ବର୍ଷାଦିନେ ପିଅନ୍ତୁ ନାହିଁ ଅତ୍ୟଧିକ ଅଦା ଚା’, ଭୋଗିପାରନ୍ତି ଏସବୁ ସମସ୍ୟା

ବର୍ଷାଦିନରେ ଅଧିକାଂଶ ଲୋକ ଅଦା ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଅଦା ଚା’ ଥଣ୍ଡା ଦୂର କରିବା ସହ ହଜମ ପ୍ରକ୍ରିୟାକୁ ସହଜ କରେ। ମାତ୍ର ଆବଶ୍ୟକତାରୁ ଅଧିକ ଅଦା ଚା’ ପିଇଲେ ଏହା ଶରୀର ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି। ତେବେ ଜାଣନ୍ତୁ ଅତ୍ୟଧିକ ଅଦା ଚା’ ପିଇଲେ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ…

ରକ୍ତଚାପ : ରକ୍ତଚାପ ସମସ୍ୟା ଥିବା ଲୋକମାନେ ଚା’ରେ ଅଦାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପକାଇ ପିଇବା ଉଚିତ୍‌। ଶର୍କରାର ମାତ୍ରାକୁ କମାଇ ଦେଇଥାଏ। ତେଣୁ ନିମ୍ନ ରକ୍ତଚାପ ଥିବା ରୋଗୀ ଅଧିକ ଅଦା ଚା’ ପିଇବା ଉଚିତ ନୁହେଁ।

ନିଦ୍ରାହୀନତା : ନିଦ୍ରାହୀନତା ସମସ୍ୟା ଭୋଗୁଥିବା ଲୋକମାନେ ମଧ୍ୟ ଅଧିକ ମାତ୍ରାରେ ଅଦା ଚା’ ପିଇବା ଅନୁଚିତ। କାରଣ ଏହି ଚା’ ପିଇଲେ ବାରମ୍ବାର ନିଦ୍ରା ଭଙ୍ଗ ହୋଇଥାଏ।

ଗର୍ଭବତୀ ମହିଳାଙ୍କୁ ଅଦା ଚା’ ମନା : ଗର୍ଭବତୀ ମହିଳାମାନେ ଅତ୍ୟଧିକ ଅଦା ଚା’ ପିଇଲେ ପେଟରେ ଯନ୍ତ୍ରଣା ହେବା ସହ ଗର୍ଭସ୍ଥ ଶିଶୁ ପାଇଁ ଏହା ହାନିକାରକ ହୋଇଥାଏ। ତେଣୁ ଅଦା ଚା’ଠାରୁ ଦୂରେଇ ରହିବା ଉଚିତ।


All Right Reserved By Dharitri.Com

ପତଳା ଶରୀରକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

କିଛି ଲୋକ ମୋଟା ଶରୀରକୁ ନେଇ ଚିନ୍ତିତ ଥିବାବେଳେ ଆଉ କିଛି ପତଳା ଶରୀରକୁ ନେଇ ଚିନ୍ତାରେ ଥା’ନ୍ତି। କିନ୍ତୁ ଏହି ଚିନ୍ତା ଦୂର କରିବା...

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଭିଟାମିନ୍‌ ‘ଡି’ଯୁକ୍ତ ଖାଦ୍ୟ ଖାଇଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରିଥାଏ ବୋଲି ଏକ...

ଲୋ ବ୍ଲଡ୍‌ପ୍ରେସର

ସାଧାରଣତଃ ବ୍ଲଡ୍‌ପ୍ରେସର ଦୁଇ ପ୍ରକାର- ଲୋ ଏବଂ ହାଇ। ଲୋ ବ୍ଲଡ୍‌ପ୍ରେସର ଥିଲେ କେତେକ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟ ତାଲିକାରେ...

ମ୍ୟାଲେରିଆ ଚିହ୍ନଟ କରିବାର ସହଜ ଉପାୟ

ମ୍ୟାଲେରିଆକୁ ଚିହ୍ନଟ କରିବାର ଏକ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ସାଧାରଣତଃ ଏହି ଜ୍ୱରକୁ ଚିହ୍ନଟ କରିବା ପାଇଁ ରକ୍ତପରୀକ୍ଷା କରାଯାଇଥାଏ। ହେଲେ ରାଇସ୍‌ ୟୁନିଭର୍ସିଟିର...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଗ୍ରୀନ ପିଆଜ ଶଣ୍ଢା ଅନେକ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ...

ବାସ୍ତୁ ଦୋଷ ବଢ଼ାଇଥାଏ ଭୂମି ଉପରେ ଲଟିଥିବା ମନି ପ୍ଲାଣ୍ଟ

୧.ମନିପ୍ଲାଣ୍ଟର ପତ୍ର ବଡ଼ ଓ ସବୁଜ ରହିବା ଶୁଭ ବୋଲି ମଣାଯାଏ। ପତ୍ର ମଉଳିବା, ଝଡ଼ିବା ଓ ହଳଦିଆ ହେବା ଅଶୁଭ ଧରାଯାଏ। ତେଣୁ ଖରାପ...

ଶୋଇବା ପୂର୍ବରୁ ପିଅନ୍ତୁ ଏକ ଗ୍ଲାସ୍‌ ଉଷୁମ ପାଣି

ଶରୀରରେ ଜଳୀୟଅଂଶର ମାତ୍ରା ନିୟନ୍ତ୍ରଣରେ ରଖିବା ଲାଗି ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ। ଏହାଦ୍ୱାରା ବିଷାକ୍ତ ପଦାର୍ଥ ଶରୀରରୁ ବାହାରିଯାଇଥାଏ। ତେବେ କ’ଣ ଆପଣ ଜାଣନ୍ତି...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ କପେ…

ସକାଳୁ ଖାଲି ପେଟରେ କପେ ରସୁଣ ଚା’ ପିିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହାର୍ଟ ଆଟାକରେ ଏହା...

Leave a comment

Your email address will not be published. Required fields are marked *