Posted inଜାତୀୟ

ଅଭିମାନ କଲେ ସୁବ୍ରମଣ୍ୟମ ସ୍ବାମୀ: କହିଲେ, ମୋ ବିଚାରଧାରା ଶୁଣିବାକୁ ‘ନମୋ’ଙ୍କ ଆଗ୍ରହ ନାହିଁ

ନୂଆଦିଲ୍ଲୀ, ୧।୭:ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ କେନ୍ଦ୍ର ସରକାରଙ୍କ ପ୍ରତି ଥିବା ନିଜ ଅଭିମାନ ଜାହିର କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ବର୍ତ୍ତମାନ ସରକାର ମୋ ବିଚାରଧାରା ଶୁଶିବାକୁ ଆଗ୍ରହ ନାହିଁ। ଚାଇନାର ପ୍ରସିଦ୍ଧ ସିଂଘୁଆ ବିଶ୍ୱବିଦ୍ୟାଳୟରେ ଆଗାମୀ ସେପ୍ଟେମ୍ବରରେ ‘ଚାଇନାର ଆର୍ଥିକ ବିକାଶ’କୁ ନେଇ ଅନୁଷ୍ଠିତ ହେବାକୁ ଏକ ସମୀକ୍ଷା ବୈଠକରେ ସୁବ୍ରମଣ୍ୟମଙ୍କୁ ନିମନ୍ତ୍ରଣ କରାଯାଇଛି। ନମୋ(ନରେନ୍ଦ୍ର ମୋଦି)ଙ୍କୁ ମୋ ବିଚାରଧାରା ଶୁଣିବାକୁ ଆଗ୍ରହ ନାହିଁ, ତେଣୁ ମୁଁ ଚାଇନା ଯାଇପାରିବି ବୋଲି ସେ ଟୁଇଟରରେ କହିଛନ୍ତି।


All Right Reserved By Dharitri.Com

ବାସଭବନରେ ପହଞ୍ଚି ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୁଆଦିଲ୍ଲୀ,୮।୧୧: ରାମ ମନ୍ଦିର ଆନ୍ଦୋଳନରେ ନେତୃତ୍ୱ ନେଇଥିବା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଶୁକ୍ରବାର ୯୨ତମ ବର୍ଷ ବୟସରେ ପର୍ଦାପଣ କରିଛନ୍ତି। ଭାଜପାର ଆଉ...

ଆମେରିକା ପଳାୟନ କରିଛନ୍ତି ଗୁଲାଲାଇ

ଇସ୍‌ଲାମାବାଦ,୨୧ା୯: ପାକିସ୍ତାନୀ ସେନାର ବର୍ବରତାକୁ ସାମ୍ନାକୁ ଆଣିଥିବା ଅଧିକାର କର୍ମୀ ଗୁଲାଲାଇ ଇସ୍‌ମାଇଲ୍‌ ଗତମାସରେ ଇସ୍‌ଲାମାବାଦରୁ ନ୍ୟୁୟର୍କକୁ ଖସି ପଳାଇଛନ୍ତି। ସେ ଆମେରିକାର ରାଜନୈତିକ ଶରଣ...

‘ମୁସ୍‌ଲିମ୍‌ ପରିବା ବ୍ୟବସାୟୀଙ୍କୁ ସାବଧାନ’: ବିଧାୟକଙ୍କ ମନ୍ତବ୍ୟକୁ ଭାଜପା ଅଧ୍ୟକ୍ଷଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୯ା୪: ଉତ୍ତରପ୍ରଦେଶର ଦେଓରିଆ ବିଧାୟକ ସୁରେଶ ତିଓ୍ବାରୀ(୭୪) ‘ମୁସଲମାନ୍‌ ପରିବା ବ୍ୟବସାୟୀଙ୍କଠାରୁ ପରିବା କିଣନାହିଁ ଓ ସେମାନଙ୍କଠାରୁ ଦୂରେଇ ରୁହ’ ବୋଲି ସର୍ବସାଧାରଣରେ କହିବା ପରେ...

୩ ମାସ ପରେ କଶ୍ମୀରରେ ଖୋଲିଲା ସ୍କୁଲ

ଶ୍ରୀନଗର, ୨୦ା୧୧(ପି.ଟି.) : ଦୀର୍ଘ ୩ ମାସ ପରେ ପୁଣି କଶ୍ମୀରରେ ମଙ୍ଗଳବାର ସ୍କୁଲ ଖୋଲିଛି। ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ପରିସ୍ଥିତିକୁ ଦେଖି...

ମୋଦି ସରକାରଙ୍କ ପାଇଁ ଦିଲ୍ଲୀରେ ବଢିଲା ପିଆଜ ଦାମ୍‌: ମନିଷ

ନୂଆଦିଲ୍ଲୀ,୨।୧୨: ଦେଶର ଅଧିକାଂଶ ଭାଗରେ ପିଆଜ୍‌ ଦାମ୍‌ ଏବେ କିଲୋ ପିଛା ଶହେ ଟଙ୍କା ଛୁଇଁଲାଣି। ଏହାକୁ ନେଇ ରାଜନୀତିବି ହେଲାଣି ସରଗରମ। ସାଧାରଣ ଖାଉଟି...

୩୫ ମିନିଟ୍‌ରେ ୬ ସନ୍ତାନ ଜନ୍ମ ଦେଲେ ମହିଳା

ଶୋପୁର,୨୯।୨: ମଧ୍ୟ ପ୍ରଦେଶ ଶୋପୁରର ଜିଲା ହସ୍ପିଟାଲରେ ଜଣେ ମହିଳା ଶନିବାର ସକାଳେ ମାତ୍ର ୩୫ ମିନିଟ୍‌ ମଧ୍ୟରେ ୬ ସନ୍ତାନ ଜନ୍ମ ଦେଇଥିବା ସୂଚନା...

ସ୍ବାଭାବିକ ହେବ ମନ୍ତ୍ରଣାଳୟ କାର୍ଯ୍ୟ

ନୂଆଦିଲ୍ଲୀ,୧୩ା୪: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆସନ୍ତା ୧୪ ତାରିଖ ଯାଏ ରହିଛି। ଇତିମଧ୍ୟରେ...

‘ପିଓକେ’ରେ ୩୦୦ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ,୧୧ା୧(ପି.ଟି.): ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୀମା ସେପଟେ ଅପେକ୍ଷା କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ୫୦ ଆଫଗାନ୍‌ ଆତଙ୍କବାଦୀଙ୍କ ସହ ଏମାନେ...

Leave a comment

Your email address will not be published. Required fields are marked *