୍ଲୀ,୩୦-୬: ଭାରତର ଚଳନ୍ତି ଜମା ନିଅଣ୍ଟ(ସିଏଡି) ପରିମାଣ ଆର୍ଥିକ ବର୍ଷ ୨୦୧୯ର ଚତୁର୍ଥ ତ୍ରୈମାସରେ ଜିଡିପିର ୦.୭% ଅର୍ଥାତ୍‌ ୪.୬ ବିଲିୟନ ଡଲାରକୁ ହ୍ରାସ ପାଇଛି।...

ଦେଶରେ ପହଞ୍ଚତ୍ବା ମାତ୍ରେ ଏନ୍‌ଆର୍‌ଆଇଙ୍କୁ ମିଳିବ ଆଧାର

ନୂଆଦିଲ୍ଲୀ,୨୪-୯: ବୈଧ ପାସ୍‌ପୋର୍ଟ ଜରିଆରେ ଦେଶରେ ପାଦ ଦେବା ମାତ୍ରେ ପ୍ରବାସୀ ଭାରତୀୟ ଆଧାର ପାଇଁ ଏଣିକି ଆବେଦନ କରିପାରିବେ। ସେମାନଙ୍କୁ ଆଉ ୧୮୨ ଦିନ...

ଅନୀଲ ଅମ୍ବାନୀଙ୍କ ବିରୋଧରେ ୩ ଚାଇନା ବ୍ୟାଙ୍କର ମାମଲା

ନୂଆଦିଲ୍ଲୀ,୧୦-୧୧: ରିଲାଏନ୍ସ ପ୍ରମୋଟର ଅନୀଲ ଅମ୍ବାନୀଙ୍କ ବିରୋଧରେ ଚାଇନାର ୩ ବ୍ୟାଙ୍କ ଲଣ୍ଡନର ଏକ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଇଣ୍ଡଷ୍ଟ୍ର୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍‌...

ସ୍ବସ୍ତି ଗ୍ରୁପ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୧୨-୫: ସ୍ବସ୍ତି ଗ୍ରୁପ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଗ୍ରୁପର ଉପସଭାପତି ପ୍ରିୟନାଥ ବେହେରା ମୁଖ୍ୟ...

୮% ଜିଡ଼ିପି ବୃଦ୍ଧି ଜରୁରୀ: ରଙ୍ଗରାଜନ

ହାଇଦ୍ରାବାଦ,୧୩।୭: ଆସନ୍ତା ୫ ବର୍ଷରେ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ହେଲେ ଦେଶକୁ ୮% ହାରରେ ବାର୍ଷିକ ଅଭିବୃଦ୍ଧି ହାସଲ କରିବାକୁ...

ବିଶ୍ୱ ବଜାରରେ ପହଞ୍ଚିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୫-୯:ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିଦେଶୀ ବଜାରରେ ଏବେ ସହଜରେ ପହଞ୍ଚିବ। କ୍ଷୁଦ୍ର ଶିଳ୍ପକୁ ଏହି ସୁବିଧା ପ୍ରଦାନ ଲକ୍ଷ୍ୟରେ...

ପରିବର୍ତ୍ତିତ ମାର୍ଗରେ ଯିବ ସମ୍ବଲପୁର, ବିଶାଖାପାଟଣା-ନାନ୍ଦେଡ୍‌ ଏକ୍ସପ୍ରେସ

ଭୁବନେଶ୍ୱର,୧୮-୪:ସମ୍ବଲପୁର-ନାନ୍ଦେଡ-ସମ୍ବଲପୁର ଏବଂ ବିଶାଖାପାଟଣା-ନାନ୍ଦେଡ-ବିଶାଖାପାଟଣା ତ୍ରିସାପ୍ତାହିକ ଏକ୍ସପ୍ରେସ ଚଳିତ ମାସ ୪ର୍ଥ ସପ୍ତାହଠାରୁ ପରିବର୍ତ୍ତିତ ମାର୍ଗ ଦେଇ ଯିବ। ଏହା ବିଜୟଓ୍ବାଡା ପରିବର୍ତ୍ତେ ଗୁଣ୍ଡାଲା-ରାୟନାପଡୁ ମାର୍ଗ ଦେଇ...

୯ ମାସର ସବୁଠାରୁ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ, ୪-୯: ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ଗଭୀର ଭାବେ ହ୍ରାସ ହୋଇଛି। ଡଲାର ତୁଳନାରେ ଟଙ୍କା ୯ ମାସର ସବୁଠାରୁ ନିମ୍ନ ସ୍ତରରେ...

Leave a comment

Your email address will not be published. Required fields are marked *