ପାକିସ୍ତାନରେ ଜୋର୍‌ ଜବରଦସ୍ତ କରାଯାଉଛି ଧର୍ମ ପରିବର୍ତ୍ତନ: ଆମେରିକା ରିପୋର୍ଟ

ଇସଲାମାବାଦ୍‌,୩୦।୬: ପାକିସ୍ତାନରେ ହିନ୍ଦୁ ବାଳିକାଙ୍କୁ ଜୋର୍‌ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି। ଏନେଇ ଆମେରିକା ଦ୍ୱାରା ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଫଳରେ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ନିଜକୁ ସୁରକ୍ଷିତ ମଣୁ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ରିପୋର୍ଟ ଅସତ୍ୟ, ଭିତ୍ତିହୀନ ତଥା ମନଗଢ଼ା ବୋଲି ପାକିସ୍ତାନ କହିଛି। ପାକିସ୍ତାନରେ ଅଳ୍ପସଂଖ୍ୟକ ସୁରକ୍ଷିତ ଅଛନ୍ତି। ତାଙ୍କର ବିକାଶ ପାଇଁ ସରକାର ନାନା ଯୋଜନା ଉପରେ ଗୁରୁତ୍ୱଦେଉଥିବା ପାକିସ୍ତାନ କହିଛି। ଆମେରିକା ଜାଣିଶୁଣି ଏଭଳି ରିପୋର୍ଟ ଜାରି କରିଥିବା ପାକିସ୍ତାନ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଏହି ରିପୋର୍ଟକୁ ନେଇ ଭାରତ ସମେତ ଅନ୍ୟ ଦକ୍ଷିଣ ଏସିଆ ରାଷ୍ଟ୍ରରେ ଚର୍ଚ୍ଚା ଆରମ୍ଭ ହୋଇଛି।


All Right Reserved By

୭୨ବର୍ଷ ପରେ ପାକିସ୍ତାନରେ ଥିବା ହଜାରେ ବର୍ଷ ପୁରାତନ ଶିବ ମନ୍ଦିରରେ ଆରମ୍ଭ ହେଲା ପୂଜାର୍ଚ୍ଚନା

ଇସଲାମାବାଦ୍‌,୬।୭: ପାକିସ୍ତାନର ସିଆଲକୋଟ୍‌ଠାରେ ଥିବା ଏକ ହଜାର ବର୍ଷ ପୁରାତନ ଶିବ ମନ୍ଦିରରେ ୭୨ ବର୍ଷ ପରେ ପୁଣି ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିରକୁ ଶ୍ରଦ୍ଧାଳୁଙ୍କ...

ଶେଷ ଇଚ୍ଛା ପୂରଣ କରିବ ଆମ୍ବୁଲାନ୍ସ

ସିଡନି,୨୬।୭: କୁହାଯାଏ ମରିବାକୁ ଥିବା ବା ମୃତବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରିବା ଭଲ। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ଶେଷ ଇଚ୍ଛା...

୧୨ କୋଟିରେ ବିକ୍ରି ହେବ ୬୬୦ ଏକର ପରିମିତ ଅଞ୍ଚଳରେ ଥିବା ନିର୍ଜନ ଦ୍ୱୀପ

ଏଡ଼ିନବରା, ୩୧।୭: ସ୍କଟ୍‌ଲାଣ୍ଡରେ ଥିବା ଏକ ନିର୍ଜନ ଦ୍ୱୀପ ୧୨ କୋଟି ଟଙ୍କାରେ ବିକ୍ରି ହେବ। ଏନେଇ ଘୋଷଣା ପ୍ରକାଶ ପାଇଛି। ଦ୍ୱୀପଟି ୬୬୦ ଏକର...

ସୋମାଲିଆରେ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ଭୋକରେ ହେବା ଆଶଙ୍କା: ଜାତିସଂଘ

ଜେନେଭା,୬।୬: ଆଗାମୀ ଦିନରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଯୋଗାଇ ଦିଆ ନ ଗଲେ ସୋମାଲିଆରେ ୨୦ ଲକ୍ଷ ଲୋକଙ୍କର ଭୋକରେ ମୃତ୍ୟୁ ହେବାର ଆଶଙ୍କା ରହିଛି।...

ନେପାଳରେ ୫ ବୁଦ୍ଧମୂର୍ତ୍ତି ଭାଙ୍ଗିଦେଲେ

କାଠମାଣ୍ଡୁ, ୧୯ା୭  (ପି.ଟି.): ନେପାଳର ରୁପନ୍‌ଦେହୀ ଜିଲାର ତିିଳୋତ୍ତମା ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଲୁମ୍ବିନୀ ନିକଟରେ ଦୁର୍ବୃତ୍ତମାନେ ୫ଟି ବୁଦ୍ଧମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ବାଲି, ସିମେଣ୍ଟ ଓ...

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି...

ପତଳା ହେବାର ସୁଯୋଗ ଉଠାଇ ଜେଲ୍‌ର ବନ୍ଦୀଶାଳାରୁ ଖସିପଳାଇଲେ କଏଦୀ

ସୁକ୍ରେ,୧୨।୭: ବଲିଭିଆରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଲିସ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍‌କୁ ପଠାଇଥିଲା। ଆଉ ସେଠାରେ...

ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *